ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ସୋସିଆଲ ମିଡ଼ିଆ ହେଉଛି ଏକ ଫଟୋ ଭିଡିଓ ତଥା ଅନେକ ପ୍ରକାର ସାମାଜିକ ଜିନିଷ ର ଗନ୍ତାଘର । ପ୍ରତ୍ୟେକ ଦିନ ନୂଆ ନୂଆ ଜିନିଷ ଭାଇରାଲ ହୋଇ ଲୋକମାନଙ୍କ ପାଖରେ ପହଞ୍ଚି ଥାଏ । ଲୋକମାନେ ଅନେକ ପ୍ରକାର ଭିଡିଓ ଦେଖିବାକୁ ପାଆନ୍ତି । ଅନେକ ଭିଡିଓ ରୁ କିଛି ନା କିଛି ଶିଖିବାକୁ ପାଇଥିବା ବେଳେ ଅନେକ ଲଜ୍ୟଜନକ୍ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।
ସୋସିଆଲ ମିଡିଆରେ ଲୋକମାନେ ମଧ୍ୟ ବହୁତ୍ ବ୍ୟବହାର କାରୀ ଅଛନ୍ତି । ଦିନକୁ ଦିନ ସୋସିଆଲ ମିଡ଼ିଆର ଚାହିଦା ମଧ୍ୟ ବଢୁଛି । କାରଣ ଏହା ମାଧ୍ୟମରେ ଖବର ତୁରନ୍ତ ପ୍ରସାରଣ ହୋଇଥାଏ । ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଆପଣ ଦେଖିଲେ ଆପଣଙ୍କ ମୁଣ୍ଡ ଗରମ ହୋଇଯିବ । ଭିଡିଓ ରେ ଗୋଟିଏ କଲେଜ ର ଜଣେ ଛାତ୍ର ଙ୍କ ଏବଂ ଜଣେ ଛାତ୍ରୀ ଙ୍କ ବିଷୟରେ ଦେଖା ଯାଇଛି ।
ଛାତ୍ରୀ ଜଣଙ୍କ କୌଣସି କଥାକୁ ରାଗି ଛାତ୍ର ଜଣଙ୍କୁ ଗାଳି କରିବା ସହ ତାଙ୍କୁ ମାଡ଼ ମାରିବାକୁ ମଧ୍ୟ ପଛେଇ ନାହାନ୍ତି । ଅନେକ ସମୟ ଯୁକ୍ତି ତର୍କ ପରେ ଛାତ୍ର ଙ୍କ ଉପରେ ରାଗି ଯାଇ ଚପଲ ମଧ୍ୟ ଖୋଲିଛନ୍ତି ଛାତ୍ରୀ ଜଣଙ୍କ ବାଡେଇବା ପାଇଁ । ଯାହାକି ଭିଡିଓ ରେ ସଫା ସଫା ଦେଖା ଯାଉଛି । ଏହି ଭିଡିଓ ରେ କେଉଁ କଲେଜର ଦୃଶ୍ୟ ତାହା ସ୍ପଷ୍ଟ ଭାବେ ଜଣା ପଡିନାହିଁ ମାତ୍ର ସୋସିଆଲ ମିଡିଆରେ ଏହା ଖୁବ୍ ଜୋର୍ ଭାଇରାଲ ହେବାରେ ଲାଗିଛି।
ସୋସିଆଲ ମିଡିଆରେ ଭିଡିଓ ଅତି ଶୀଘ୍ର ଭାଇରାଲ ହୋଇଥାଏ ତାହା ଆପଣ ଜାଣିଛନ୍ତି । ତେବେ ଏହି ଭିଡିଓ ଟି ଖୁବ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ଦ୍ବାରା ସମସ୍ତଙ୍କ ଆଖି ଆଢ଼ରେ ରହିଛି । ଛାତ୍ରୀ ଜଣଙ୍କ କହିଥିଲେ ଦିଦୀଙ୍କୁ ଏମିତି ଲାଇଭ ରେ କହିବା ଠିକ୍ କି । ତେବେ ଏତିକି କହୁ କହୁ ରାଗି ଯାଇଥିଲେ ଛାତ୍ରୀ ଜଣଙ୍କ ।
ଘଟଣା ବାସ୍ତବରେ କଣ ତାହା ପ୍ରକୃତ ଭାବେ ଜଣା ପଡ଼ିନାହିଁ ମାତ୍ର କୌଣସି କାରଣ ବଶତଃ ଛାତ୍ର ଙ୍କ ଉପରେ ରାଗି ଯାଇଛନ୍ତି ଛାତ୍ରୀ ଜଣଙ୍କ ଯାହାଦ୍ବାରା ତାଙ୍କୁ ମନ ଇଛା ଗାଳି ଶୁଣେଇବା ସହ ତାଙ୍କୁ ମାଡ଼ ମଧ୍ୟ ମାରିବାକୁ ଚେଷ୍ଟା କରିଛନ୍ତି । ସୋସିଆଲ ମିଡିଆରେ ଏହି ଛାତ୍ର ଛାତ୍ରୀ ଙ୍କ ଭିଡିଓ ଏବେ ଖୁବ୍ ଜୋର୍ ଭାଇରାଲ ହେବାରେ ଲାଗିଛି । R