ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦୀର୍ଘ ଦିନ ପରେ ଜେ-ଲ୍ ରେ ନିଜ ପୁଅକୁ ଭେଟି କାନ୍ଦି ପକାଇଲା ଗୋପାଳ।ଆସନ୍ତୁ ଜାଣିବା ଏହା ସମ୍ପର୍କରେ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସମାଜ ମନୁଷ୍ୟକୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଏ ସମାଜ ଗର୍ବିତ ଓ କିଛି ଲୋକଙ୍କ ଖରାପ କାମ ପାଇଁ ଏ ସମାଜ କଳଙ୍କିତ।ବର୍ତ୍ତମାନ ସମାଜ ରେ ଅନେକ ଘଟଣା ମାନ ଘଟୁଛି।କିନ୍ତୁ ଯିଏ ଯେତେ ବଡ଼ ଭୁଲ କରିଥାଉ ନା କାହିଁକି ପରିବାର ଲୋକ ଙ୍କୁ ପାଖରେ ଦେଖିଲେ ବଡ଼ ବଡ଼ ଅପରାଧୀ ମଧ୍ୟ ଭବବିହ୍ୱଳ ହୋଇଯାଆନ୍ତି।ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହ-ତ୍ୟା ରେ ଅଭିଯୁକ୍ତ ଗୋପାଳ ଦାସ ଦୀର୍ଘ ଦିନ ଜେ-ଲ୍ ରେ ରହିଲା ପରେ ଆଜି ପୁଅ ଓ ଭାଇ ଙ୍କୁ ଦେଖି କାନ୍ଦି ପକେଇଲା।ଆସନ୍ତୁ ଜାଣିବା ସେ ସମ୍ପର୍କ ରେ।
ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହ-ତ୍ୟା-କା-ଣ୍ଡ ର ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସ ଗି-ର-ଫ ହେବାର ୨୫ ଦିନ ପରେ ଆଜି ଚୌଦ୍ଵାର ଜେ-ଲ୍ ରେ ତାକୁ ଭେଟିବା ପାଇଁ ତାର ଭାଇ ସତ୍ୟ ନାରାୟଣ ଦାସ ଓ ପୁଅ ମନୋଜ ଦାସ ପହଂଚିଥିଲେ।ପୁଅକୁ ଭେଟି ଗୋପାଳ କୁଆଡେ଼ ଭୋ ଭୋ ହୋଇ କାନ୍ଦିଥିଲେ।ହଁ ବନ୍ଧୁଗଣ ଗୋପାଳ ଝାରସୁଗୁଡ଼ା ସବ୍ ଜେ-ଲ୍ ରୁ କଟକ ସର୍କଲ ଚୌଦ୍ଵାର ଜେ-ଲ୍ କୁ ଆଠ ଦିନ ତଳେ ଆସିଥିଲା।ପ୍ରାୟ ଆଠ ଦିନ ପରେ ପ୍ରଥମ ଥର ପାଇଁ ଗୋପାଳ ର ସମ୍ପର୍କୀୟ ତାକୁ ଦେଖା କରିବା ଆସିଥିଲେ।ଗୋପାଳ ର ଭାଇ ଓ ତାର ପୁଅ ପ୍ରାୟ ମଧ୍ୟାହ୍ନ ୧୨ଟା ବେଳେ ଜେ-ଲ୍ କୁ ଆସିଥିଲେ।
ନିଜର ଆଧାର କାର୍ଡ ପରିଚୟ ଦେବା ପରେ ତାଙ୍କୁ ଭିତରକୁ ଛଡ଼ା ଯାଇଥିଲା। ଏହା ପରେ ଗୋପାଳ କୁ ସେ ରହିଥିବା ସେଲ୍ ରୁ କଡ ସୁରକ୍ଷା ରେ ମୁଲାକାତ ଗୃହ କୁ ଅଣାଯାଇଥିଲା।ଏହା ପରେ ୧୦ ମିନିଟ୍ ଧରି ଗୋପାଳ ତାର ପରିବାର ଲୋକ ଙ୍କ ସହ କଥା ହୋଇଥିଲା। ଗୋପାଳ ର ପୁଅ ଓ ଭାଇ ତାଙ୍କୁ ହ-ତ୍ୟା-କା-ଣ୍ଡ ବିଷୟରେ କିଛି ପଚାରିନଥିଲେ କି ଗୋପାଳ ମଧ୍ୟ କିଛି କହିନଥିଲା। ପୁଅ ମନୋଜ୍ ଗୋପାଳକୁ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରିଥିଲେ ଓ ଆଉ କିଛି ଦରକାର କି ପଚାରିଥିଲେ।
ଗୋପାଳ ମଧ୍ୟ ପୁଅ କୁ ତାର ପାଠ ପଢ଼ା ସମ୍ପର୍କ ରେ ପଚାରିଥିଲେ ଓ ନିଜ ପତ୍ନୀ ଙ୍କ ବିଷୟରେ ପଚାରି ବୁଝିଥିଲେ।୧୦ ମିନିଟ୍ ତ କଥା ବାର୍ତ୍ତା ମଧ୍ୟରେ ଗୋପାଳ ପୁଅକୁ ଧରି କାନ୍ଦିପକାଇଥିଲା।ଗୋପାଳ ର ପରିବାର ଲୋକ ଆସିଛନ୍ତି ଜାଣି ଜେ-ଲ୍ ଆଗରେ ଗଣମାଧ୍ୟମ ପ୍ରତିନିଧି ଙ୍କ ଭିଡ଼ ଲାଗିଥିଲା।ଗଣମାଧ୍ୟମ ଏଡ଼ାଇବା ପାଇଁ ଜେଲ୍ କର୍ତ୍ତୃପକ୍ଷ ଗୋପାଳ ଭାଇ ଓ ପୁଅ କୁ ଜେ-ଲ୍ ର ପଛ ପଟ ରାସ୍ତା ଦେଇ ଜେ-ଲ୍ ରୁ ବାହାରକୁ ଆଣିଥିଲେ ବୋଲି ଜେ-ଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।