ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ କଲେ ନିଶା ମହାରଣା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ସମାଜରେ ବିଭିନ୍ନ ପ୍ରକାର ଲୋକ ବସବାସ କରନ୍ତି।ସମାଜ ମଣିଷ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ଆଉ କିଛି ଲୋକ ଖରାପ କାମ କରି ନିଜକୁ ଗର୍ବିତ ଅନୁଭବ କରନ୍ତି।ବନ୍ଧୁଗଣ ଆଜିକାଲିର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।
ହଁ ଆଜ୍ଞା ଆମେ କହୁଛୁ ନିଶା ମହାରଣାଙ୍କ କଥା।କିଛିଦିନ ତଳେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦଘେରକୁ ଆସିଥିଲେ ନିଶା ମହାରଣା।ସେ ନିଜକୁ ଓଡ଼ିଶାର ସୋନିଲିଅନି ବୋଲି ମଧ୍ୟ କହିଥିଲେ।ଯିଏ କି କିଛିଦିନ ହେବ ଚର୍ଚ୍ଚାର ପରିସରରେ ଥିଲେ।ଆଜି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତା ପିଣ୍ଟୁ ନନ୍ଦ ଯିଏ କି କିଛିଦିନ ହେବ ହସ୍ପିଟାଲରେ ଆଡମିଟ ଅଛନ୍ତି ତାଙ୍କୁ ଆର୍ଥିକ ସାହାଯ୍ୟ କରିଛନ୍ତି।
ନିଶା କହିଛନ୍ତି ଯେ ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ପିଣ୍ଟୁ ଭାଇଙ୍କୁ ସାହାଯ୍ୟ କରନ୍ତୁ।ସେ ମଧ୍ୟ କହିଛନ୍ତି ସେ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଥାନା କରୁଛନ୍ତି ଯେ ପିଣ୍ଟୁଭାଇ ଜଲ୍ଦୀ ଠିକ୍ ହେଇଯାଆନ୍ତୁ।ନିଶା ୧୦୦୦୦ଟଙ୍କା ଦେଇଛନ୍ତି ବୋଲି କହିଲେ, ତା ସହିତ ପିନ୍ଟୁ ଭାଇ ତାଙ୍କୁ thank you ବୋଲି କହିଛନ୍ତି ବୋଲି ସେ ଗଣମାଧ୍ୟମ ଆଗରେ କହିଛନ୍ତି।ସେ ଆଗକୁ ମଧ୍ୟ ଆର୍ଥିକ ସାହାଯ୍ୟ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
ସେ ସମସ୍ତଙ୍କୁ ନିବଦନ କରିଛନ୍ତି କି ସମସ୍ତେ ପିନ୍ଟୁ ଭାଇଙ୍କୁ ସାହାଯ୍ୟ କରନ୍ତୁ।ସେ ପିଣ୍ଟୁ ନନ୍ଦଙ୍କ ବହୁତ୍ ବଡ଼ ଫ୍ୟାନ ବୋଲି କହିଛନ୍ତି।ସେ ତାଙ୍କ ଆକ୍ଟିଂ ପିଲାବେଳୁ ଦେଖନ୍ତି ବୋଲି ମଧ୍ୟ କହିଛନ୍ତି।ସେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ତାଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ।ନିଶା କହିଛନ୍ତି ସେ ଚାହାନ୍ତି ସମସ୍ତେ ସହଯୋଗର ହାତ ବଢ଼ାନ୍ତୁ ଏବଂ ପିନ୍ଟୁ ନନ୍ଦ ଖୁବ୍ ଜଲ୍ଦୀ ଭଲ ହେଇ ପୁଣିଥରେ ଲୋକମାନଙ୍କୁ ମୋନରଞ୍ଜନ କରାନ୍ତୁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।