ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଡ଼ିଶା ର ଜଣାଶୁଣା ଆକ୍ଟର୍ ସାନୁ ନିଜର ଓ ତାଙ୍କ ପତ୍ନୀ ଙ୍କ ସମ୍ପର୍କ ବିଷୟରେ କ’ଣ କହିଲେ ଆସନ୍ତୁ ଜାଣିବା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ମନୁଷ୍ୟ ନିଜ ଜୀବନ କାଳ ରେ ଅନ୍ୟ ଲୋକଙ୍କ ସହ ଅନେକ ଅଲଗା ଅଲଗା ପ୍ରକାରର ସମ୍ପର୍କ ଗଢ଼ିଥାଏ। ସେ ସ୍ବାମୀ ସ୍ତ୍ରୀ ର ସମ୍ପର୍କ ହେଉ କି ବାପା ମାଁ ର ସମ୍ପର୍କ ଏପରି ଅନେକ ପ୍ରକାର ସମ୍ପର୍କ ମନୁଷ୍ୟ ଜୀବନରେ ଆସିଥାଏ।ଜଣେ ମଣିଷକୁ ଜୀବନରେ କେବେ ନା କେବେ ପ୍ରେମ ହୋଇଥାଏ।ସେ ସମ୍ପର୍କ ଘରେ ହଉ କି ବାହାରେ ମଣିଷ ନିଜ ଜୀବନରେ ତାହାକୁ ଅନୁଭବ କରିଥାଏ।
ପୁଅ ଝିଅ ଭିତରେ ପ୍ରେମ ସଂପର୍କକୁ ନେଇ ଅନେକ ଲୋକଙ୍କର ଅନେକ ଅଲଗା ଅଲଗା ଚିନ୍ତାଧାରା ରହିଥାଏ। ଅନେକ ଲୋକଙ୍କ ଏହା ମତ ଥାଏ କି ପୁଅ ଝିଅ କେବେ ବି ଦୂର ରହି ନିଜ ସମ୍ପର୍କକୁ ଆଗକୁ ନେଇପାରିବେ ନାହିଁ।ଦୂର ରେ ରହିଲେ ସମ୍ପର୍କ ରେ ବିଶ୍ୱାସ,ନିବିଡ଼ତା ରହିନଥାଏ।କିନ୍ତୁ ଓଡ଼ିଶାର ଜଣା ଦିନ ଆକ୍ଟର୍ ସାନୁଙ୍କ ଚିନ୍ତାଧାରା ପୁରା ଅଲଗା।ଆସନ୍ତୁ ଜାଣିବା କ’ଣ କହିଛନ୍ତି ସାନୁ ଏହା ବିଷୟରେ।ବନ୍ଧୁଗଣ ଆପଣ ମାନେ ତୋ ଜଣାଶୁଣା ଅଭିନେତା ସାନୁଙ୍କୁ ଜାଣିଥିବେ।
ତାଙ୍କ ଅଭିନୟ ଦ୍ୱାରା ସେ ସମସ୍ତଙ୍କ ପାଖରେ ନିଜର ଏକ ଅଲଗା ପରିଚୟ ସୃଷ୍ଠି କରିଛନ୍ତି।ତେବେ ସେ ନିଜ ଜୀବନ କିପରି ଭାବରେ ବିତାଉଛନ୍ତି ତାହା ବିଷୟରେ କହିଛନ୍ତି। ସେ କହିଛନ୍ତି ସେ ଓ ତାଙ୍କ ପତ୍ନୀ ନିଜ ନିଜ କାମ ପାଇଁ ଅଲଗା ଅଲଗା ସ୍ଥାନ ରେ ରହିଛନ୍ତି କିନ୍ତୁ ତାଙ୍କ ମଧ୍ୟରେ ପ୍ରେମ ଆଗ ଭଳି ରହିଛି।ସେ କହିଛନ୍ତି ଦୂରରେ ରହିଲେ ପ୍ରେମ ଓ ବିଶ୍ୱାସ ବଢ଼ିଥାଏ।ତାଙ୍କ ମାତା ଯେତେ ପାଖରେ ରହିଲେ ସେତେ କଳି କଜିଆ ହୋଇଥାଏ।ଉଦାହରଣ ସ୍ୱରୂପ କୋଭିଡ ରେ ଯେଉଁମାନେ ବି ପାଖରେ ଥିଲେ ସମସ୍ତଙ୍କ ମଧ୍ୟରେ କିଛି ନା କିଛି ମନାନ୍ତର ମତାନ୍ତର ହୋଇଛି।
ତେଣୁ ଦୂର ରେ ରହି ମଧ୍ୟ ସମ୍ପର୍କ ଭଲ ଭାବରେ ନିଭେଇହବ।ସେ କହିଛନ୍ତି ସେ କେବେ ବି ତାଙ୍କୁ କିଛି କଥା ଲୁଚେଇନହାନ୍ତି।ସେ ଯାହା ସହ ବି ମିଶିଛନ୍ତି ସମସ୍ତଙ୍କୁ ତାଙ୍କ ପତ୍ନୀ ଜାଣିଛନ୍ତି।ସେ ଓ ତାଙ୍କ ପତ୍ନୀ ବୁଲିବାକୁ ଯାଆନ୍ତି , ଦୁହେଁ ଦୁହିଁଙ୍କ ସହ ସମୟ ବିତାଇବାକୁ ପସନ୍ଦ କରନ୍ତି।ସବୁଠାରୁ ବଡ଼ କଥା ହେଉଛି ଦୁହେଁ ଦୁହିଁଙ୍କ କାମ କୁ ସମ୍ମାନ ଦିଅନ୍ତି।ତେଣୁ ଦୂର ସମ୍ପର୍କ ରେ ରହି ମଧ୍ୟ ଜଣେ ଖୁସି ରେ ରହିପାରିବ ବୋଲି ସେ କହିଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।