ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଡାକ୍ତରଙ୍କ କଥାଶୁଣି କାନ୍ଦିପକେଇ ପିଣ୍ଟୁ ନନ୍ଦ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ।ଏହି ଦେଶରେ କଳାକାର ମାନଙ୍କୁ ବହୁତ୍ ସମ୍ମାନ ମିଳେ।କିନ୍ତୁ କଳାକାରମାନଙ୍କର ସ୍ବାସ୍ଥ୍ୟ ଖରାପ ହେବା ଫଳରେ ସମସ୍ତଙ୍କ ମନରେ ଦୁଃଖର ଲହରୀ ଖେଳାଇ ଦେଇଥାଏ। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ବନ୍ଧୁଗଣ ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ ଅବସ୍ଥା ଅତି ଗୁରୁତ୍ୱର ହୋଇ ପଡିଛି ।
ଯିଏ ଦିନେ ଗଳା ଫୁଟେଇ ଡାଇଲଗ୍ କହୁଥିଲା ସେ ଆଜି ସେହି ଆଜି କଥା ଦୁଇ ପଦ ଭଲରେ କହି ପାରୁନାହାଁନ୍ତି। ଏବେ ଦିଲ୍ଲୀରେ ପିଣ୍ଟୁ ନନ୍ଦ ଛଳ ଛଳ ଆଖିରେ ବହୁତ୍ ସାରା ଅଭିନୟ କରୁଛନ୍ତି ।ଆଖିରେ ଲୁହ ମନରେ ଅନେକ କଥା।କିଏ ତାଙ୍କ ନାମ ନେଇ ଭୀକ ମାଗୁଛି ତ ଆଉ କିଏ ରାଜନୀତି କରୁଛିlହେଲେ ଏମିତି ତାଙ୍କ ନାମକୁ ଅପବ୍ୟବହାର କରାଜାଉଛି କହିବା ଲଜ୍ୟା ଜନକ ଅଟେ।ବର୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି।
ଦିଲ୍ଲୀରେ ଏକ ବସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ପିଣ୍ଟୁ ନନ୍ଦ ଙ୍କୁ ହାଇଦ୍ରାବଦ କିମ୍ବା ଚେନ୍ନାଇ ସ୍ଥାନାନ୍ତରିତ କରାଯିବ ବୋଲି ଡାକ୍ତର କହିଛନ୍ତି।ଲିଭର ସିରୋସିସ ରେ ପୀଡିତ ପିଣ୍ଟୁ ନନ୍ଦଙ୍କର ଲିଭର ଟ୍ରାନ୍ସପ୍ଲାନ ହେବାର ଥିଲା କିନ୍ତୁ ଏଥି ପାଇଁ କୈଣସି ଡୋନର ମିଳୁ ନାହାଁନ୍ତି ବୋଲି ଶୁଣାଯାଇଛି।ସେପଟେ ଅର୍ଥ ବି ଅଭାବ ରହୁଛି।ଯେତିକି ଆବଶ୍ୟକ ଅର୍ଥ ସେତିକି ଅର୍ଥ ମିଳିପାରିନାହିଁ ବୋଲି ଜାହାକି ପିଣ୍ଟୁ ନନ୍ଦଙ୍କ ଭାଇ କହିଛନ୍ତି।
ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ ଅବସ୍ଥା ଗୁରତ୍ୱ ରହିଛି ସେତିକି ବେଳେ ଡ଼ାକ୍ତର କହିଛନ୍ତି ହାଇଦ୍ରାବାଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ପିଣ୍ଟୁ ନନ୍ଦ ଓଡ଼ିଶାବାସୀଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି।ତେବେ ଏହାରି ଭିତରେ ସୂଚନା ମିଳିଛିକି ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ ଅବସ୍ଥା ଗୁରତ୍ୱ ରହିଛି ଠିକ୍ ସେହି ସମୟରେ ହାଇଦ୍ରାବଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।