ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ବାମୀ ବିଦେଶରେ ଥିଲେ ମୋର ବି ଇଛା ହେଉଥିଲା ଶା-ରି-ରୀ-କ ସ-ମ୍ପ-ର୍କ ରଖିବାକୁ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ସମାଜରେ ବିଭିନ୍ନ ପ୍ରକାର ଲୋକ ବସ ବାସ କରନ୍ତି।ସମାଜ ମଣିଷକୁ ନେଇ ଗଠିତ।କିଛି ଲୋକଙ୍କ ଭଲକାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ଆଉ କିଛି ଲୋକ ଖରାପ କାମ କରି ନିଜକୁ ଗର୍ବିତ ଅନୁଭବ କରନ୍ତି।ବନ୍ଧୁଗଣ ଏବେ ଦୁନିଆ ଆଗଅପେକ୍ଷା ବହୁତ୍ ବଦଳିଗଲାଣି।ଆଗରୁ ବାପା ମା ଯେଉଁଠି କହୁଥିଲେ ପିଲା ମାନେ ସେଇଠି ବିବାହ କରୁଥିଲେ।
ଏବେ ସବୁ ବଦଳିଗଲାଣି।ଏବେ ପିଲାମାନେ ନିଜେ ନିଜର ଜୀବନସାଥି ଖୋଜୁଛନ୍ତି।ବନ୍ଧୁଗଣ ଆଜିକାଲିର ଦୁନିଆରେ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣାମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଘଟଣା ଘଟିଯାଇଛି ଓଡ଼ିଶାରେ।ଏହିପରି ଏକ ଘଟଣା ଘଟିଛି ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ଅନୁପସ୍ଥିତିରେ ଅନ୍ୟ ପୁରୁଷ ସହ ସମ୍ପର୍କରେ ଥିଲେ।
ମହିଳାଙ୍କ କହିବା କଥା ତାଙ୍କ ସ୍ଵାମୀ ବାହାରେ ରହୁଥିଲେ ଏବଂ ସେ ଭୁଲ୍ କରିବସିଲେ।ଗୋଟେ ପୁଅକୁ ଭଲପାଇ ବସିଲି।ତାସହ ଶା-ରୀ-ରି-କ ସଂ-ପ-ର୍କ ମଧ୍ୟ ରଖିଲି କିନ୍ତୁ ସେ ତାଙ୍କ ଶା-ରୀ-ରି-କ ସ-ମ୍ପ-ର୍କର ଭିଡ଼ିଓ ଉତଳନ କରି ବ୍ଲାକମେଲ୍ କରୁଛି।ସେ କହିଛନ୍ତି ଗୌତମଙ୍କ କଥାରେ ପଡି ସବୁକିଛି ଗଡବଡ କରିଦେଇଛନ୍ତି।ଗୌତମ କହିଲା ତମ ସ୍ବାମୀ ଘରେ ନାହିଁ,ତମେ ସୁନ୍ଦର ମଧ୍ୟ ଦେଖାଯାଉଛ ଏପରି କହି ସେ ପ୍ରେମ ନିବେଦନ କଲା,ଆଉ ମୁଁ ଫସିଗଲି।
ଆଉ ମୋତେ ରୁମକୁ ଡାକି କୋଲ୍ଡ ଡ୍ରୀଙ୍କସରେ ନିଶା ଔଷଧ ମିଶାଇ ଦେଇଥିଲେ କିନ୍ତୁ ସେ ଜାଣିପାରିଲେ ନାହିଁ।ତାପରେ ସେ ଘଣ୍ଟା ଘଣ୍ଟା ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ସହ ସେହି ମୁହୂର୍ତ୍ତର ଭିଡ଼ିଓ ମଧ୍ୟ ରଖିଥିଲା। ଗୌତମ ସେ ଭିଡିଓକୁ ଭାଇରଲ କରିଦେବେ ବୋଲି କହିଥିଲା। ଅନଲାଇନରେ ପ୍ରେମକରି ଫସି ଯାଇଛନ୍ତି ମହିଳା।ଏହି ଘଟଣା ଘଟିଯାଇଛି ନୀଳଗିରି ଅଞ୍ଚଳରେ। ସ୍ବାମୀ ପାଖରେ ନଥିବାକୁ ଯୁବକ ଜଣକ ଫାଇଦା ଉଠାଇଥିଲେ।ସେ ମହିଳାଙ୍କର ଗୋଟେ ଛୋଟ ଝିଅଟିଏ ମଧ୍ୟ ଅଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।