ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସାତ୍ୟକି ମିଶ୍ରଙ୍କୁ ମୁଖ କର୍କଟ, କମେଡି ସହ ଖଳନାୟକ ଭୂମିକାରେ ଅଭିନୟ କରୁଥିଲେ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବେଳେ ବେଳେ ଆମ ଆଖ ପାଖ ରେ ଏମିତି ସବୁ ଘଟଣା ଦେଖିବା କୁ ମିଳେ କି ଯାହା ଆମେ କେବେ ଭାବି ନ ଥିବୁ କି ଦେଖି ନ୍ ଥିବୁ। ଆଉ ଆମ ସମାଜ ରେ ଏମିତି କିଛି ଲୋକ ରହୁଛନ୍ତି । ଯୋଉ ମାନଙ୍କ ପାଖରେ ସାଧାରଣ ମଣିଷ ଯାହା କରି ପାରନ୍ତି ନାହିଁ ସେଇଟା ସେମାନେ କରି ଦେଖେଇ ଦିଅନ୍ତି।ଯାହାକୁ ବିଶ୍ୱାସ କରିବା ବିଷ୍ମୟ ଜନକ ଅଟେ।ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।
ହଁ ଆଜ୍ଞା ଓଡ଼ିଆ ସିନେମା ଏବଂ ଧାରାବାହିକ ଜଗତର ଜଣାଶୁଣା ଅଭିନେତା ସାତ୍ୟକି ମିଶ୍ରଙ୍କୁ ମୁଖ କର୍କଟ ବୋଲି ଜଣାଯାଇଛି। କାଲି ପର୍ଯ୍ୟନ୍ତ ଚର୍ଚ୍ଚା ହେଉଥିଲା ସାତ୍ୟକିଙ୍କ ଦେହ ଅସୁସ୍ଥ ରହିଛି।କିନ୍ତୁ ଆଜି ଜଣାଯାଇଛି ସେ ଏବେ ମୁଖ କର୍କଟ ରୋଗରେ ପୀଡିତ ଅଛନ୍ତି।ହଁ ମାଉଥ କ୍ୟାନ୍ସର ରୋଗରେ ପୀଡିତ ହେଇଛନ୍ତି ଜଣାଶୁଣା ଅଭିନେତା ସାତ୍ୟକି ମିଶ୍ର।ଶୁଣିବାକୁ ମିଳୁଛି ସାତ୍ୟକି ମିଶ୍ର ଦୀର୍ଘ ୪ବର୍ଷ ହେବ ଏହି ରୋଗରେ ପୀଡ଼ିତ ଥିଲେ,ଆଉ ଚିକିତ୍ସିତ ମଧ୍ୟ ହେଉଥିଲେ।
ସେ ସୁସ୍ଥ ହେଇ ଆସିବା ବେଳେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେଇଥିଲା।ଆଉ ତାଙ୍କୁ ଡିଲିର ଏକ ଘୋରାଇ ହସ୍ପିଟାଲରେ ଚିକତ୍ସା କରାଯାଉଥିଲା।ଆଉ ଏବେ ତାଙ୍କର ସଫଳ ଅସ୍ତ୍ରପ୍ରଚାର ସରିଛି।ଆଉ ଖୁବ୍ ଶୀଘ୍ର ସେ ଓଡିଶା ଫେରୁଛନ୍ତି। ହଁ ଦର୍ଶକ ବନ୍ଧୁ ଯାହାକୁ ଆପଣ ସିନେମାରେ କମେଡି ଓ ଖଳନାୟକ ଭାବରେ ଦେଖନ୍ତି ଆଉ ଯିଏ ଓଡ଼ିଶାର ଘରେ ଘରେ ପରିଚିତ ସେହି ସାତ୍ୟକି ମିଶ୍ର ଏବେ ମୁଖ କର୍କଟରେ ପୀଡ଼ିତ।
ସାତ୍ୟକି ମିଶ୍ରଙ୍କ ଘର କଟକରେ।ପିଲାଟି ବେଳୁ ତାଙ୍କର ଅଭିନୟ ପ୍ରତି ତାଙ୍କ ଦୁର୍ବଳତା ଥିଲା।ପରବର୍ତ୍ତୀ ସମୟରେ ଅଭିନୟରେହିଁ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ଘରେ ଘରେ ପରିଚିତ ହେଲେ।ସେ କେତେବେଳେ ଖଳନାୟକ ତ ଆଉ କେତେବେଳେ କମେଡି କରି ଲୋକମାନଙ୍କର ପ୍ରିୟ ହୋଇପାରିଥିଲେ। କେତେବେେ କନ୍ଦାନ୍ତି ତ ଆଉ କେତେବେେ ହସାନ୍ତି।କିନ୍ତୁ ସେ ଆଜି ମାଉଥ କ୍ୟାନ୍ସରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।