ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରଚନା ବାନାର୍ଜୀ ଷ୍ଟେଜ ଉପରେ ଗାଇଲେ ଓଡ଼ିଆ ଗୀତ । ଦର୍ଶକ କରିଲେ ପ୍ରଶଂସା । ତେବେ କଣ ରହିଛି ଘଟଣା ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ମନୋରଞ୍ଜନ କାର୍ଯ୍ୟ କ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟ କ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ଟିଭି ର ନାମ ଶୁଣିଲେ ସମସ୍ତେ ନିଜ ପସନ୍ଦର ସୀରିଏଲ୍ କଥା ଭାବେ ତୋ କିଏ ସିନେମା କଥା ତେବେ କିଏ ଯାତ୍ରା କଥା । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଓଲିଓଡ ଜଗତ ଅନେକ ନାମ କମେଇ ପାରିଛି । ବିଭିନ୍ନ କଳାକାର ନିଜ ଅଭିନୟ ରେ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ସମସ୍ତ କଳାକାର ବହୁ ପରିଶ୍ରମ ଫଳରେ ସଫଳତାର ଶୀର୍ଷ ରେ ପହଞ୍ଚି ପାରିଛନ୍ତି ।
ଘରେ ଘରେ ପରିଚିତ ହୋଇ ଥାନ୍ତି । ନିଜର ପରିଶ୍ରମ ବଳ ରେ ଅଧିକ ରୁ ଅଧିକ ନିଜ ଫ୍ୟାନ କରିଥାନ୍ତି । ନିଜର ଭିନ୍ନ ଭିନ୍ନ ଷ୍ଟାଇଲ ଓ ଲୁକ୍ ପାଇଁ ସେମାନେ ସୁପର୍ ଷ୍ଟାର୍ ହୋଇ ପାରନ୍ତି ।ଆଗରୁ ସିନେମା ଜଗତ ରେ ଅନେକ ଭଲ ଭଲ ଅଭିନେତ୍ରୀ ଥିଲେ । ଓଡ଼ିଆ ସିନେମା ରେ ବଙ୍ଗୀୟ ଅଭିନେତ୍ରୀ ମାନେ ମଧ୍ୟ ଅଭିନୟ କରି ଓଲିଓଡ ଇଣ୍ଡଷ୍ଟ୍ରି କୁ ଭଲ ଭଲ ସିନେମା ଭେଟି ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ରଚନା ବାନାର୍ଜୀ ଙ୍କୁ ଆପଣ ବେଶ୍ ଭଲ ଭାବରେ ଜାଣିଥିବେ ।
ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ସିନେମା କରି ବେଶ୍ ନାମ କମେଇ ପାରିଛନ୍ତି । ସିଦ୍ଧାନ୍ତ ମହାପାତ୍ର ମିହିର ଦାସ ଭଳି ଅଭିନେତା ଙ୍କ ସହିତ ଅନେକ କାମ କରିଛନ୍ତି । ଦର୍ଶକ ମାନେ ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ ଙ୍କ ଯୋଡ଼ି କୁ ବେଶ୍ ପସନ୍ଦ କରିଛନ୍ତି । ବର୍ତ୍ତମାନ ସମୟ ରେ ମଧ୍ୟ ଏହି ଯୋଡି ର ବେଶ୍ ନାମ ରହିଛି । ରକ୍ତ ସିନ୍ଦୁର , ସନ୍ତାନ , ଲକ୍ଷ୍ମୀ ପ୍ରତିମା , ଗଙ୍ଗା ଯମୁନା , ଧରମ ସହିଲେ ହେଲା , ଲକ୍ଷ୍ମଣ ରେଖା , ରାକ୍ଷୀ ଭିଜିଗଲା ଆଖି ଲୁହ ରେ , କଳକୀ ଅବତାର , ସୁନା ହରିଣୀ ଆଦି ରେ ଅଭିନୟ କରିଛନ୍ତି ।
ବର୍ତ୍ତମାନ ସମୟ ରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ରଚନା ବାନାର୍ଜୀ ଏକ ଷ୍ଟେଜ ରେ ଗୀତ ଗାଈ ଥିଲେ । ଷ୍ଟେଜ ଉପରେ ଓଡ଼ିଆ ରେ କଥା ମଧ୍ୟ କହି ଥିଲେ । ଓଡ଼ିଆ ରେ କଥା କହି ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ । ରଚନା ଏତେ ବର୍ଷ ଧରି ଇଣ୍ଡଷ୍ଟ୍ରି ରୁ ଦୂରେଇ ରହିବା ସତ୍ବେ ମଧ୍ୟ ସେ ଓଡ଼ିଆ କୁ ଭୁଲି ନ ଥିଲେ । ଓଡ଼ିଆ ମାଟି ର ଭାଷା ଓ ଭଲ ପାଇବା କୁ ସେ ଆଜି ବି ଭୁଲି ନାହାଁନ୍ତି ବୋଲି କହି ଥିଲେ । ଦର୍ଶକ ଙ୍କ ଅନୁରୋଧ କ୍ରମେ ସେ ଓଡ଼ିଆ ଗୀତ ମଧ୍ୟ ଗାଈ ଥିଲେ । ତେବେ ଏହି ଭିଡ଼ିଓ ସୋ-ସି-ଆ-ଲ ମି-ଡ଼ି-ଆ ରେ ବେଶ୍ ଭା-ଇ-ରା-ଲ ହେବାରେ ଲାଗିଛି । ୟୁଜର ମାନେ ଏଥିରେ ବହୁତ୍ ପ୍ରଶଂସା କରି ଅନେକ ଲାଇକ ଓ କମେଣ୍ଟ କରି ଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।