ତୁର୍ତ୍ତୀୟ ଲହରୀ ପାଇଁ ଆସିଗଲା ବୁସ୍ଟର ଡୋଜ । ଯେଉଁମାନେ 2 ୟ ଡୋଜ ନେଇଥିଲେ ସେମାନେ ନିଶ୍ଚୟ ଜାଣନ୍ତୁ…

କରୋନା ପାଇଁ ଆସିଲା ଆଉ ଏକ ଟୀକା, ସମୟ ଆସିଗଲା ବୁଷ୍ଟର ଡୋଜ୍ ପାଇଁ, ଆଗକୁ ଗାଇଡଲାଇନ୍ ଜାରି କରିବାକୁ ଯାଉଛନ୍ତି ସରକାର।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କରୋନା ପାଇଁ ଆସିଲା ଆଉ ଏକ ଟୀକା, ସମୟ ଆସିଗଲା ବୁଷ୍ଟର ଡୋଜ୍ ପାଇଁ, ଆଗକୁ ଗାଇଡଲାଇନ୍ ଜାରି କରିବାକୁ ଯାଉଛନ୍ତି ସରକାର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

‘ କରୋନା ’ ଏହି ଶବ୍ଦଟିକୁ ଶୁଣିଲା ବେଳକୁ ଲୋକ ମାନଙ୍କ ର ମନରେ ଅନେକ ବହୁତ ବଡ ବଡ ଦୁଃ-ଖ-ଦ ତଥା ଅ-ସ-ହା-ୟ ଚିତ୍ର ଆଖି ସାମ୍ନା କୁ ଆସିଯାଉଥିବ। ଏହି କରୋନା ଦେଢ ବର୍ଷ ହେବ ସାରା ବିଶ୍ୱ କୁ ପୁରା ହଲଚଲ୍ କରି ରଖି ଦେଇଛି। କୌଣସି ରାଜ୍ୟ, ଦେଶ ର ସରକାର ମାନେ ଶାନ୍ତି ରେ ନିଶ୍ୱାସ ଟିକେ ମଧ୍ୟ ନେଇ ପାରୁ ନାହାନ୍ତି। କେଜାଣି ଏହି କରୋନା ମ-ହା-ମା-ରୀ କେତେ କଣ ଲୋକ ମାନଙ୍କ ପାଖରୁ ଛଡାଇ ନେଲାଣି। ଏହି କରୋନା କଉ ପିଲା ର ମୁଣ୍ଡ ଉପରୁ ନିଜ ବାପା ମାଆ ଙ୍କ ର ହାତ କୁ ସବୁ ଦିନ ପାଇଁ ଛଡାଇ ନେଇଛି ତ ଆଉ କେଉଁ କଅଁଳ ଶିଶୁ କୁ ନିଜ ବାପା, ମାଆ ବୋଲି କିଏ ଜାଣିବା ପୂର୍ବରୁ ତାହା ଠାରୁ ତାର ବାପା ମାଆ ଙ୍କୁ ଛଡାଇ ନେଇଛି। 

 

କରୋନା ଟିକା ନେବା ପରେ ବି ଲୋକେ କରୋନାରେ ଆକ୍ରାନ୍ତ ହେଉଥିବାର ଖବର ପ୍ରକାଶ ପାଉଛି। ତେଣୁ ବୁଷ୍ଟର ଡୋଜର ଆବଶ୍ୟକତାକୁ ନେଇ ଚର୍ଚ୍ଚା ସୃଷ୍ଟି ହେଲାଣି। ନିକଟରେ ଭାରତ ବାୟୋଟେକ ପକ୍ଷରୁ କୁହାଯାଇଥିଲା, ଦ୍ୱିତୀୟ ଡୋଜର ୬ମାସ ଭିତରେ ଆଉ ଏକ ଡୋଜ ନେବାକୁ ପଡିବ। ଭାରତୀୟ କୋଭିଡ୍ ଜେନୋମିକ୍ସ କନସୋର୍ଟିଅମର କୋ-ଚେୟାରମ୍ୟାନ ଡକ୍ଟର ଏନକେ ଆରୋରା କହିଛନ୍ତି , ଭାରତରେ କରୋନା ଟିକାର ବୁଷ୍ଟର ଡୋଜ୍ ଦେବା ପାଇଁ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇପାରେ।  

 

ଖାଲି ସେତିକି ନୁହେଁ , ୧୦ ଦିନ ମଧ୍ୟରେ ବୁଷ୍ଟର ଡୋଜ୍ ପାଇଁ ପଲିସି ନିର୍ଦ୍ଧାରଣ ମଧ୍ୟ କରାଯାଇପାରେ ବୋଲି ସେ କହିଛନ୍ତି। ଗତ ୩ ସପ୍ତାହ ହେଲା ଏନେଇ କାର୍ଯ୍ୟ କରାଯାଉଛି। ପ୍ରାଥମିକତା ଭିତ୍ତିରେ କାହାକୁ ବୁଷ୍ଟର ଡୋଜ୍ ବା ତୃତୀୟ ଡୋଜ୍ ଦିଆଯିବ, ତାହା ନିର୍ଦ୍ଧାରଣ ହେବ। ତେବେ ଏବେ ଭ-ୟ-ଭୀ-ତ ହେବାର କାରଣ ନାହିଁ, କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ପ୍ରତି ମାସରେ ଭାରତରେ ୩୦ରୁ ୩୫ କୋଟି କରୋନା ଟିକା ତିଆରି ହେଉଛି। ଟିକାର ଅଭାବ ହେବ ନାହିଁ, କିନ୍ତୁ ଆବଶ୍ୟକ ହେଲେ ବୁଷ୍ଟର ଡୋଜ୍ ଦିଆଯିବ ବୋଲି ସେ କହିଛନ୍ତି। 

 

ସେପଟେ କୋଭାକ୍ସିିନ୍ କରୋନା ଟିକା ନିର୍ମାତା ଭାରତ ବାୟୋଟେକର ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଣା ଇଲ୍ଲା କହିଛନ୍ତି ଦ୍ୱିତୀୟ ଡୋଜର ୬ ମାସ ପରେ ବୁଷ୍ଟର ଡୋଜ୍ ନେବାର ପ୍ରକୃଷ୍ଟ ସମୟ । ତେବେ ସରକାର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ସେପଟେ ବୁଷ୍ଟର ଡୋଜ୍ ସଂପର୍କରେ ସାରା ଦେଶରେ ହେଉଥିବା ଚର୍ଚ୍ଚାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ବିଶେଷଜ୍ଞମାନଙ୍କ ମତାମତ ଉପରେ ବୁଷ୍ଟର ଡୋଜ୍ ନେଇ ନିଷ୍ପତ୍ତି ନେବେ ସରକାର । ବର୍ତ୍ତମାନର ପ୍ରାଥମିକତା ହେଉଛି ସମସ୍ତଙ୍କୁ ଦୁଇ ଡୋଜ୍ ଟିକା ଯୋଗାଇଦେବା। ଆଇସିଏମଆର ଓ ବିଶେଷଜ୍ଞ ଟିମର ପରାମର୍ଶ ପରେ ନିଷ୍ପତ୍ତି ନିଆଯିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *