ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗୋପାଳଙ୍କ ବ୍ରହ୍ମପୁର ଘରେ ପହଞ୍ଚିଲା କ୍ରା-ଇ-ମ-ବ୍ରା-ଞ୍ଚ । ପରିବାର ଲୋକ ଓ ପଡୋଶୀଙ୍କୁ ତନାଘନା ଜେରା । କଣ କହିଲେ ଗୋପାଳଙ୍କ ବିସୟରେ ଜାଣନ୍ତୁ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତଦନ୍ତ ଚାଲିଛି, ସମୟ ଗଡୁଛି, ହେଲେ ମାମଲାର ମୂଳରେ ପହଂଚି ପାରୁନାହିଁ କ୍ରା-ଇ-ମ-ବ୍ରା-ଞ୍ଚ । କାହିଁକି ମନ୍ତ୍ରୀ ନବ ଦାସଙ୍କୁ ଗୁ-ଳି ମା-ରି ହ-ତ୍ୟା କଲେ ଏଏସ୍ଆଇ ଗୋପାଳ ଦାସ ? ନବଙ୍କ ହ-ତ୍ୟାର ପାଞ୍ଚ/ ଛଅ ଦିନ ବିତି ଯିବା ପରେ ମଧ୍ୟ ଏହା ଉପରୁ ରହସ୍ୟ ହଟି ପାରିନାହିଁ । ତେବେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀଙ୍କୁ ପଚରାଉଚରା କରିଥିଲା କ୍ରା-ଇ-ମ୍-ବ୍ରା-ଞ୍ଚ ଟିମ୍ । ଗୋପାଳଙ୍କ ବଡ ଭାଇଙ୍କୁ କ୍ରା-ଇ-ମ-ବ୍ରା-ଞ୍ଚ ଟିମ୍ ଉଠାଇ ନେଇଛି ।
ଏହାପରେ ପୁଣିଥରେ ଗୋପାଳ ରହୁଥିବା ବ୍ରହ୍ମପୁର ବୈଦ୍ୟନାଥପୁର ଥା-ନା ଅନ୍ତର୍ଗତ ଆଙ୍କୁଲି ସ୍ଥିତ ଘରେ କ୍ରା-ଇ-ମ୍-ବ୍ରା-ଞ୍ଚ ଚଢ଼ଉ କରିଥିଲା । ଏହି ଘରେ ଏବେ ଗୋପାଳଙ୍କ ପତ୍ନୀ ଓ ପୁତୁରା ଥିବା ସୂଚନା ରହିଛି । ଏହି ଘଟଣାରେ କ୍ରା-ଇ-ମ-ବ୍ରା-ଞ୍ଚ ବ୍ରହ୍ମପୁରରେ ମଧ୍ୟ ଛାନଭିନ୍ ଜାରି ରଖିଛି । ଗୋପାଳଙ୍କ ସାଙ୍ଗ ଓ ସମ୍ପର୍କୀୟଙ୍କୁ ପଚରାଉଚରା କରିଛି କ୍ରା-ଇ-ମ-ବ୍ରା-ଞ୍ଚ । କ୍ରାଇମବ୍ରାଞ୍ଚକୁ ମନ୍ତ୍ରୀଙ୍କ ହ-ତ୍ୟା ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ । ଏହି ତଥ୍ୟ ଆଗକୁ ମନ୍ତ୍ରୀଙ୍କ ହ-ତ୍ୟା-କା-ଣ୍ଡର ପର୍ଦ୍ଦାଫାସ କରିବ ବୋଲି ସୂଚନା ମିଳିଛି ।
ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ ଗୋପାଳଙ୍କ ପାଖ ପଡୋଶୀ କହିଛନ୍ତି ଯେ, “କ୍ରା-ଇ-ମ-ବ୍ରା-ଞ୍ଚ୍ ଟିମ୍ ଆସି ସବୁ ପଡୋଶୀଙ୍କୁ ଡାକିଥିଲେ । ପୁରା ତନ୍ନ ତନ୍ନ କରି ଛାନଭିନ୍ କରି ଯାଞ୍ଚ କଲେ । କିନ୍ତୁ କିଛି ପାଇଲେନି । ତାଙ୍କର କିଛି ମେଡିକାଲ କାଗଜ ପତ୍ର ନେଇକି ସେମନେ ପଳେଇଗଲେ । ଆହୁରି ମଧ୍ୟ ଆମ ଫୋନ୍ ନମ୍ୱର ନେଇକି ଯାଇଛନ୍ତି କହିଛନ୍ତି ଦରକାର ପଡ଼ିଲେ କଲ୍ କରି ଡାକିବେ ବୋଲି କହିଛନ୍ତି” ।
ତେବେ ଗୋପାଳଙ୍କ ମାନସିକ ରୋଗୀ ଥିବାରୁ ଏଭଳି କାଣ୍ଡ ଘଟାଇଛନ୍ତି କି ବୋଲି ପ୍ରଶ୍ନ ପଚାରିବାରୁ ପଡୋଶୀ ଜଣକ ଉତ୍ତର ଦେଇଛନ୍ତି ଯେ, “ଆମେ କିଛି ବୁଝି ପାରୁନୁ ହଠାତ୍ କଣ ହେଲା ଆଉ କେମିତି ହେଲା । ତାଙ୍କର ତୋ ମାନସିକ ବିକୃତି ଟିକେ ଅଛି । କଣ ଏହି ଘଟଣା ଗୋପାଳ କେମିତି କରିଲା ଆମେ କିଛି କହି ପାରିବୁନି ସେଇଟା । ଗୋପାଳ ମାନସିକ ରୋଗୀ ଥିଲା ବୋଲି ମୁଁ ଦେଖିଛି ଆଉ ଫିଲ୍ ମଧ୍ଯ କରିଛି । ସେ ସେମିତି ପାଗଳ ନୁହଁନ୍ତି କିନ୍ତୁ ଯେବେ ପାଗଳାମି ଉଠେ ସେତେବେଳେ ସେ କଣ କରନ୍ତି ସେ ଜାଣି ପାରନ୍ତିନି । ଯାହା ଘଟିଲା ଆମେ ତା ପାଇଁ ଦୁଃଖିତ” ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।