କେଉଁ ଗୀତିକାର ଙ୍କ ପାଇଁ ହ୍ୟୁମାନ ସାଗର ଶ୍ରୀୟା ମିଶ୍ର ଙ୍କ ମଧ୍ୟରେ ସୃଷ୍ଟି ହେଲା ଫାଟ ଦେଖନ୍ତୁ

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ସୋସିଆଲ ମିଡିଆରେ କୌଣସି ଏକ ଗୁରୁତ୍ବପୂର୍ଣ୍ଣ ଖବର ପଡିଲେ ତାହା ଶୀଘ୍ର ଭାଇରାଲ ହୋଇଥାଏ । ତେବେ ବର୍ତ୍ତମାନ ହ୍ୟୁମାନ ସାଗର ଙ୍କ ପାରିବାରିକ ଘଟଣା ବର୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।  ଅନେକ ଫ୍ୟାନ ମାନେ ରହିଛନ୍ତି ସୋସିଆଲ ମିଡିଆରେ ହ୍ୟୁମାନ ସାଗର ଙ୍କ ଏବଂ ଶ୍ରୀୟା ମିଶ୍ର ଙ୍କର।  ଦୁହେଁ ହେଉଛନ୍ତି କଣ୍ଠଶିଳ୍ପୀ ଏବଂ ଏହି ସଂଗୀତ ଦୁନିଆରୁ ହିଁ ଏକାଠି ହୋଇ ଭଲ ପାଇ ନିଜକୁ ପରଷ୍ପର ଜୀବନ ସାଥୀ ରୂପରେ ବାଛି ନେଇଥିଲେ । 

 

ଦୁହିଁଙ୍କ ମଧ୍ୟରେ ଅତୁଟ ପ୍ରେମ ଗଢି ଉଠିଥିଲା। ଏବଂ ଅନେକ ପ୍ରେମରେ ବାଧା ହେବାକୁ ସୃଷ୍ଟି କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ ଏବଂ ଦୁହେଁ ଦୁହିଁଙ୍କ ହାତ ଧରିଥିଲେ। ତେବେ ବର୍ତ୍ତମାନ ଦୁହିଁଙ୍କ ପାରିବାରିକ କଳହ ସମ୍ପର୍କରେ ଖବର ସାମ୍ନାକୁ ଆସିଛି । ହ୍ୟୁମାନ ସାଗର ଙ୍କ ବିରୁଦ୍ଧରେ ଏହି ସବୁ ଅଭିଯୋଗ ଆଣିବା ପରେ ବର୍ତ୍ତମାନ ଫ୍ୟାନ ମାନଙ୍କ ମନରେ ଉଠିଛି ଅନେକ ପ୍ରଶ୍ନ । ହ୍ୟୁମାନ ସାଗର ତାଙ୍କୁ ମାଡ଼ ମାରନ୍ତି ମଦ୍ୟପାନ କରି ଏହା ଅଭିଯୋଗ ପତ୍ନୀ ଶ୍ରୀୟା ମିଶ୍ର ଆଣିଛନ୍ତି ।

 

ତେବେ ଏହା ଆଣିଥିବା ବେଳେ ବର୍ତ୍ତମାନ ସମସ୍ତ ଫ୍ୟାନ ମାନେ ଦୁହିଁଙ୍କ ସମ୍ପର୍କ ମଧ୍ୟରେ କୌଣସି ତୃତୀୟ ଲୋକର ହାତ ରହିଛି ବୋଲି ସନ୍ଦେହ କରିଛନ୍ତି । କାରଣ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି ତୃତୀୟ ବ୍ରକ୍ତି ପଶିଲେ ହିଁ ସେ ସମ୍ପର୍କ ଖରାପ ହୋଇଥାଏ ଏବଂ ଦିନକୁ ଦିନ ସେହି ସମ୍ପର୍କ ବିଷାକ୍ତ ହୋଇ ଉଠେ। ତେବେ ସ୍ତ୍ରୀ ଙ୍କ ଏପରି ଅଭିଯୋଗ ରେ ପରବର୍ତ୍ତୀ ସମୟରେ ପରକୀୟା ପ୍ରୀତିକୁ ନେଇ ଅଭିଯୋଗ ଆସିଥିଲା ।

 

ତେବେ ଏହି ଅଭିଯୋଗ ଆଧାର ରେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି କେମିତି କି ଏମିତି କିଏ ଅଛନ୍ତି ଯାହା ପାଇଁ ହ୍ୟୁମାନ ସାଗର ଙ୍କ ପରିବାର ରେ କଳହ ହେଲା । ବର୍ତ୍ତମାନ ଚର୍ଚ୍ଚା ହେଉଛି ହ୍ୟୁମାନ ସାଗର ଙ୍କ ଥିଲା ପରକୀୟା ପ୍ରୀତି ଏବଂ ସେ କୁଆଡେ ଜଣେ ଗାୟିକା ଙ୍କୁ ପ୍ରେମ କରୁଥିଲେ । ତେବେ ସେ ଗାଇକା ଜଣଙ୍କ କିଏ ଯିଏ ଆସିଗଲେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯାହା ପାଇଁ ଆଜି ହ୍ୟୁମାନ ସାଗର ଏବଂ ଶ୍ରୀୟା ମିଶ୍ର ଙ୍କ ସମ୍ପର୍କ ଖରାପ ହୋଇଛି ।  

 

ତେବେ ସନ୍ଦେହ କରାଯାଉଛି ଯେ ସେହି ଗାୟିକା ଙ୍କ ପାଇଁ କୁଆଡେ ହ୍ୟୁମାନ ସାଗର ଶ୍ରୀୟା ଙ୍କୁ ମାଡ଼ ମାରୁଥିଲେ ଏବଂ ତାଙ୍କୁ ମାନସିକ ଏବଂ ଶା-ରୀରିକ କଷ୍ଟ ଦେବାକୁ ପଛଉ ନଥିଲେ। ତେବେ କିଏ ସେହି ଗାୟିକା ଜଣଙ୍କ ବର୍ତ୍ତମାନ ଜାଣିବାକୁ ଚାହୁଁଛନ୍ତି ସମସ୍ତେ ଯାହାଙ୍କ ପାଇଁ ହ୍ୟୁମାନ ସାଗର ଏବଂ ଶ୍ରୀୟା ଙ୍କ ସମ୍ପର୍କ ରେ ଏତେ ବଡ ବିବାଦ ସୃଷ୍ଟି ହୋଇଛି । କିନ୍ତୁ ଯେଉଁ ଗାୟିକା ଙ୍କ ସମ୍ପର୍କରେ ଚର୍ଚ୍ଚା ଚାଲିଛି ତାହାଙ୍କ ସମ୍ପର୍କରେ ହ୍ୟୁମାନ ସାଗର ଙ୍କ ଠାରୁ କିଛି ଶୁଣିବାକୁ ମିଳିନାହିଁ । 

Leave a Reply

Your email address will not be published. Required fields are marked *