ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମହାକାଶ ରୁ ଖସିଲା ଏକ ଅଦ୍ଭୁତ ବସ୍ତୁ।ଭୟରେ ଏଣେ ତେଣେ ଦୌଡ଼ିଲେ ଲୋକେ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆସୁଛି କି ବଡ଼ ବିପଦ। ମହାକାଶରୁ ଖସିଲା ଏକ ଅଦ୍ଭୁତ ବସ୍ତୁ।ଭୟରେ ଏଣେ ତେଣେ ଦୌଡ଼ିଲେ ଲୋକେ। ବୈଜ୍ଞାନିକଙ୍କୁ ବି ଆଶ୍ଚର୍ଯ୍ୟ କରିଛି ଏହି ବସ୍ତୁ ଟି।ବୈଜ୍ଞାନିକ ମାନେ କିଛି ଜାଣି ପାରୁନାହାନ୍ତି।କେହି କିଛି ବୁଝିପାରୁ ନାହାନ୍ତି।ସମସ୍ତେ ଭୟଭୀତ ହୋଇ ପଡିଛନ୍ତି। ଏହି ଜିନିଷଟି ଏକ ପେଣ୍ଡୁ ପରି ହୋଇଛି।ଯାହା ବୈଜ୍ଞାନିକ ମାନଙ୍କୁ ଆଚମ୍ବିତ କରିଛି।କେତେବେଳେ ଭୂକମ୍ପ ତ ଆଉ କେତେବେଳେ ସୁନାମି।କେତେବେଳେ ତୁର୍କୀ ତ ଆଉ କେତେବେଳେ ଜାପାନ।
ଏବେ ସମୁଦ୍ର ତଟରେ ଦେଖିବାକୁ ମିଳିଛି ଏକ ରହସ୍ୟମୟ ପଦାର୍ଥ।ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି।ବିଚ୍ ରେ ଥିବା ଲୋକମାନେ ପ୍ରଥମେ ଦେଖିଥିଲେ ଏହି ବଲଟିକୁ।ଏହାକୁ ଦେଖି କିଛି ବୁଝିନପାରି ଦୌଡ଼ିବା ଆରମ୍ଭ କରିଦେଇଥିଲେ।ଏମିତି ଏକ ରହସ୍ୟ ବଲ ଟି ଦେଖିବାକୁ ମିଳିଛି ଜାପାନ ର ଉପକୂଳବର୍ତ୍ତି ହମାନଂଶୁ ଠାରେ।ଆନ୍ତର୍ଜାତିକ ଗଣମାଧ୍ୟମ ଅନୁସାରେ ଏହା ଧାତୁ ରେ ନିର୍ମିତ ଏକ ବିଶାଳକାୟ ପେଣ୍ଡୁ ଅଟେ।
ହେଲେ ଏହା କଣ,ଏହା କିପରି ଆଉ କେମିତି ଆସିଲା ତାହା କେହି ଜାଣିପାରି ନାହାନ୍ତି।କିନ୍ତୁ ଏହି ମହାକାଶ ରୁ ଖସିଥିବା ଅନୁମାନ କରାଯାଉଛି।ଏହି ବଲ ର ଆକାର ଦେଢ଼ ମିଟର ବୋଲି କୁହାଯାଉଛି।ଏହାକୁ ଏବେ ଜାପାନ ବୋମା ନିଷ୍କ୍ରିୟକାରୀ ଦଳ ଯାଞ୍ଚ କରୁଛି। ଆଉ ଜାପାନ୍ କୋଷ୍ଟ ଗାର୍ଡ ଟିମ୍ ଏଥିରେ ସାମିଲ ହୋଇଛନ୍ତି।ସୂଚନା ମୁତାବକ ଏକ ମହିଳା ଏହାକୁ ଦେଖିଥିଲେ।ତେବେ ମହିଳା ଜନକ ଏହା ଦେଖିବା ମାତ୍ରେ ତୁରନ୍ତ ନିକଟସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ।
ପୁରା ଏରିଆକୁ ଏବେ ସିଲ୍ କରିଦିଆଯାଇଛି।ଧୀରେ ଧୀରେ ସବୁ ଟିମ୍ ଆସିପହଞ୍ଚୁଛନ୍ତି।ଏମାନଙ୍କ ସହ ଏକ ବୈଜ୍ଞାନିକ ଟିମ୍ ମଧ୍ୟ ଆସୁଛନ୍ତି।ତେବେ ବାକି ରହିଲା ଜାଣିବାର ଯେ ଏହି ବଲ ଟି ସତରେ ମହାକାଶ ରୁ ଖସିଛି ନା ଏକ ମନୁଷ୍ୟକୃତ ଅଟେ।ଖସିବା ର କାରଣ କଣ ଆଉ କେମିତି ସେଠାକୁ ଗଲା ନା ଭିତରେ ଏକ ଶକ୍ତିଶାଳୀ ବୋମା ରହିଛି।ଜାପାନ୍ ସରକାର ଏବେ ଘୋର ଚିନ୍ତାରେ ଅଛନ୍ତି ।ଏମିତି ବସ୍ତୁ ଆଗରୁ କେହି ଦେଖି ନ ଥିଲେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।