ଅଭିନେତା ପିଣ୍ଟୁ ନନ୍ଦ ଙ୍କ ପରେ ସାତିକ ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ଜଗତରୁ ଗୋଟିଏ ପରେ ଗୋଟିଏ ଦୁଃଖ ଖବର ଆସିବାରେ ଲାଗିଛି ଯାହାଦ୍ବାରା ଗଭୀର ଭାବେ ପ୍ରଭାବିତ ହେଉଛନ୍ତି ଲୋକମାନେ । ଗତ କିଛିଦିନ ତଳେ ଓଡ଼ିଆ ଇଣ୍ଡଷ୍ଟ୍ରି ବରିଷ୍ଟ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଘଟଣା ଭାଇରାଲ ହେବାରେ ଲାଗିଥିଲା ଏବଂ ସମସ୍ତଙ୍କ ମନରେ ପିଣ୍ଟୁ ନନ୍ଦ ଙ୍କ ପ୍ରତି ଦୁଃଖ ଭାବ ସୃଷ୍ଟି ହୋଇଥିଲା। 

 

ପିଣ୍ଟୁ ନନ୍ଦ ବହୁ ବର୍ଷ ଧରି ଓଡ଼ିଆ ଇଣ୍ଡଷ୍ଟ୍ରି ସହ ଜଡ଼ିତ ହୋଇଛନ୍ତି । ତେବେ ତାଙ୍କ ଲିଭର ନଷ୍ଟ ହୋଇଯାଇଥିବା ସମ୍ପର୍କରେ ବର୍ତ୍ତମାନ ସୂଚନା ମିଳିଥିଲା ଏବଂ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ଡାକ୍ତର କହିଥିଲେ ।ଏତେ ଟଙ୍କା ପିଣ୍ଟୁ ନନ୍ଦ ଙ୍କ ପକ୍ଷେ ଯୋଗାଡ କରିବା ସକ୍ଷମ ନଥିଲା ଯାହାଦ୍ବାରା ସେ ତାଙ୍କ ଫ୍ୟାନ ମାନଙ୍କ ଠାରୁ ସାହାର୍ଯ୍ୟ ଆଶା କରିଥିଲେ। ଏହା ଦର୍ଶକ ମାନଙ୍କ ମନରେ ଅନେକ ଦୁଃଖ ଆଣିବା ପରେ ପରେ ପୁଣି ଆସି ଯାଇଛି ଆଉ ଏକ ଦୁଃଖ ଖବର ଯାହାକୁ ଯିଏ ଜାଣୁଛନ୍ତି ସିଏ ଆଶ୍ଚର୍ୟ୍ଯ ହେଉଛନ୍ତି । 

 

ଅଭିନେତା ସାତିକ ଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଅନେକ ସିରିଏଲ ତଥା ଫିଲ୍ମ ରେ ଅଭିନୟ କରି ଓଡ଼ିଶା ବାସୀ ମାନଙ୍କ ହୃଦୟରେ ଜାଗା ସୃଷ୍ଟି କରି ପାରିଛନ୍ତି ଅଭିନେତା ସାତିକ । ସୋସିଆଲ ମିଡିଆରେ ତାଙ୍କର ଅନେକ ଫ୍ୟାନ ମାନେ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖବର ସମ୍ପର୍କରେ ଏକ ସୂଚନା ଆସିବା ପରେ ତାଙ୍କ ଫ୍ୟାନ ମାନଙ୍କ ମନରେ ଦୁଃଖର ଲହରୀ ଖେଳି ଯାଇଛି ।  

 

ସଠିକ୍ ଭାବେ କୌଣସି ପ୍ରକାର ସୂଚନା ମିଳି ନଥିବା ବେଳେ ଏତିକି ସୂଚନା ମିଳିଛି ଯେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବହୁତ୍ ଖରାପ ହୋଇଛି ଏବଂ ସେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ସଂପର୍କରେ ଅଭିନେତା ସାତିକ ଙ୍କ ପରିବାର ତରଫରୁ କୌଣସି ସୂଚନା ମିଳିନାହିଁ । 

 

ମାତ୍ର ବର୍ତ୍ତମାନ ସମୟରେ ଏତିକି ଖବର ଆସି ପହଞ୍ଚିଛି ଯେ ସେ ଅସୁସ୍ଥ ଏବଂ ବର୍ତ୍ତମାନ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୋସିଆଲ ମିଡିଆରେ ଫ୍ୟାନ ମାନେ ଜାଣିବା ପରେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଏବଂ ସାତିକ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ଫ୍ୟାନ ମାନେ ବିଶ୍ୱାସ ରଖିଛନ୍ତି । 

Leave a Reply

Your email address will not be published. Required fields are marked *