ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନୀରବି ଗଲେ ନବ ଦାସ । ଗୁ-ଳି ମାଡ ପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦେ-ହା-ନ୍ତ । ତେବେ ଗୁ-ଳି ମାଡ଼ ପୂର୍ଵରୁ ସ୍ବର୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କଣ କହିଥିଲେ ଦେଖନ୍ତୁ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଖି ବୁଜିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ୬୧ ବର୍ଷ ବୟସରେ ନବଙ୍କ ପରଲୋକ ଘଟିଛି । ଆଜି ସକାଳେ ତାଙ୍କୁ ଜଣେ ଆରକ୍ଷୀ ଅଧିକାରୀ ଗୁ-ଳି-ମା-ଡ କରିଥିଲେ । ଗୁ-ଳି ସିଧା ହୃତପିଣ୍ଡରେ ବାଜିଥିଲା । ଏବଂ ପ୍ରବଳ ର-କ୍ତଶ୍ରାବ ହୋଇଥିଲା । ଦୀର୍ଘ ୯ ଘଣ୍ଟା କାଳ ମୃ-ତ୍ୟୁ ସହ ସଂଗ୍ରାମ କରିବା ପରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଏକ ଘରୋଇ ଡାକ୍ତରଖାନାରେ ନବଙ୍କ ମୃ-ତ୍ୟୁ ଘଟିଛି । ରାଜ୍ୟର ଅନେକ ତୁଙ୍ଗ ଡାକ୍ତରଙ୍କ ଚିକିତ୍ସା ମଧ୍ୟ କୌଣସି କାମ କରିପାରି ନାହିଁ ।
ସୂଚନାଯୋଗ୍ୟ ଆଜି ବ୍ରଜରାଜନଗରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲା ବେଳେ, ନବଙ୍କୁ ଏଭଳି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା । ଗୁ-ଳି ତାଙ୍କ ଛାତିରେ ବାଜି ଆରପାର ହୋଇ ଯାଇଥିଲା । ତୁରନ୍ତ ତାଙ୍କୁ ଭୁବନେଶ୍ବରକୁ ଏୟାର ଲିଫି୍ଟ କରି ଅଣା ଯାଇଥିଲା । ଏସସିବି, କ୍ୟାପିଟାଲ ହସ୍ପିଟାଲ ତଥା ଏକ ଘରୋଇ ଚିକିତ୍ସାଳୟର ଡାକ୍ତରୀଟିମ୍ ତାଙ୍କ ଚିକିତ୍ସାରେ ଲାଗିଥିଲେ । ଶତଚେଷ୍ଟା ସତ୍ବେ ତାଙ୍କୁ ବଞ୍ଚାଇ ପାରିଲାନି ଡାକ୍ତରୀ ଟିମ୍ ।
ଜୀବନ ଯୁଦ୍ଧରେ ହାରିଗଲେ ମନ୍ତ୍ରୀ ନବ କିଶୋର ଦାସ । ତେବେ ଗୁ-ଳି-ମା-ଡ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ସଭାରେ ଭାଷଣ ଦେଇଥିଲେ । ଯେଉଁଥିରେ ସେ କହିଥିଲେ ଯେଉଁଠି ରାମଙ୍କୁ ଛାଡି ନାହାଁନ୍ତି, ସୀତାଙ୍କୁ ଛାଡି ନାହାଁନ୍ତି ସେଠି ମତେ କଣ ଛାଡିବେ । ତେବେ ସେ ଏପରି କାହିଁକି କହିଥିଲେ ତାହା ଜଣାପଡି ନାହିଁ । କିନ୍ତୁ ଏହି ଭାଷଣ ପରେ ପରେ ପରେ ତାଙ୍କୁ ଗୁ-ଳି-ମା-ଡ ହୋଇଥିବା ବର୍ତ୍ତମାନ ଚର୍ଚ୍ଚା ହେଉଛି ।
ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ଭାସଣରେ ଏହା କହିଛନ୍ତି ଯେ ଦୁନିଆରେ କୃଷ୍ଣ ରହିଲେ କଂସ ବି ରହିବେ । ନବ ଦାସକୁ କିଛି ଲୋକ ଭଲ ପାଇଲେ କିଛି ଲୋକ ଗାଳିବି ଦେବେ । ଏଥିସହିତ ସେ ଏହା ମଧ୍ୟ କହିଥିଲେ ଯେ ଜଦି ଝାରସୁଗୁଡାର ଉନ୍ନତି ଚାହୁଁଛ ତେବେ ନବଦାସକୁ ଭୋଟ ଦିଅ । ତେବେ ସେ ମୃ-ତ୍ୟୁ ପୂର୍ବରୁ ଦେଇଥିବା ଭାସଣ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।