ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପେଟ୍ରୋଲ ଡିଜେଲ ପରେ ପରେ ଏବେ ଭାରି ମାତ୍ରା ରେ ଖସିଲା ଖାଇବା ତେଲର ଦର ଜାଣନ୍ତୁ କେତେ ରହିଛି ନୂଆ ଦର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଜନସାଧାରଣ ଲୋକ ଆଜି ର ତେଲ ଓ ପେଟ୍ରୋଲ ର ଚଢ଼ା ଦ୍ରର ତାଙ୍କ ପାଈ ଚିନ୍ତା ର କାରଣ ସାଜିଛି । ଆଉ ଏହି ସମୟ ରେ ସଚିବ ସୁଦର୍ଶନ ପାଣ୍ଡେ ଶୁକ୍ରବାର ଦିନ କିଛି ସୂଚନା ଦେଇଛନ୍ତି। ତେବେ ସବୁ ଜିନ୍ସ କୁ ନଜର ରେ ରଖି ଖାଇବା ତେଲ ର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ଅନେକ ସ୍ଥାନରେ 20 ,18,10,7 ଟଙ୍କା ହ୍ରାସ ହୋଇଥିବା ବେଳେ ପାମ୍ , ବାଦାମ, ସୋୟାବିନ୍, ସୂର୍ଯ୍ୟମୁଖୀ ଏବଂ ସମସ୍ତ ପ୍ରମୁଖ ତେଲରେ ମଧ୍ୟ ହ୍ରାସ ଘଟିଛି ।
ଖାଇବା ତେଲର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଏହା ଖାଉଟି ମାନଙ୍କ ପାଇଁ ଯଥେଷ୍ଟ ସନ୍ତୁଷ୍ଟି ଦେଉଛି ବୋଲି ଜଣ ପଢ଼ିଛି । ଏହି ସମୟ ରେ କେଉଁ ରାଜ୍ୟରେ କଣ ଦର ରହିଛି ।ଜାଣନ୍ତୁ ପାମ୍ ତେଲରେ କେତେ ଦର ଖସିଛି । ପ୍ରଥମେ ଦିଲ୍ଲୀରେ ଖୁଚୁରା ବଜାର ରେ ପାମ୍ ତେଲ ର ଦାମ୍ 6 ଟଙ୍କା କମିଛି । ଆଲିଗଡରେ ପାମ୍ ତେଲ ଦାମ୍ 18 ଟଙ୍କା କମିଛି । ମେଘାଳୟ ରେ ପାମ୍ ତେଲ ଦାମ୍ 10 ଟଙ୍କା କମିଛି । ତାମିଲନାଡୁ ରେ ପାମ୍ ତେଲ ଦାମ୍ 5 ଟଙ୍କା କମିଛି ।
ସେହି ପରି ନଡିଆ ତେଲ ର ମୂଲ୍ୟ କଥା କହିବା ତେବେ ଏତେ ହ୍ରାସ ପାଇଛି । ଦିଲ୍ଲୀ ରେ ଲିଟର ପିଛା 7 ଟଙ୍କା । ମଧ୍ୟପ୍ରଦେଶ ରେ ଏହା ଲିଟର ପିଛା 10 ଟଙ୍କା । ମେଘାଳୟରେ ବି ଏହା ଲିଟର ପିଛା ୧୦ ଟଙ୍କା । ସେହି ପରି ତାମିଲନାଡୁ ରେ ଲିଟର ପିଛା 7 ଟଙ୍କା କମିଛି ।ଆଲିଗଡରେ 5 ଟଙ୍କା କମିଛି । ସୋୟାବିନ୍ ତେଲର ମୂଲ୍ୟ ଏବେ ଏତେ ହ୍ରାସ ପାଇଛି ।
ଦିଲ୍ଲୀ ରେ ଲିଟର ପିଛା 5 ଟଙ୍କା ତଥା ଲୁଧିଆନା ଏବଂ ଆଲିଗଡରେ ମଧ୍ୟ 5 ଟଙ୍କା ହ୍ରାସ ପାଇଛି। ଛତିସଗଡ ରେ ଲିଟର ପିଛା 11 ଟଙ୍କା ହ୍ରାସ ପାଇଛି ।ସୂର୍ଯ୍ୟମୂଖୀ ତେଲର ମୂଲ୍ୟ ମଧ୍ୟ ହ୍ରାସ ପାଇଛି ଦିଲ୍ଲୀରେ ଲିଟର ପିଛା 10 ଟଙ୍କା ଓଡିଶାରେ – ଲିଟର ପିଛା 5 ଟଙ୍କା ହ୍ରାସ ହୋଇଥିବା ବେଳେ , ମେଘାଳୟରେ ସର୍ବାଧିକ ମୂଲ୍ୟ ଲିଟର ପିଛା ପ୍ରାୟ 20 ଟଙ୍କା ହ୍ରାସ ପାଇଛି ବୋଲି ସୂଚନା ଦେଇଛନ୍ତି ମିଳିଛି। ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।