ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶେଷରେ ଗୋପାଳ ମାନିଲା ମନ୍ତ୍ରୀଙ୍କୁ ମା-ରି-ବାର କାରଣ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଓଡ଼ିଶା ଇତିହାସରେ କଳା ବାଦଲ ସୃଷ୍ଟି କରିଥିବା ଘଟଣା ଟି ହେଉଛି ମନ୍ତ୍ରୀ ନବ ଦାସ ଙ୍କୁ ଗୁ-ଳି କରି ହ-ତ୍ୟା କରିବା ଆଉ ସେ ପୁଣି ଜଣେ ଆରକ୍ଷୀ ଅଧିକାରୀ ଅଫିସର ତାଙ୍କୁ ଗୁ-ଳି କରି ମା-ରିଛନ୍ତି।ଜଣେ ରାଜନେତାଙ୍କୁ ଏତେ ସିକ୍ୟୁରିଟି ମଧ୍ୟ ରେ ମା-ରି-ବା ଏକ ଚିନ୍ତା ଜଣକ କଥା। ତେବେ ଏଥିପାଇଁ ମା-ରି-ଥିବା ଆରକ୍ଷୀ ଅଧିକାରୀ ଗୋପାଳ କୁ କ୍ରା-ଇ-ମ-ବ୍ରା-ଞ୍ଚ ଏବେ ଜେରା କରୁଛି। ଗୋପାଳର ଏବେ ଘର ପାଲଟିଛି ଜେ-ଲ୍।
ତେବେ ଜେ-ଲ୍ ରେ ଗୋପାଳ ଖବର କାଗଜ ରେ ନିଜ ବିଷୟର ପଢ଼ି ବହୁତ୍ ଖୁସି ହୋଇ ହସି ଯାଉଛି। ତା ବିଷୟରେ ପଢ଼ି ସେ ଅତ୍ୟନ୍ତ ଖୁସି।ସେ କହୁଛି କି ଏହି କଳି ଗୋଳ ଆଉ ଧାରଣା ରୁ କଣ ମିଳିବ ତାର ନିୟତି ଆଗରୁ ଲେଖା ସରିଛି। ମୋ ସହ କଣ ହେବ ଅନ୍ତିମ ରେ କଣ ହେବ ସବୁ ଆଗରୁ ଲେଖା ସରିଛି।ସବୁ ନୀୟତିରେ ଆଗରୁ ଲେଖା ସରିଛି ଯାହା ଯାହା ମୋ ସହ ହେବ। କେବଳ ଅପେକ୍ଷା ସମୟ କୁ।ଏମିତି କିଛି କହିଛି ଗୋପାଳ ଯାହା ଜେ-ଲ୍ ୱାଡେନ ମଧ୍ୟ ଶୁଣିଛନ୍ତି।
ଗୋପାଳ ର କହିବା କଥା ଯେତେ ପରୀକ୍ଷା କରାଯାଉ ଯେତେ ତାର ମାନସିକ ଯାଞ୍ଚ ହେଉ ସବୁ ବେଳେ ସେ କରିଥିବା କାଣ୍ଡ କୁ ହସି ହସି ସ୍ବୀକାର କରିବ।ସେ ହିଁ ନବ ଦାସଙ୍କୁ ହ-ତ୍ୟା କରିଛି।ଆଉ କ୍ରା-ଇ-ମ-ବ୍ରାଞ୍ଚ କଣ ପ୍ରମାଣ କରିବ ତାହା କେବଳ କ୍ରା-ଇ-ମ-ବ୍ରାଞ୍ଚ ହିଁ ଜାଣିଛି।ଖବର କାଗଜରେ ସେ ପଢିଥିଲା ଯେ ବିଧାନ ସଭାରେ ନବ ଦାସ ହ-ତ୍ୟା ମାମଲା କୁ ନେଇ ସଭା ପଡ଼ିଥିଲା ଆଉ ଉଠିଥିଲା।ବିଭିନ୍ନ ମନ୍ତ୍ରୀ ମାନଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା।
ଏସବୁ ଗୋପାଳ ପଢ଼ି କହିଥିଲା କି ମୋ କଥା ସଭାରେ ନ ଉଠାଇ ଲୋକମାନଙ୍କ ସୁବିଧା କଥା ଆଲୋଚନା କର।ସେ କହିଥିଲା ମୋର ତ ବେଶି ସମୟ ଆଉ ନାହିଁ।କେବଳ ଆରକ୍ଷୀ ଅଧିକାରୀର ରିପୋର୍ଟ ଆସିବା ବାକି ଅଛି। ଗୋପାଳ ନିଜେ ନିଜର ମାନସିକ ରୋଗ ପାଇଁ ଛୁଟି ଆବେଦନ କରିଛି। ଗୋପାଳ ର ସହପାଠୀ ଠାରୁ ପରିବାରର ସମସ୍ତଙ୍କୁ ଆରକ୍ଷୀ ଅଧିକାରୀ ଜେରା କରିସାରିଛି।ଗୋପାଳ କହିଛି ଯେ ସେ ସବୁ ସ୍ବୀକାର କରିସାରିଛି,କେବଳ ସେ ତା ନିୟତି କୁ ଅପେକ୍ଷା କରିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।