ହୁମାନ – ଶ୍ରୀୟା ଙ୍କ ଭିତରେ ଜାଣନ୍ତୁ କିଏ ଅଧିକ ମଦ ପିଏ !

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ହ୍ୟୁମାନ ସାଗରଙ୍କ କଥା କଣ କହୁଛନ୍ତି ସେ ତ ବେଶୀ ମ-ଦୁ-ଆ ତାଙ୍କ ଠାରୁ । ଏପରି କିଛି କହିଲେ ଓକିଲ ବୋମ୍ୟକେଶ ତ୍ରିପାଠୀ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣମାନେ ଜାଣିଥିବେ ନିଶ୍ଚୟ ଯେ ବର୍ତ୍ତମାନ ସମୟରେ ଓଡ଼ିଶାରେ ଚର୍ଚ୍ଚା ଜୋର୍ ଧରିଛି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ମାମଲା । ଆପଣମାନେ ଜାଣିଥିବେ ହ୍ୟୁମାନ ସାଗର ଆଉ ତାଙ୍କ ସ୍ତ୍ରୀ ଶ୍ରୀୟାଙ୍କର ବିଷୟରେ ଏବେ ଅଧିକ ଚର୍ଚ୍ଚା ଚାଲି ଆସୁଛି । ତେବେ ଏସବୁ ମଧ୍ୟରେ ହ୍ୟୁମାନ ସାଗରଙ୍କ ମାମଲାକୁ କେନ୍ଦ୍ର କରି ଓକିଲ ବ୍ୟୋମକେଶ ତ୍ରିପାଠୀ ଏକ ସାକ୍ଷାତକାରରେ ନିଜର ମନ୍ତବ୍ୟ ରଖି କିଛି କହିଛନ୍ତି । ଚାଲନ୍ତୁ ସମ୍ପୁର୍ଣ୍ଣ ବିବରଣୀଟିକୁ ଜାଣିବା । 

 

ତେବେ ବୋମ୍ୟକେଶ ତ୍ରିପାଠୀ କହିଲେ କି ହ୍ୟୁମାନ ସାଗରଙ୍କ ଉପରେ ଡାହା ମିଛରେ କମ୍ପ୍ଲେନ କରା ଯାଇଛି । କାରଣ ପ୍ରଥମ କଥା ହେଲା କି ବିବାହ ର ୭ ବର୍ଷ ରୁ ୮ ବର୍ଷ ହେଲାଣି । ତାଙ୍କର ଗୋଟିଏ କୁନି ପିଲାଟିଏ ଅଛି । ଯଦି ତାଙ୍କ ଭିତରେ କିଛି ହେଇଥାନ୍ତା ତାହେଲେ ସେ ପିଲାଟିର ମୁହଁକୁ ଦେଖି ଚୁପ ରହିବା କଥା । ତେବେ ତାଙ୍କ ସ୍ତ୍ରୀ ପ୍ରଥମ ଅଭିଯୋଗ କରିଥିଲେ କି ତାଙ୍କୁ ଧର୍ମ ବଦଳିବାକୁ କୁହା ଯାଉଥିଲା । ସେଥିପାଇଁ ହ୍ୟୁମାନ ସାଗରଙ୍କ ମାଆ ତାଙ୍କ ଘରେ ଜଗନ୍ନାଥଙ୍କୁ ପୂଜା କରୁଛନ୍ତି ବୋଲି ଦେଖାଇଥିଲେ ।

 

ପୁଣି ତାପରେ କହିଲେ କୁଆଡ଼େ ହ୍ୟୁମାନ ସାଗର ବହୁତ୍ ମ-ଦ ପିଅନ୍ତି ଆଉ ନି-ଶା କରନ୍ତି। ମ-ଦ ପିଇ ଶ୍ରେୟାଙ୍କୁ ମାଡ଼ ଧର ମଧ୍ଯ କରନ୍ତି । କିନ୍ତୁ କାଲି ଯାହା ହ୍ୟୁମାନଙ୍କ ମା’ଙ୍କ ଷ୍ଟେଟମେଣ୍ଟ ଦେଖୁଥିଲି ଶ୍ରେୟା ମଧ୍ଯ ପ୍ରବଳ ମ-ଦ ପିଅନ୍ତି । ଏପରିକି ତାଙ୍କ ବାପା, ମା, ଭାଇ ଓ ଡ୍ରାଇଭର ମଧ୍ଯ ସାଙ୍ଗରେ ବସି ମ-ଦ ପିଅନ୍ତି । ତେଣୁ ହ୍ୟୁମାନଙ୍କ କଥା କଣ କହୁଛନ୍ତି ସେ ତ ବେଶୀ ମ-ଦୁ-ଆ ତାଙ୍କ ଠାରୁ । ଏହାପରେ ମଧ୍ୟ ହ୍ୟୁମାନଙ୍କ ମା ଶେଷରେ ଅନୁରୋଧ କରି କହିଥିଲେ ତୁ ଯାହା କରୁଛୁ କର ମ-ଦ ପିଇ ଘର ଭିତରେ କବାଟ ଦେଇ ପିଇ । 

 

ବାହାରକୁ ଯେମିତି କଥା ନଯାଉ ନହେଲେ ଲୋକ ନିନ୍ଦା ଆମେ ସହି ପାରିବୁନି । ତେବେ ଏଠାରେ କାହାକୁ କଣ ଦୋଷ ଦେବା । ତେଣୁ ଘର କଳି ଘର ଭିତରେ ରହିବା ଦରକାର ସେ ବିଷୟରେ ଚିନ୍ତା କରିବା ଦରକାର । ଯିଏ ପଦାକୁ ବାହାରିଛି ସିଏ ବେଶୀ ସଫର୍ ହେବ । ଯଦି ପ୍ରମାଣିତ ହୋଇଯିବ ଯେ ହ୍ୟୁମାନ ସତରେ ଶ୍ରେୟାଙ୍କୁ ଶାରୀରିକ ମାନସିକ ନି-ର୍ଯ୍ୟା-ତ-ନା ଦେଉଥିଲେ ବୋଲି ତୋ ସେଥିପାଇଁ କୋ-ର୍ଟ ଅଛି ବିଚାର ପରେ ତାଙ୍କୁ ନିଶ୍ଚିତ ଦ-ଣ୍ଡ ମିଳିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *