ହ୍ୟୁମାନ ଶେଷରେ ଖୋଲିଲେ ନିଜ ସ୍ତ୍ରୀ ଶ୍ରୀୟାଙ୍କ ସବୁ ଗୁମର।ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ହ୍ୟୁମାନ ଶେଷରେ ଖୋଲିଲେ ନିଜ ସ୍ତ୍ରୀଙ୍କ ଗୁମର। ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଓଡ଼ିଆ ସିନେ ଜଗତରେ ବିବାଦ କଳାକାର ଏବଂ ଅଭିନେତା ମାନଙ୍କର ପାରିବାରିକ ସମ୍ପର୍କରେ ଭୁଲ ବୁଝାମଣା ପିଛା ଛାଡ଼ୁନି ଯାହା ପାଇଁ ସେମାନେ ପରସ୍ପରଠାରୁ ଦୂରେଇଯିବା ପାଇଁ ନିଷ୍ପତି ନେଉଛନ୍ତି ଯାହା ପରମୁହୂର୍ତ୍ତରେ ଦୁହେଁ ସମାଜ ଆଗରେ ଅପଦସ୍ତ ହେଉଛନ୍ତି ।ତେବେ ପତ୍ନୀ ଶ୍ରେୟାଙ୍କ ପୁରୀରେ ପ୍ରେସ୍ ମିଟ ପରେ ଏ ନେଇ ନିଜେ ହ୍ୟୁମାନ୍ ସାଗର ତାଙ୍କର କଣ ପ୍ରତିକ୍ରିୟା ରଖିଛନ୍ତି ଆସନ୍ତୁ ଜାଣିବା । ତେବେ ପରକୀୟା ପ୍ରୀତି ଏବଂ ଦୁହିଁଙ୍କ ବିବାହିତ ଜୀବନରେ ତୃତୀୟ ବ୍ୟକ୍ତି କେହି ଅଛି ବୋଲି କଥାରେ ନିଜର ମନ୍ତବ୍ୟ ରଖି ସାଗର କହିଲେ।

 

ତାଙ୍କର ୧୦୦୦ ଲୋକ ଚିହ୍ନା ସେଥି ପାଇଁ ସେ କାହା ସହ ବି କଥା ହେଇ ପାରିବେ।ଆଉ ତାଙ୍କ ସ୍ତ୍ରୀର ବି ବହୁତ ଲୋକ ଚିହ୍ନା ତେଣୁ ସେ ବି କାହା ସହ କଥା ହେଇ ପାରିବେ।ଏ ନେଇ କିଛି ସନ୍ଦେହ ହେବାର କିଛି ପ୍ରଶ୍ନ ଉଠୁନି । ଏକ୍ସଟ୍ରା ମାରିଟାଲା ଆ-ଫେ-ୟା-ର ପାଇଁ ସମୟ କାହିଁ, ଆଉ ବୟସ ଅଛି ଡାରେ ନାରେ ହେବାକୁ । ତେବେ ନିଜ ନିଜ ଭିତରେ ବୁଝାବଣା ରହିବା ଦରକାର । ଏଥିରେ କେଉଁ ବାହାର ଲୋକ ପସିବା କିଛି ଆବଶ୍ୟକ ନାହିଁ ଏମିତି କି ମିଡ଼ିଆ ବାଲା ବି ନୁହଁ ।

 

ଯଦି ହ୍ୟୁମାନ ସାଗର ଏତେ ଖରାପ ତାହେଲେ ସେ ତାଙ୍କ ସ୍ତ୍ରୀ ପିଲା ଆଉ ଛୁଆଙ୍କ ସହିତ ଏତେ ହସ ମଜ୍ଜା କରି ଭିଡିଓ କାହିଁକି ସେୟାର କରି ନଥାନ୍ତେ । ସେ ତାଙ୍କ ଝିଅକୁ ବହୁତ ଭଲ ପାଆନ୍ତି । ତାଙ୍କ ଜୀବନରେ ଏମିତି କେହି ଗୁରୁତ୍ବ୍ ନାହାନ୍ତି କି ସେ ସେମାନଙ୍କ ପାଇଁ ତାଙ୍କ ପରିବାରକୁ ଭାଙ୍ଗି ଦେବେ । ହ୍ୟୁମାନ ସାଗର ଚାହୁଁଛନ୍ତି କି ତାଙ୍କ ପରିବାରରେ ସମସ୍ତେ ଏକାଠି ରୁହନ୍ତୁ ସେଥି ପାଇଁ ସେ ଏବେ ମଧ୍ଯ କମ୍ପ୍ରୋମାଇଜ୍ କରି ଚାହୁଁଛନ୍ତି ତାଙ୍କ ପରିବାର କେମିତି ଏକାଠି ରହିବେ । 

 

କହିଲେ ସମସ୍ତେ ଏକାଠି କଥା ହେବେ ଆଉ ଯାହା ତାଙ୍କ ସ୍ତ୍ରୀ କହିବେ ସେହି ଅନୁଯାୟୀ କରିବେ । ଯଦି ସ୍ବାମି ସ୍ତ୍ରୀ ଭିତରେ କେହି କିଛି ଝ-ଗ-ଡା ହୁଏ ତାହେଲେ ତାଙ୍କ ଭିତରେ ଯଦି କ୍ଷମା ମାଗି ଦେବେ ତାହେଲେ ସବୁ କିଛି ଠିକ ହୋଇଯିବ । ଏହା ସହିତ ଶ୍ରୀୟାଙ୍କ ପ୍ରେସ ମିଟରେ ମିଛ ଅଭିଯୋଗ ନେଇ ସେ ଦୁଃଖୀତ ଓ ଏହା ସମାଧାନର ରାସ୍ତା ନୁହେଁ ବୋଲି ସେ କହିଛନ୍ତି । ନିଜ ପରିବାର ଠାରୁ ଦୂରେଇ ରହିବା ପାଇଁ କେହି ଚାହାଁନ୍ତିନି ବୋଲି କହିଛନ୍ତି ହ୍ୟୁମାନ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *