ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,୨୬ ଜାନୁୟାରୀ ବଡ଼ ଗୁରୁବାର ଗାଈକୁ ଖୁଆନ୍ତୁ ୧ ଜିନିଷ , ମା ଲକ୍ଷ୍ମୀ ଧନର ବର୍ଷା କରିବେ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆସନ୍ତା ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥରେ ବା ବସନ୍ତ ପଞ୍ଚମୀ ରେ ପଡ଼ିଥାଏ ମା ସରସ୍ଵତୀ ଦେବୀ ଙ୍କ ପୂଜା।ଋତୁ ର ରାଜା ବସନ୍ତ ରେ ଏହି ବର୍ଷ ଜାନୁଆରୀ 26 ଗୁରୁବାର ଦିନ ମା ସରସ୍ଵତୀ ପୂଜା ପଡ଼ୁଛି।ଏହି ଦିନ ବିଧିବିଧାନ ଦ୍ଵାରା ପୂଜା କଲେ ବହୁତ ଲାଭ ମିଳିଥାଏ।ଏହି ଗାଈ କୁ ଖୁଆଇ ଦିଅନ୍ତୁ ଏପରି ଜିନିଷ ଯାହା ଆପଣଙ୍କୁ ଅନନ୍ତ କାଳ ପର୍ଯ୍ୟନ୍ତ ଲାଭ ଦେବ।
ଆପଣଙ୍କୁ ଚାକିରି କ୍ଷେତ୍ର ରେ ଏହା ଅନେକ ସହାୟ ହେବା ସହ ବିଦ୍ୟା ବୁଦ୍ଧି ରେ ଅନେକ ଫଳ ଦେବ।ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଗାଈ ହେଉଛି ସମସ୍ତଙ୍କର ମା।ଏହା ଏକ ଦିବ୍ୟ ଜୀବ। ଯେଁଉ ଘରେ ଗାଈ ଥାଏ ସେ ଘରେ ସବୁ ପ୍ରକାରର ବାସ୍ତୁ ଦୋଷ ଦୁରେଇଯାଏ।ଗାଈ ମଧ୍ୟ ରେ ସବୁ ଦେବଦେବୀ ବାସ କରିଥାନ୍ତି ତେଣୁ ଗାଈ କୁ ପୂଜା କଲେ ସବୁ ଦେବଦେବୀ ପୂଜା ପାଇଥାନ୍ତି।ଶାସ୍ତ୍ର ଅନୁଯାୟୀ ଯେ ଗାଈ ର ପୂଜା କରେ ସେ ସବୁ ଭଗବାନଙ୍କ ଆଶୀର୍ବାଦ ଲାଭ କରିଥାଏ।
ଯେ ଗାଈ ର ଲାଳନ ପାଳନ କରିଥାନ୍ତି ତାଙ୍କ ଉପରେ ଆସୁଥିବା ସବୁ ବିପଦ କୁ ଗାଈ ମା ନେଇନେଇଥାନ୍ତି।ଗାଈ କାମଧେନୁ ର ରୂପ।ସେ ସମସ୍ତଙ୍କ ମନସ୍କାମନା ପୂରଣ କରିଥାନ୍ତି। ଯେଁଉ ବ୍ୟକ୍ତି ର ବୁଧ ଗ୍ରହ ଦଶା ଥାଏ ସେ ଗାଈ କୁ ସବୁଜ ଘାସ ଖୁଆଇଲେ ତା କଟି ଯାଇଥାଏ।ଯଦି ଆପଣଙ୍କ ମଙ୍ଗଳ ଗ୍ରହ ର ଦଶା ରହୁଛି ତେବେ କୌଣସି ଗରିବ ବ୍ରାହ୍ମଣଙ୍କୁ ଗାଈ ଦାନ କଲେ ତାହା ଦୂରୀଭୂତ ହୁଏ।ଶନି ଦଶା ପାଇଁ କଳା ଗାଈ ଦାନ କରନ୍ତୁ ତାହା ଆପଣଙ୍କୁ ଲାଭ ଦେବ।
ଯଦି କୌଣସି କାମ ଅଟକି ରହିଛି ତେବେ ଆପଣ ଗାଈ କୁ ରୋଟି ଖାଇବାକୁ ଦେଲେ ତାହା ହେଇଯାଇଥାଏ।ଗାଈ ପୂଜା ଦ୍ଵାରା ଲକ୍ଷ୍ମୀମା ସନ୍ତୁଷ୍ଟ ହୋଇଥାନ୍ତି।ଯେଁଉ ବ୍ୟକ୍ତିଙ୍କ ଭାଗ୍ୟ ଫିଟୁ ନାହିଁ ସେ ବ୍ୟକ୍ତି ନିଜ ପାପୁଲି ରେ କିଛି ଗୁଡ଼ ନେଇ ଗୋମାତା କୁ ଚାଟିବାକୁ ଦିଅନ୍ତୁ ଯାହାଦ୍ଵାରା ଆପଣଙ୍କ ଭାଗ୍ୟ ରେଖା ଫିଟିଯିବ।ଘର କରିବା ପୂର୍ବରୁ ସେ ଜାଗାରେ ଗାଈ ବାନ୍ଧିବା ଦ୍ଵାରା ସେ ଜାଗାର ସବୁ ଦୋଷ ନଷ୍ଟ ହେଇଯାଏ।ଆପଣକଂ ଦୁଆର କୁ ଆସୁଥିବା ଗାଈ କୁ କିଛି ନା କିଛି ଖାଇବାକୁ ଦିଅନ୍ତୁ ଯାହା ଶୁଭ ହୋଇଥାଏ।ଗାଈ ର ପିଠିରେ ଥିବା ଚୂଳକୁ ଆଉଁଶି ଦେଲେ ତାହା ଆପଣଙ୍କ ସବୁ ରୋଗ ବ୍ୟାଧି କୁ ସମାପ୍ତ କରିଥାଏ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।