ଗୋପାଳ ନେଲା ଏହି ରାଗ ର ବଦଲା | ଗୁଳି କରି ହତ୍ୟା କଲା ଗୋପାଳ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗୋପାଳର ରାଗ ନବଙ୍କ ଚାପୁଡ଼ା । ନବ ଦାସ ମାରିଥିବା ଚାପୁଡ଼ାକୁ ଭୁଲି ନପାରି ଗୋପାଳ ମେଡ଼ିସିନ ନ ଖାଇ ରାଗ ବଢ଼ାଇ ଗୁଳି କରି ହ-ତ୍ୟା କଲା । ଜାଣନ୍ତୁ ଚାପୁଡ଼ା ପଛର କାରଣ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଦେଖୁ ଦେଖୁ ଅନେକ ଦିନ ବିତିଗଲାଣି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା-କା-ଣ୍ଡକୁ । କିନ୍ତୁ ଆଜି ଯାଏ ଜଣା ପଡିଲା ନାହିଁ କେଉଁ କାରଣ ରୁ ଏ-ଏସ୍-ଆଇ ଗୋପାଳ ଦାସ ମନ୍ତ୍ରୀଙ୍କୁ ହ-ତ୍ୟା କରିଥିଲେ ବୋଲି । କିଏ କହୁଛି ଗୋପାଳ ପାଗଳ ଅଟନ୍ତି କିଏ କହୁଛି ବ୍ୟକ୍ତିଗତ ଶତ୍ରୁତା ନେଇ ହ-ତ୍ୟା ହୋଇଛି ମାତ୍ର ବର୍ତ୍ତମାନ ଯାଏଁ କ୍ରା-ଇ-ମ-ବ୍ରା-ଞ୍ଚ ବି ହାତ କୁଣ୍ଢେଇକି ବସିଛି । ତେବେ ଏହି ମଧ୍ୟରେ ଗୋପାଳ ଦାସଙ୍କର ଅତୀତ ଖୋଲିଛି ଗୁମର ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । 

 

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ଏ-ଏସ୍-ଆଇ ଗୋପାଳଙ୍କ ଗୁ-ଳି ମାଡ଼ରେ ମୃ-ତ୍ୟୁ ବରଣ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ତେବେ ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା । ତେବେ ନବ ଦାସ, କାରରୁ ତଳକୁ ଉଲ୍ହେଇବା ସମୟରେ ଏ-ଏସ୍-ଆଇ ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁ-ଳି ମାଡ଼ କରିଥିଲେ ।

 

ତେବେ ଏହି ଗୁ-ଳି ମାଡ଼ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କର ମୃ-ତ୍ୟୁ ହୋଇଥିଲା । ତେବେ ଏହା ପରେ ଏଏସ୍ଆଇ ଗୋପାଳଙ୍କୁ ଗି-ର-ଫ କରିଥିଲା ଆରକ୍ଷୀ ଅଧିକାରୀ । ଆଉ କଣ ରହିଛି ଏହା ପଛର କାରଣ ତାହା ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥିଲା । ତେବେ ଯାହା ଜଣାପଡିଛି କି, ପୂର୍ବରୁ ଏଏସ୍ଆଇ ଗୋପାଳ ନିଜ ଝିଆରୀକୁ ଚାକିରୀ ଦେବା ପାଇଁ ମନ୍ତ୍ରୀ ନବ ଦାସଙ୍କ ପାଖକୁ ନେଇ ଯାଇଥିଲେ ଆଉ ତାଙ୍କୁ ଚାକିରୀ ଦେବା ପାଇଁ ଅନୁରୋଧ କରିଥିଲେ । 

 

ମାତ୍ର ବାରମ୍ବାର ନେବା ସତ୍ତ୍ୱେ ବି ଗୋପାଳର ଝିଆରୀକୁ ଚାକିରୀ ମିଳି ନଥିଲା, ଆଉ ଏହି ଘଟଣାକୁ ନେଇ ଗୋପାଳଙ୍କୁ ନବ ଦାସ ଶକ୍ତ ଚାପୁଡ଼ା ବି ମା-ରିଥିଲେ । ତେବେ କୁହାଯାଉଛି କି ପୂର୍ବର ଏହି ରାଗକୁ ଗୋପାଳ ମନରେ ରଖିଥିଲେ । ଆଉ କେବଳ ସେଥିପାଇଁ ମେଡ଼ିସିନ ନ ଖାଇ ରାଗ ବଢ଼ାଇଥିଲା ଗୋପାଳ । ପରେ ସୁଯୋଗ ଦେଖି ସେ ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *