୨୬ ଜାନୁଆରୀ ବଡ ଗୁରୁବାର ଗାଈକୁ ଖୁଆନ୍ତୁ ଏହି ଗୋଟିଏ ଜିନିସ ମାଡ଼ି ଆସିବ ଧନ…!

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ୨୬ ତାରିଖରେ ବସନ୍ତ ପଞ୍ଚମୀ ପାଳନ ହେବାକୁ ଯାଉଛି । ଏହାର ଉପଲକ୍ଷେ ଆପଣଙ୍କୁ ଆଗରୁ ଶୁଭ କାମନା । ତେବେ ଏହି ଦିନ ଆପଣ ଏମିତି କିଛି କାମ କରି ପାରିବେ ଯାହାଦ୍ବାରା ଆପଣଙ୍କ ଜୀବନରେ କୌଣସି ଅସୁବିଧା ହେବ ନାହିଁ । ମା ସରସ୍ଵତୀ ଙ୍କ ପୂଜା ଭାବେ ପାଳନ କରାଯାଏ ବସନ୍ତ ପଞ୍ଚମୀ । ଆପଣ ଜାଣିଥିବେ ଦୈନନ୍ଦିନ ଜୀବନରେ ବିଦ୍ୟାର ଆବଶ୍ୟକତା ସମସ୍ତଙ୍କ ପାଇଁ କେତେ ରହିଥାଏ। ବିଦ୍ୟା ଦ୍ଵାରା ହିଁ ସକଳ ମଣିଷ ସବୁକିଛି ଜୟ ଲାଭ କରିଥାଏ ।

 

ସମସ୍ତ ବିଦ୍ୟାର୍ଥୀ ମାନଙ୍କ ଜୀବନର ଶ୍ରେଷ୍ଟ ଦେବୀ ହେଉଛନ୍ତି ମା ସରସ୍ଵତୀ । ମା ସରସ୍ଵତୀ ଦେବୀ ସମସ୍ତ ବିଦ୍ୟାର୍ଥୀ ମାନଙ୍କ ପାଇଁ ମାର୍ଗ ଦର୍ଶକ ଅଟନ୍ତି । ମା ସରସ୍ଵତୀ ଙ୍କ କୃପା ପାଇଁ ଅନେକ ବିଦ୍ୟାର୍ଥୀ ଅନେକ ପରିଶ୍ରମ କରିଥାନ୍ତି । ଥରେ ମା ଙ୍କ କୃପା ପଡିଲେ ସାରା ଜୀବନ ଆପଣଙ୍କର ଖୁସି ଖୁସି ଏବଂ ସଫଳତା ଶୀର୍ଷ ରେ କଟିଥାଏ। ଆପଣ ଜାଣିଥିବେ ମହାକବି କାଳିଦାସ କେମିତି ମୂର୍ଖ ଥିଲେ ଏବଂ ମା ସରସ୍ଵତୀ ଙ୍କ ପାଇଁ ସେ ତାଙ୍କ ଜୀବନରେ କେମିତି ଆଗକୁ ଉଠି ଉଠି ଗଲେ । 

 

ତେବେ ମା ସରସ୍ଵତୀ ଙ୍କ କୃପା ସମସ୍ତଙ୍କ ପାଇଁ ଆବଶ୍ୟକ ହୋଇଥାଏ । ମା ସରସ୍ଵତୀ ଙ୍କ ଦିନ ବସନ୍ତ ପଞ୍ଚମୀ ରେ ହୋଇଥାଏ । ଏହି ଦିନ ଆପଣ ଗୋ ମାତାଙ୍କ ସହ କିଛି ବିଶେଷ କାର୍ଯ୍ୟ କଲେ ଆପଣଙ୍କୁ ମା ସରସ୍ଵତୀ ଙ୍କ କୃପା ମିଳିଥାଏ । ଗୋ ମାତାଙ୍କ ସେବା ଦୁନିଆର ସବୁଠୁ ଶ୍ରେଷ୍ଟ ସେବା ହୋଇଥାଏ ତେଣୁକରି ପୁରାଣ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ଏହି ବିବରଣୀ ସମ୍ପର୍କରେ। 

 

ଏହି ଦିନ ଯଦି ଆପଣ ଗାଇ ମାନଙ୍କୁ କିଛି ମିଠା ତଥା ଗୁଡ଼ ଖାଦ୍ୟ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କର ଅନେକ ପ୍ରକାର ଶୁଭ ଫଳ ପ୍ରାପ୍ତ ହେବ । ଏହା ଛଡା ଆପଣ ଚାହିଁଲେ ରୁଟି କିମ୍ବା ସବୁଜ ପନି ପରିବା ମଧ୍ୟ ଦେଇ ପାରିବେ । ଆପଣଙ୍କ ହୃଦୟରେ ଗୋ ମାତ ଙ୍କୁ ରଖି ତାଙ୍କୁ ସେବା କରିବାର ଅଛି । ଗୋ ମାତାଙ୍କ ଦେହରେ ୩୩ କୋଟି ଦେବାଦେବୀ ଅଛନ୍ତି । ଗୋ ମାତାଙ୍କୁ ସେବା କଲେ ଆପଣ ସମସ୍ତ ଦେବା ଦେବୀଙ୍କ କୃପା ପାଇବାରେ ସକ୍ଷମ ହେବେ ଏଥିରେ ସନ୍ଦେହ ନାହିଁ। 

 

ଯେହେତୁ ବସନ୍ତ ପଞ୍ଚମୀ ଦିନ ଆପଣ ଗାଇଙ୍କୁ ଖାଇବାକୁ ଦେବେ ତେବେ ଆପଣଙ୍କୁ ମା ସରସ୍ଵତୀ ଙ୍କ କୃପା ପଡ଼ିବ । କାରଣ ଏହି ଦିନ ହେଉଛି ମା ସରସ୍ଵତୀ ଙ୍କ ଦିନ । ଏହି ଦିନରେ ଗୋ ସେବା କରିବା ଅତ୍ୟନ୍ତ ପୁଣ୍ୟ ଦାୟକ ହୋଇଥାଏ। ଆପଣ ଚାହିଁଲେ ସବୁଦିନ ମଧ୍ୟ ଗୋ ମାତାଙ୍କ ସେବା କରି ପାରିବେ। 

Leave a Reply

Your email address will not be published. Required fields are marked *