ଆସିଗଲା ଓଡିଶା କୁ କରୋନା ର 3rd ଲହରୀ । ଯଦି ବଞ୍ଚିବାକୁ ଚାଂହୁଛନ୍ତି ତାହେଲେ କଣ ସବୁ ନୂଆ ଲକ୍ଷଣ ଜାଣି ରଖନ୍ତୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କରୋନା ର ତୃତୀୟ ଲହରୀ ବର୍ତମାନ ହେଉଛି ସା-ଙ୍ଘା-ତି-କ । କଣ ରହୁଚି ନୂତନ ଲକ୍ଷଣ ଜାଣନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କରୋନା ମ-ହା-ମା-ରୀ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ଲୋକ ମାନେ ଏହି ମ-ହା-ମା-ରୀ ପାଇଁ ପ୍ର-ପୀ-ଡ଼ି-ତ ହୋଇ ଅଛନ୍ତି । ଏହି ମହାମାରୀ ନା ଧନୀ ନ ଗରିବ କିଛି ମାନୁ ନାହିଁ ଏହା କେବଳ ଗୋଟିଏ ପରେ ଗୋଟିଏ ଙ୍କୁ ଆ-କ୍ରା-ନ୍ତ କରିବାରେ ଲାଗିଛି ।  କରୋନା ମ-ହା-ମା-ରୀ ର କୋ-ପ ରେ କେହି ଭି ବର୍ତ୍ତି ପାରୁ ନାହାଁନ୍ତି । ଏହା ସାରା ବିଶ୍ଵ କୁ ତା ମାୟା ଜାଲ ରେ ପକାଇବାରେ ଲାଗିଛି । କରୋନା ର ଆ-କ୍ରା-ନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବଢିବ ସହିତ ମ-ରି-ବା ହାର ମଧ୍ୟ ବଢୁଛି । ତେଣୁ ସମସ୍ତଙ୍କ ମନ ରେ ଏହି ଚିନ୍ତା ରହିଛି । ଏହି ମ-ହା-ମା-ରି କୁ କୌଣସି ପ୍ରକାର ରେ ସ୍ତଗିତ ରଖିବା ପାଇଁ  ସରକାର ଲକ୍ ଡାଉନ୍ ,ସର୍ଟ ଡାଉନ୍ ଓ ସମସ୍ତ କାର୍ଯ୍ୟ ମାନଙ୍କରେ ମହର ଲଗେଇ ଦେଇଛନ୍ତି । 

 

ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି କରୋନା ର ପ୍ରକୋପ ବିଶ୍ୱ ରୁ ବିଦାୟ ନେଇନାହିଁ ।ସରକାର ଦୀର୍ଘ ଦୁଇ ବର୍ଷ ହେବ ଛୋଟ ପିଲା ମାନଙ୍କ ର ବିଦ୍ୟାଳୟ ଆଦି ବନ୍ଦ କରି ଦେଇଛନ୍ତି ତା ସହିତ କଲେଜ୍ , ମହାବିଦ୍ୟାଳୟ ,ଦୋକାନ ବଜାର ଆଦି ବନ୍ଦ ରହିଛି ଓ ଯେତିକି ଯାହା ଦୋକାନ ଖୋଲା ରହୁଛି ତାହା ସରକାର ଙ୍କ ବିଭିନ୍ନ ତତ୍ତ୍ଵାବଧାନରେ ହୋଇଛି । ତେବେ ଭାରତରେ କରୋନା ର ତୃତୀୟ ଲହର ଆସିଥିବା ନେଇ ସତର୍କ କରାଇଛନ୍ତି କୋଲକାତାର ବରିଷ୍ଠ ଡାକ୍ତର । ଚିକିତ୍ସା ହେଉଥିବା ରୋଗୀଙ୍କ ତଥ୍ୟ ନେଇ କରୋନାର ନୂଆ ଲକ୍ଷଣ ସଂପର୍କରେ ଦେଶବାସୀଙ୍କୁ କରାଇଛନ୍ତି ସତର୍କ । 

 

ପ୍ରଥମ ଓ ଦ୍ୱିତୀୟ ତୁଳନାରେ ତୃତୀୟ ଲହର ଲକ୍ଷଣରେ ବିଶେଷ ପରିବର୍ତନ ଦେଖିବାକୁ ମିଳୁଛି । ସରକାର ଙ୍କ ଦ୍ଵାରା ଟିକା କରଣ ହେବା ଦ୍ବାରା ତୃତୀୟ ଲହରୀ ଘାତକ ନ ହୋଇ ସାମାନ୍ୟ ଲକ୍ଷଣ ପରିବର୍ତ୍ତିତ ଲକ୍ଷ୍ୟ କରା ଯାଉଚି । ସାମାନ୍ୟ ଜ୍ଵର ଦେଖା ଯାଉଚି ରୋଗୀ ଙ୍କ ପାଖରେ । ପ୍ରଥମ ଓ ଦ୍ୱିତୀୟ ଲହରରେ ରୋଗୀଙ୍କ ଠାରେ ସ୍ୱାଦ ଓ ବାସ୍ନା ସଂପୂର୍ଣ୍ଣ ଚାଲି ଯାଉଥିବା ବେଳେ ତୃତୀୟ ଲହରରେ ୭-୮ ଦିନ ପରେ ଆଂଶିକ ଭାବେ ଏହା ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ଆହୁରି ଅନେକ ନାନା ପ୍ରକାର ଲକ୍ଷଣ ରହୁଚି ଏହି କୋରନା ରେ । ପ୍ରଥମ ଓ ଦ୍ୱିତୀୟ ଲହରରେ ୧୦ରୁ ୧୫ ପ୍ରତିଶତ ରୋଗୀ ଶ୍ୱାସକ୍ରିୟା ସ-ମ-ସ୍ୟାର ସାମନା କରୁଥିବା ବେଳେ ଏବେ ଏହାର ସଂଖ୍ୟା ୧ ପ୍ରତିଶତରୁ କମ୍ । 

 

ଟିକାକରଣର ପ୍ରଭାବ ତୃତୀୟ ଲହର ବେଳେ ଅନୁଭୂତ  ହେଉଥିବା ଦେଖିବାକୁ ମିଳୁଛି, ପୂର୍ବରୁ ୧୦ ପ୍ରତିଶତ ରୋଗୀ ଡାକ୍ତରଖାନାରେ ଭର୍ତି ହେଉଥବବା ବେଳେ ଏବେ ଏହି ସଂଖ୍ୟା ୧ ପ୍ରତିଶତରୁ କମ୍ ବୋଲି କହିଛନ୍ତି ବିଶେଷଜ୍ଞ । ପୂର୍ବରୁ ମଧ୍ୟମରୁ ଉଚ୍ଚ ତାପାମାତ୍ରାରେ ଜ୍ୱର ଆସୁଥିବା ବେଳେ ଏବେ ହାଲକା ଜ୍ୱର ଅନୁଭୂତ ହେଉଛି । ତେବେ ବର୍ତମାନ ଦେଶରେ ଏବେ କରୋନା ସଂକ୍ରମଣର ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । କୋଭିଡ ଟିକା ର ଦୁଇଟି ଦୋଜ ପୂରଣ କରିବା ପରେ ସଂ-କ୍ର-ମ-ଣ ଅନେକ କମ୍ ପରିମାଣ ରେ ହେଉଛି ବୋଲି ଜଣା ପଡିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *