ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ତ୍ରୀ ଶ୍ରୀୟାଙ୍କ ଅଭିଯୋଗରେ ଜବାବ ଦେଲେ ଓଡ଼ିଆ ସିଙ୍ଗର ହ୍ୟୁମାନ ସାଗର।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସମାଜ ମଣିଷ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ଆଉ କିଛି ଲୋକ ଖରାପ କାମ କରି ନିଜକୁ ଗର୍ବିତ ଅନୁଭବ କରନ୍ତି।ବନ୍ଧୁଗଣ ଆଜିକାଲିର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଘଟଣା ଘଟିଯାଇଛି ଓଡ଼ିଶାରେ।
ହଁ ଆଜ୍ଞା ଏବେ ସୋସିଆଲ ମିଡ଼ିଆ ଏତେ ମାତ୍ରlରେ ଲୋକ ପ୍ରିୟ ହୋଇଛି ଯେ ସୋସିଆଲ ନ ଥିଲେ ଯେମିତି ସବୁ କିଛି ଅଚଳ ପରି ଲାଗୁଛି।ହଁ ଆଜ୍ଞା ଆମେ କହୁଛୁ ଓଡ଼ିଆ ସିଙ୍ଗର ହ୍ୟୁମାନସାଗରଙ୍କ ପାରିବାରିକ କଥା। ମହିଳା ଥା-ନାରେ ଓଡ଼ିଆ ସିଙ୍ଗର ହ୍ୟୁମାନ ସାଗର ନିଜ ପାରିବାରିକ ସମସ୍ୟା ପାଇଁ ପହଞ୍ଚିଥିଲେ।ହ୍ୟୁମାନ ସାଗର ରାଗିଯାଇ କହିଥିଲେ ଅପଣମାନେ କଣ ପାଇଁ ତାଙ୍କ ବ୍ୟକ୍ତିଗତ ଜୀବନରେ ମୁଣ୍ଡପୁରାଉଛନ୍ତି।
ସ୍ତ୍ରୀ ଶ୍ରୀୟା ଜଉ ଅଭିଯୋଗ ଆଣିଛନ୍ତି ବୋଲି ହ୍ୟୁମାନ ସାଗର କହିଛନ୍ତି।ମ-ଦ ପିଇ ପିଟିବା କଥାକୁ ମିଛ ବୋଲି କହିଛନ୍ତି ହ୍ୟୁମାନସାଗର।ହ୍ୟୁମାନସାଗର କହିଛନ୍ତି ଯଦି ସେ ୮ବର୍ଷ ସହିଲ ତାହେଲେ ସେ ଜଣେ ସତି ସାବିତ୍ରି।ସେ ମିଡିଆକୁ କହିଛନ୍ତି କି ତାଙ୍କ ବିଷୟରେ ମିଥ୍ୟା ଆରୋପ ନଆଣିବାକୁ।ତାଙ୍କ ସ୍ତ୍ରୀ ଆଣିଥିବା ୮ବର୍ଷ ଟର୍ଚର କଥାଟିକୁ ମିଥ୍ୟା ବୋଲି କହିଛନ୍ତି।
ସେ କହିଛନ୍ତି ତାଙ୍କର ବହୁତ୍ ସାଙ୍ଗମାନେ ଅଛନ୍ତି ଓ ତାଙ୍କ ସ୍ତ୍ରୀଙ୍କର ମଧ୍ୟ ଅଛନ୍ତି।ସେ ଏହି ମାମଲା ବିଷୟରେ କହିଛନ୍ତି ଯେ ସ୍ତ୍ରୀ ଓ ସ୍ବାମୀ ମଧ୍ୟରେ ଥିବା ସଂପର୍କ ଘର ବାହାରକୁ ଆସିବା କଥା ନୁହଁ।ସେ ସବୁକିଛି ସମାଧାନ ପାଇଁ ରହିଛନ୍ତି ବୋଲି ମଧ୍ୟ କରିଛନ୍ତି।।ସ୍ତ୍ରୀ ଶ୍ରୀୟା ଆଣିଥିବା ଅଭିଯୋଗକୁ ହ୍ୟୁମାନସାଗର ମିଥ୍ୟା ବୋଲି କହିଛନ୍ତି।ଯାହା କିଛିବି ସମାଧାନ ହେବ ଥାନାରେ ହେବ ବୋଲି କହିଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।