ସାମ୍ନାକୁ ଆସିଲା ଏକ ବଡ଼ ଖବର,ଏହି ସିଙ୍ଗର ପ୍ରେମରେ ହ୍ୟୁମାନ ସାଗର !

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସାମ୍ନାକୁ ଆସିଲା ଏକ ବଡ଼ ଖବର,ଏହି ସିଙ୍ଗର ପ୍ରେମରେ ହ୍ୟୁମାନ ସାଗର।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏବେ ସାମ୍ନାକୁ ଆସିଛି ଲୋକପ୍ରିୟ ଗାୟକ ବିସିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ । ଏବେ ଲୋକେ କହୁଛନ୍ତି କାହା ପ୍ରେମରେ ପଡିଛନ୍ତି ହ୍ୟୁମାନ ସାଗର । ଏବେ ଲୋକେ କହୁଛନ୍ତି କାହିଁକି ଘର କଳି ରାସ୍ତାରେ ପଡି ଦାଣ୍ଡରେ ଗଡ଼ିଲା । କାହିଁକି ହ୍ୟୁମାନ ଯାହାଙ୍କୁ ପ୍ରେମ କରି ବିବାହ କରିଥିଲେ ସେ ନିଜେ ଆଣିଲେ ହ୍ୟୁମାନଙ୍କ ନାମରେ ନି-ର୍ଯ୍ୟା-ତ-ନାର ଅଭିଯୋଗ ।ସତରେ କଣ ହ୍ୟୁମାନ ତାଙ୍କୁ ମାଡ଼ ମାରୁଥିଲେ । ସତରେ କଣ ହ୍ୟୁମାନ ତାଙ୍କୁ ନି-ର୍ଯା-ତ-ନା ଦେଉଥିଲେ ସତରେ କଣ ହ୍ୟୁମାନ ଆଉ କାହାକୁ ପ୍ରେମ କରୁଥିଲେ । 

 

ଏମିତି ଅନେକ ସାଙ୍ଘାତିକ ଅଭିଯୋଗ ବର୍ତ୍ତମାନ ହ୍ୟୁମାନଙ୍କ ପତ୍ନୀ ଆଣିଛନ୍ତି ହ୍ୟୁମାନଙ୍କ ନାମରେ ଅଭିଯୋଗ । ଆଉ ଏବେ କୁଆଡେ ଏହି ସବୁ ଘଟଣା ପଛରେ ଥିବା ଅସଲ କଥା ସାମ୍ନାକୁ ଆସିଛି । ଆଉ ସେହି ଅସଲ କଥାଟି କଣ ଆସନ୍ତୁ ତାହା ଉପରେ ନଜର ପକାଇବା।ହ୍ୟୁମାନଙ୍କର କୁଆଡେ ଥିଲା ପରକ୍ରିୟା ପ୍ରୀତି । ଏବେ ଚର୍ଚ୍ଚା ହେଉଛି ହ୍ୟୁମାନ କୁଆଡେ ଜଣେ ଗାୟିକାଙ୍କୁ ପ୍ରେମ କରୁଥିଲେ । ହ୍ୟୁମାନ କୁଆଡେ ଜଣେ ଗାୟିକାଙ୍କୁ ମନ ଦେଇଥିଲେ । ଆଉ ଏ କଥା ମଧ୍ୟ ଆଲୋଚନା ହେଉଛି କି ଏହି ପ-ର-କ୍ରି-ୟା ପ୍ରୀତି ପାଇଁ ପ୍ରେମ କରି ବିବାହ କରିଥିବା ଶ୍ରେୟାଙ୍କୁ ମାନସିକ ନି-ର୍ଯ୍ୟା-ତ-ନା ଦେଉଥିଲେ । 

 

ଆଉ ସେଥିପାଇଁ କୁଆଡେ ପ୍ରେମ କରି ବିବାହ କରିଥିବା ଶ୍ରେୟାଙ୍କୁ ଅବହେଳା କରୁଥିଲେ ।ଆଉ ଶେଷରେ ଯେତେବେଳେ ସବୁକିଛି ସୀମା ଟପି ଗଲା ସେତେବେଳେ ଶ୍ରେୟା ଆଉ ନି-ର୍ଯା-ତ-ନା ସହି ନପାରି ଚାଲିଗଲେ ବାପାଙ୍କ ଘରକୁ । ହେଲେ ଏହା ମଧ୍ୟ ହ୍ୟୁମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା । ଶ୍ରେୟା ବାପାଙ୍କ ଘରକୁ ଚାଲିଯିବା ପରେ ମଧ୍ୟ ହ୍ୟୁମାନ ପରିବର୍ତ୍ତନ ହୋଇ ନଥିଲେ ଯେଉଁଥି ପାଇଁ ଶ୍ରେୟା ଶେଷରେ ବାଧ୍ୟ ହୋଇ ହ୍ୟୁମାନଙ୍କ ନାମରେ ଅଭିଯୋଗ ଆଣି  ଥାନାକୁ ଯାଇ ତାଙ୍କ ନାମରେ ଏତଲା ଦେଇଥିଲେ ଯାହାଦ୍ଵାରା ହ୍ୟୁମାନ ସାଗର ଥାନାର ଦ୍ବାରସ୍ଥ ହୋଇଥିଲେ।

 

ତେବେ ପ୍ରଶ୍ନ ଉଠୁଛି କିଏ ସେହି ଗାୟିକା ଯାହାଙ୍କ ପ୍ରେମରେ ହ୍ୟୁମାନ ପାଗଳ ସାଜିଥିଲେ ? କିଏ ସେହି ଗାୟିକା ଯାହାଙ୍କ ପାଇଁ ହ୍ୟୁମାନଙ୍କ ସୁନା ସଂସାରରେ ଉଠିଥିଲା ଝଡ଼ କିଏ ସେହି ଗାୟିକା ଯାହାଙ୍କ ପାଇଁ ହ୍ୟୁମାନ ନିଜ ସ୍ତ୍ରୀଙ୍କୁ ବି ଅବହେଳା କରିବାକୁ ପଛେଇଲେ ନାହିଁ । ତେବେ ସେପଟେ ଦୁହିଁଙ୍କୁ ଥା-ନାକୁ ଡାକି ଆରକ୍ଷୀ ଅଧିକାରୀ ବୁଝା ସୁଝା କରିଥିବା ବେଳେ ହ୍ୟୁମାନ ସମାଧାନ ଚାହିଁଥିବା ଜଣା ପଡ଼ିଛି । କିନ୍ତୁ ଶ୍ରେୟା ନିଜର ନିଷ୍ପତ୍ତି ଜଣାଇବାକୁ ଦୁଇ ଦିନ ସମୟ ନେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *