ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଲିଉଡ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ରଚନା ବାନାର୍ଜୀ କଣ କହିଲେ ଓଡ଼ିଆ ସିନେମା ଜଗତ ବିଷୟ ରେ ଜାଣନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଶହେ ରୁ ଶତକଡା ଲୋକ ଓଡ଼ିଆ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ଓଡ଼ିଆ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ଓଡ଼ିଆ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ଓଡ଼ିଆ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି ।
ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି । ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି । ବେଳେ ମଧ୍ୟ ଏମିତି କିଛି ସୁଟିଂ ସେଟ୍ ର କିଛି ଭିଡିଓ ଆସିଥାଏ ଯାହା ଦର୍ଶକ ମାନଙ୍କୁ ଟିକେ ଆଶ୍ଚର୍ଯ୍ୟ କରିଦେଇଥାଏ ।
ବେଳେ ବେଳେ ଆମେ ହିରୋଇନ୍ ଆଉ ହିରୋ ଙ୍କୁ ନେଇ ଏମିତି କିଛି ଫଟୋ ଅବା ଭିଡିଓ ଆସିଥାଏ ଯାହା ପାଇଁ ଦର୍ଶକ ମାନେ କିଛି ସମୟ ଯାଏଁ ଭାବିବାକୁ ରହି ଯାଇଥାନ୍ତି । ସେହିପରି ଓଲିଉଡ ଇଣ୍ଡଷ୍ଟ୍ରି ରେ ରଚନା ବାନାର୍ଜୀ ଥିଲେ ଆଗ ଧାଡ଼ି ର ନାୟିକା । ତେବେ ପ୍ରାୟ ୨୦୦୦ ମସିହା ସମୟ ରେ ରଚନା ବାନାର୍ଜୀ ସମସ୍ତଙ୍କ ଠୁ ଆଗରେ ଥିଲେ । ସିଦ୍ଧାନ୍ତ ମହାପାତ୍ର ଙ୍କ ବିପକ୍ଷ ରେ ହିରୋଇନ୍ ଭାବେ ସେ ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି । ତେବେ ସେ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜୁ ମିଶ୍ର ଙ୍କ ନିର୍ଦ୍ଦେଶନାରେ ହୋଇଥିବା ଫିଲ୍ମ ସାଗର ଗଙ୍ଗା ଜରିଆ ରେ ଓଲିଉଡ ରେ ପ୍ରବେଶ କରିଥିଲେ ।
ଭାଇ ହେଲା ଭଗାରି ଫିଲ୍ମ ରେ ସେ ସିଦ୍ଧାନ୍ତ ଙ୍କ ବିପକ୍ଷ ରେ ହିରୋଇନ୍ ଭାବେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟି ଥିଲେ । କିନ୍ତୁ ଓଲିଉଡ ର ଜଣେ ଏକ ନମ୍ବର ନିର୍ଦ୍ଦେଶକ ସୁଧାଂଶୁ ମହସହୁ ଙ୍କ ସହିତ ସେ କାମ କରିପାରିନଥିଲେ । ଏହି ତାଙ୍କର ଅବଶୋଷ ବୋଲି ସେ ନିଜେ ଏକ ଭିଡିଓ ମାଧ୍ୟମ ରେ କହିଥିଲେ । ତେବେ ଆଜି ଯାଏ ମଧ୍ୟ ଦର୍ଶକ ମାନେ ରଚନା ବାନାର୍ଜୀ ଙ୍କୁ ଭୁଲି ପାରିନାହାନ୍ତି । ତାଙ୍କର ଚମତ୍କାର ଅଭିନୟ ଦ୍ଵାରା ରେ ଦୀର୍ଘ ଏକ ଦଶନ୍ଧି ଧରି ଓଲିଉଡ ଇଣ୍ଡଷ୍ଟ୍ରି ରେ କାମ କରିଛନ୍ତି । ତେବେ ଦର୍ଶକ ମାନେ ଚାହିଁ ରହିଛନ୍ତି ଆଉ ଥରେ ରଚନା ବାନାର୍ଜୀ ଓଡ଼ିଆ ସିନେମା ଜଗତ କୁ ଆସିବେ କି ନାହିଁ ବୋଲି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।