ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଃ କି ଚାପୁଡ଼ା । ବିଚ୍ ରାସ୍ତାରେ ଛାତ୍ରଙ୍କୁ ଛାତ୍ରୀ ଜଣଙ୍କ ଚାପୁଡ଼ା ମାରିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜିକାଲିର ସମାଜ ଏତେ ମାତ୍ରା ରେ ଖରାପ ହୋଇ ଗଲାଣି ଯେ ଯାହାକୁ ଆପଣ ମଧ୍ୟ କଳ୍ପନା କରି ପାରିବେ ନାହିଁ । ଆଜିକାଲି ଯୁଗରେ କଲେଜ ରେ ପାଠ ପଢିବା ଏକ ଫ୍ୟାସନ ହୋଇ ଗଲାଣି କାରଣ ଆଗ କାଳରେ ପିଲା ପାଠ ପଢିବା ପାଇଁ କଲେଜ ଯାଉଥିଲେ ଆଉ ଶିକ୍ଷା ଗ୍ରହଣ କରୁଥିଲେ । କିନ୍ତୁ ଆଜିକାଲିର ଯେଉଁ ଛାତ୍ର ଛାତ୍ରୀ କଲେଜକୁ ଯାଉଛନ୍ତି ସେମାନେ ପ୍ରାୟ ପାଠ ପଢିବା ବାହାନାରେ ଯାଉଛନ୍ତି ଆଉ ଯେତେ ସବୁ କୁକାର୍ଯ୍ୟ କରୁଛନ୍ତି ।
ତେବେ ଅନେକ ସମୟରେ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ବିଭିନ୍ନ ଘଟଣା ସାମ୍ନାକୁ ଆସିଥାଏ । କେତେ ବେଳେ ଛାତ୍ରୀ ମଦ ପିଇବାର ଦୃଶ୍ୟ ଭାଇରାଲ ହେଲା ତ ଆଉ କେତେ ବେଳେ ରାଗିଙ୍ଗ କରିବାର ଭିଡ଼ିଓ ଭାଇରାଲ ହୋଇ ଥାଏ । ତେବେ ପୁଣି ଥରେ ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁଥିରେ ଦେଖିବା ପାଇଁ ମିଳିଛି କି ଏକ ଛାତ୍ରୀ ଆଉ ଜଣେ ଛାତ୍ରଙ୍କର କଲର କୁ ଧରି ଗାଳି ଦେଇ ପିଟୁ ଥିବାର ଦୃଶ୍ୟ ଦେଖା ଯାଇଛି ।
ଜଣେ ଛାତ୍ରୀଙ୍କ ଛାତ୍ରଙ୍କୁ ମାଡ଼ । ବିଚ ରାସ୍ତାରେ ଏଭଳି ମାଡ ମାରିବାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡ଼ିଓରେ ଉଭୟ ଗୋଟିଏ ପ୍ରକାର ୟୁନିଫର୍ମ ପିନ୍ଧି ଥିବାରୁ ଉଭୟ ଗୋଟିଏ କଲେଜରୁ ବୋଲି ସ୍ପଷ୍ଟ ହେଉଛି । ଯୁବତୀ ଜଣଙ୍କ ଯୁବକଙ୍କ ସିନିଅର ବୋଲି ସେମାନଙ୍କ କଥାବାର୍ତ୍ତାରୁ ଜଣା ପଡ଼ିଛି । ତେବେ ଭିଡ଼ିଓରେ ଥିବା ଉଭୟଙ୍କ ବାର୍ତାଳାପରୁ ଯାହା ଜଣା ପଡୁଛି ଯୁବତୀ ଜଣଙ୍କ ସାମାଜିକ ଗଣମାଧ୍ୟମରେ ଲାଇଭରେ ଆସିଥିବା ବେଳେ ଯୁବକ ଜଣଙ୍କ କିଛି କମେଣ୍ଟ କରିଥିଲେ ।ଯାହାକି ଅ-ଶା-ଳୀ-ନ ଯୁବତୀ କହୁଛନ୍ତି ।
ଆଉ ଏହି କମେଣ୍ଟକୁ ନେଇ ଯୁବତୀ ଜଣଙ୍କ ଯୁବକଙ୍କ ସାର୍ଟ କଲର ଧରି ଏଭଳି ମାଡ଼ ମାରୁଛନ୍ତି । ସେପଟେ ଯୁବକ ଜଣଙ୍କ ଯୁବତୀଙ୍କୁ ଦିଦି ଦିଦି ଡାକି କ୍ଷମା ମାଗିବା ସହ ଭିଡ଼ିଓ କରି ଭାଇରାଲ ନ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ଯୁବତୀ ଜଣଙ୍କ ରାଗରେ ଚାପୁଡ଼ା ମାରି ଗୋଡ଼ରୁ ଚପଲ ଖୋଲି ମାରିବାକୁ ଉଦ୍ୟମ କରୁଛନ୍ତି । ଶେଷରେ ଯୁବକ ଜଣଙ୍କ ଯୁବତୀଙ୍କ ଗୋଡ ଧରି ଭୁଲ ମଧ୍ୟ ମାଗୁଛନ୍ତି । ତାପରେ ଯୁବତୀ ଜଣଙ୍କ ସ୍ଥାନ ଛାଡି ଚାଲି ଯାଉଛନ୍ତି । ଏଭଳି ଏକ ଭିଡ଼ିଓ ଭାଇରାଲ ପରେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।