ବାହୁବଳୀ ହିରୋଇନ ଅନୁଷ୍କା ସେଠି ଏବେ ବି ଏହି ଭାରତୀୟ 50 ବର୍ଷୀୟ କ୍ରିକେଟର ଙ୍କୁ ବାହା ହେବାକୁ ଚାହୁଁଛନ୍ତି – ଜାଣନ୍ତୁ ସେ କିଏ ?

 

ବନ୍ଧୁଗଣ ଆପଣ ମାନେ ତ ଏହା ଜାଣିଛନ୍ତି ଯେ ସିନେମା କଳାକାର ମାନଙ୍କର ଜୀବନ ଶୈଳୀ ସାଧାରଣ ଲୋକ ଙ୍କ ଠାରୁ ଭିନ୍ନ ଧରଣର ହୋଇଥାଏ । କଳାକାର ମାନଙ୍କ ବିଷୟ ରେ ଜାଣିବା ପାଇଁ ସାଧାରଣ ଲୋକ ମାନଙ୍କ ମନ ରେ ସର୍ବଦା ଇଚ୍ଛା ରହିଥାଏ । କଳାକାର ମାନଙ୍କ ଜୀବନ ରେ ପ୍ରତିଦିନ କିପରି କଣ ଘଟୁଛି ସେ ସବୁ କୁ ଜାଣିବା ପାଇଁ ଗୋଟେ ସାଧାରଣ ଲୋକ ମାନେ ଉ-ତ୍କ-ଣ୍ଠା ଭରି ହୋଇ ରହିଥାଏ ।ସାଉଥ୍ ଜଗତ ର ଜଣାଶୁଣା ଅଭିନେତ୍ରୀ ଅନୁଷ୍କା ସେଟି କେଉଁ ଭାରତୀୟ କ୍ରିକେଟର ଙ୍କ ପ୍ରେମରେ ପଡି ଯାଇଥିଲେ , ଆସନ୍ତୁ ଜାଣି ନେବା ସଂପୂର୍ଣ୍ଣ ଖବର ।

ଦର୍ଶକ ବନ୍ଧୁ ସାଉଥ୍ ସିନେମା ଜଗତ ର ଜଣେ ଜଣାଶୁଣା ହିରୋଇନ୍ ଅନୁଷ୍କା ସେଟୀ ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ସାଉଥ୍ ସିନେମା ଜଗତରେ ସେ ଅନେକ ଗୁଡ଼ିଏ ଭଲ ଭଲ ସିନେମା କରି ସେ ବେଶ ପରିଚିତ ଅଟନ୍ତି। ଅନୁଷ୍କା ସେଟୀ ୨୦୦୫ ମସିହା ରେ ପ୍ରଥମ କରି ସିନେମା ଜଗତ ରେ ପାଦ ଦେଇଥିଲେ ଏବଂ ସେ ସେବେ ଠାରୁ ଆଜି ପର୍ଯ୍ୟନ୍ତ ଅନେକ ଗୁଡ଼ିଏ ଫିଲ୍ମ ରେ ଅଭିନୟ କରିଛନ୍ତି । ସାଉଥ୍ ଫିଲ୍ମ “ସୁପର” ରୁ ସେ ନିଜର ସିନେମା କ୍ୟାରିୟର ଆରମ୍ଭ କରିଥିଲେ ଏବଂ ସେ ଅନେକ ବଡ ବଡ଼ ସୁପରଷ୍ଟାର ମାନଙ୍କ ସହିତ ମଧ୍ୟ ଅଭିନୟ କରିଛନ୍ତି।

ଅନୁଷ୍କା ନିଜର ସମସ୍ତ ସିନେମା ରେ ନିଜର ଭୂମିକା କୁ ବେଶ୍ ସୁଚାରୁ ରୂପରେ ତୁଲାଇଥାନ୍ତି । ସେ ନିଜର ସିନେମା ରେ ଏତେ ସୁନ୍ଦର ଭାବରେ ଅଭିନୟ କରିଥାନ୍ତି ଯେ ଦର୍ଶକ ମାନେ ତାଙ୍କର ଅଭିନୟ କୁ ଦେଖି ତାଙ୍କର ଅଭିନୟ ରେ ମନ୍ତ୍ରମୁଗ୍ଧ ହୋଇ ଯାଇଥାନ୍ତି । ବାହୁବଳୀ ଫିଲ୍ମ ପରେ ପରେ ବାହୁବଳୀ ଫିଲ୍ମ ର ଅଭିନେତା ପ୍ରଭାଷଙ୍କ ସହିତ ଅନୁଷ୍କା ଙ୍କ ସହିତ ସ-ମ୍ପ-ର୍କ ଥିବାର ବେଶ୍ ଚର୍ଚ୍ଚା ହେଉଥିଲା ।

 

 ଅନୁଷ୍କା ଙ୍କୁ ନେଇ ଏହି ବଡ ଖବର ଟି ଶୁଣିବାକୁ ମିଳିଥିଲା । ୨୦୧୫ ମସିହାରେ ଅନୁଷ୍କା ସେଟ୍ଟି ଙ୍କ ର ଏକ ଏମ-ଏମ-ଏସ ଭି-ଡ଼ି-ଓ ତାଙ୍କର ସାମ୍ନା କୁ ଆସି ଥିଲା ଏବଂ ସେହି ଭି-ଡି-ଓ ଟି ସୋସିଆଲ ମି-ଡ଼ି-ଆ ରେ ଖୁବ୍ ଭାଇରାଲ ହୋଇଥିଲା। ସେହି ଏମ-ଏମ-ଏସ ଭି-ଡ଼ି-ଓ ଟି ଅଧିକ ମାତ୍ରା ରେ ଭା-ଇ-ରା-ଲ ହେବା ପରେ ଅଭିନେତ୍ରୀ ଅନୁଷ୍କା କହିଥିଲେ ଯେ ଏହା ମୋର ଭି-ଡି-ଓ ନୁହେଁ ।

ଏହା ସହିତ ମଧ୍ୟ ଅନୁଷ୍କା କୁ ନେଇ ଆଉ ଏକ ଖବର ସାମ୍ନା ଆସିଥିଲା ଯେ ଅନୁଷ୍କା ପ୍ରଥମେ ଜଣେ  ଭାରତୀୟ କ୍ରିକେଟର ଙ୍କ ପ୍ରେମରେ ପଡି ଥିଲେ । ଅନୁଷ୍କା ନିଜେ ଏହା କହିଛନ୍ତି ଯେ ,ରାହୁଲ ଦ୍ରାବିଡ ହେଉଛନ୍ତି ତାଙ୍କର ଜଣେ ପ୍ରିୟ କ୍ରିକେଟର ଏବଂ  ରାହୁଲ୍ ଙ୍କ ଉପରେ ମଧ୍ୟ ତାଙ୍କର କ୍ରସ୍ ରହିଥିଲା । ଏହା ପରେ ମଧ୍ୟ କହିଛନ୍ତି ଯେ ସେ ପରେ ରାହୁଲ ଦ୍ରାବିଡ ଙ୍କ ପ୍ରେମ ରେ ମଧ୍ୟ ପଡ଼ି ଯାଇ ଥିଲେ । ଶେଷ ରେ କହିଥିଲେ କି କେବେ ଦୁହିଁଙ୍କ ମଧ୍ୟରେ ଦେଖା ହୋଇ ନଥିଲା ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *