ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେଲା ସୋମାଲିକାଙ୍କ ଅଡିଓ କଲ୍।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେଲା ସୋମାଲିକାଙ୍କ ଅଡିଓ କଲ୍।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତିର୍ତ୍ତୋଲ ଏମଏଲ୍ଏ ଙ୍କ କେଲେଙ୍କାରି ର କଳଙ୍କ କଥା ଏବେ ହାଟ ରେ ଯାଇ ବାଟରେ ପଡୁଛି।ଠକେଇ ,ପ୍ରତାରଣା ସାଙ୍ଗକୁ ସେ-କ୍ସ ରାକେଟ ର କାମ ମଧ୍ୟ କରିଛନ୍ତି।ଯୁବତୀ ମାନଙ୍କ ସହ ଖେଳୁଥିଲେ ଯୁବ ବିଧାୟକ ବିଜୟ ଶଙ୍କର।ମା ଙ୍କୁ ସମ୍ମାନ ଦେବାର ନାମ ନେଉଥିବା ନେତା ଖୁଦ୍ ଧଜିଆ ଉଡେଇଛନ୍ତି।ତିର୍ତ୍ତୋଲ ର ବିଧାୟକଙ୍କ ନାମ ରେ ଏମିତି ସାଙ୍ଘାତିକ ଅ-ଭି-ଯୋ-ଗ ଆଣିଥିଲେ ତାଙ୍କ ପ୍ରେମିକା ସୋମଲିକା।

 

ସେ କହିଛନ୍ତି ବିଜୟ ତାଙ୍କ ଜୀବନ ସହ ଖେଳି ତାଙ୍କୁ ବରବାଦ କରିଦେଇଛନ୍ତି।ସେ କହିଛନ୍ତି ବିଧାୟକ ସେକ୍ସ ରାକେଟ ରୁ ରୋଜଗାର କରନ୍ତି ଲକ୍ଷ୍ ଲକ୍ଷ ଟଙ୍କା।ଯୁବତୀ ମାନଙ୍କ ଜୀବନ ସହ ଖେଳିବା ଥିଲା ବିଧାୟକଙ୍କ ନିତିଦିନିଆ ଅଭ୍ୟାସ।କେବଳ ଯୁବତୀ ନୁହଁ ବହୁତ ବିବାହିତ ମହିଳାଙ୍କ ପରିବାର ନଷ୍ଟ କରିଛନ୍ତି ବିଜୟ ଶଙ୍କର।

 

ତେବେ ଏହିସବୁ କଥା ସୋମାଲିକା ଥା-ନାରେ ଅଭିଯୋଗ କରିବା ପରେ ତାଙ୍କୁ ବହୁତ ଅଜଣା ନମ୍ବର ରୁ କଲ୍ ରେ ଧମକ ଆସୁଛି।ଆଉ ପୁଣି ଥରେ ଏକ ଅଜଣା ନମ୍ବର ରୁ ଏବେ କଲ୍ ଆସିଛି, ଯେଁଉଥୀରେ ତାଙ୍କୁ କଂପ୍ରମାଇଜ କରିବାକୁ କୁହାଯାଉଛି।ତାଙ୍କୁ ସେ ଲୋକ ଜଣକ ପଚାରୁଛନ୍ତି ଯେ ସେ।କଂପ୍ରମାଇଜ  ବଦଳରେ  କଣ ଚାହୁଁଛନ୍ତି ତାଙ୍କୁ ଦିଆଯିବ।ଉତ୍ତରରେ ସିମାଲିକା କହୁଛନ୍ତି ଯେ ମୁଁ ଯଦି ତମ ଝିଅ ହୋଇଥାନ୍ତି।

 

ତେବେ ତୁମେ ଏଆ କରିଥାନ୍ତ ନା ଦୋଷୀ ଦଣ୍ଡ ପାଉ ବୋଲି ଆଶା କରିଥାଆନ୍ତ।ସେ ଆହୁରି କହିଛନ୍ତି ଯେ ବିଧାୟକ ନିଜେ ଆସି ତାଙ୍କ ଗୋଡ ଧରି ତାଙ୍କୁ କ୍ଷମା ମାଗନ୍ତୁ।ସୋମାଲିକା କହିଛନ୍ତି ଯେ ବିଧାୟକଙ୍କ ବିଜୁ ଜନତା ଦଳ ର କର୍ମୀମାନେ ତାଙ୍କ ଫେସବୁକ୍ ଫଟୋ ନେଇ ତାଙ୍କୁ ବ୍ଲେମ୍ କରୁଛନ୍ତି।ଏହିସବୁ ଘଟଣା ରେ ବିଧାୟକଙ୍କ ହାତ ଥିବା ସେ କହିଛନ୍ତି ଆଉ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ସେ ପ୍ରକାଶ କରଛନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *