ବନ୍ଧୁଗଣ ବର୍ତ୍ତମାନ ର ପାଣିପାଗ କୁ ନେଇ ବର୍ତ୍ତମାନ ଆସିଲା ଏକ ବଡ ଖବର ।ଆଗାମୀ ଦୁଇ ଦିନ ରାଜ୍ୟ ରେ ହେବ ପ୍ର-ବ-ଳ ବର୍ଷା । ପାଣିପାଗ ବିଭାଗ ତରଫ ରୁ ଜାରି ହେଲା ୟେଲୋ ୱା-ର୍ଣିଂ ।ଦର୍ଶକ ବନ୍ଧୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ର ୫ ରୁ ଉର୍ଦ୍ଧ୍ବ ଜିଲ୍ଲା ରେ ପ୍ର-ବ-ଳ ବର୍ଷା ର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଛି ଏହି ପୂର୍ବାନୁମାନ ।
ତେବେ ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି ଗଞ୍ଜାମ, ଗଜପତି,ରାୟଗଡ଼ା ,ପୁରୀ ,ନୟାଗଡ଼ , ଖୋର୍ଦ୍ଧା ଏବଂ କେନ୍ଦ୍ରାପଡ଼ା ରହିଛି । ଏହି ସବୁ ଜିଲ୍ଲା ଗୁଡ଼ିକ ରେ ପ୍ର-ବ-ଳ ବର୍ଷା ର ସମ୍ଭାବନା ଥିବାରୁ ୟେଲୋ ୱା-ର୍ଣୀ-ଙ୍ଗ ଜାରି କରା ଯାଇଛି ।ସେହିପରି ଆସନ୍ତା ୧୩ ତାରିଖ ରୁ ୧୪ ତାରିଖ ମଧ୍ୟରେ ଗଞ୍ଜାମ ଗଜପତି , ରାୟଗଡା ଓ କନ୍ଧମାଳ ଆଦି ଜିଲ୍ଲା ଗୁଡ଼ିକ ରେ ପ୍ର-ବ-ଳ ବର୍ଷା ର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା ଗୁଡ଼ିକୁ ମଧ୍ୟ ସ-ତ-ର୍କ କରା ଯାଇଛି ।
ଆଞ୍ଚଳିକ ପାଣିପାଗ ବିଭାଗ ତରଫ ରୁ ଏହି ସବୁ ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱା-ର୍ଣିଂ ଜାରି କରା ଯାଇଛି । ଏ ପର୍ଯ୍ୟନ୍ତ ସମ୍ବଲପୁର ରେ ସର୍ବାଧିକ ୩୧.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିବା ବେଳେ ପୁଲ ବାଣୀ ରେ ସର୍ବ ନିମ୍ନ ୧୬.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି । ନଭେମ୍ବର ୧୪ ରୁ ୧୭ ତାରିଖ ମଧ୍ୟରେ କିଛି ଜିଲ୍ଲା ରେ ହାଲୁକା ବର୍ଷା ହେବା ସହିତ କାଳ ବୈଶାଖୀ ର ମଧ୍ୟ ସମ୍ଭାବନା ରହିଛି ।
ଆସନ୍ତା ୨ ଦିନ ରେ ରାଜ୍ୟ ର ଅନେକ ଜିଲ୍ଲା ଗୁଡ଼ିକ ରେ ପ୍ର-ବ-ଳ ରୁ ଅତି ପ୍ର-ବ-ଳ ବର୍ଷା ହେବା କୁ ଥିବାରୁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱା-ର୍ଣିଂ ଜାରି କରା ଯାଇଛି। ଏହା ସହିତ ଆସନ୍ତା ୧୩ ତାରିଖ ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ରେ ପାଗ ମେଘୁଆ ରହିବା ସହିତ ବିଭିନ୍ନ ଅଞ୍ଚଳ ରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।