ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବାହାଘର ପରେ ସ୍ଵାମୀ ଆକାଶଙ୍କ ପୋଲ ଖୋଲିଲେ ଲିପ୍ସା ମିଶ୍ର।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଓଡ଼ିଶାରେ ପ୍ରସିଦ୍ଧ ଅଭିନେତ୍ରୀ ତଥା ଓଲିଉର ଜଣେ ଜଣାଶୁଣା ଅଭିନତ୍ରୀ ଭାବେ ପରିଚିତ ଲିପ୍ସା ମିଶ୍ର।ସେ ନିଜର ଅଭିନୟ ଯାଦୁରେ ସମସ୍ତଙ୍କ ମନ ଜିଣିନେଇଛନ୍ତି। ସେ କେବଳ ନିଜ ଅଭିନୟରେ ନୁହେଁ ନିଜ ପର୍ଶୋନାଲିଟୀ ରେ ମଧ୍ୟ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଛନ୍ତି।ସେ କେବଳ ସିନେମା ନୁହନ୍ତି ସେ ରିଏଲିଟୀ ସୋ ରେ ମଧ୍ୟ ଜଜ ଭାବେ କାମ କରନ୍ତି।ନିଜର ଅଭିନୟ ର ଯାଦୁ ଆଉ ନିଜର ସୁନ୍ଦରତା ପାଇଁ ସେ ବେଶ୍ ପରିଚିତ।
ତେବେ ସିନେମାରେ ମିଛି ମିଛିକା ବାହା ହେଉଥିବା ଲିପ୍ସା ଏବେ ସତ ସତିକା ବାହା ହେଇଛନ୍ତି।ଲିପ୍ସା ଏବେ ହାତକୁ ଦି ହାତ ହୋଇଛନ୍ତି। ସେ ବିବାହ ବେଦିରେ ବସି ବାହା ହୋଇଛନ୍ତି। ସେ ବାହା ହେଇଛନ୍ତି ଆକାଶ ଙ୍କୁ।ଲିପ୍ସା କହିଛନ୍ତି ତାଙ୍କର ଇଚ୍ଛା ଥିଲା ଏକ ଭଲ ପୁଅକୁ ବାହା ହେବା ଆଉ ବଲିଉଡ ଡିଯାଇନର ସବ୍ୟସାଚୀ ଙ୍କ ଲେହେଙ୍ଗା ପିନ୍ଧିବା ଆଉ ସେ ପିନ୍ଧିଛନ୍ତି।
ସେ ବହୁତ୍ ଖୁସି ଅଛନ୍ତି ଏଥିରେ।ସେ କହିଛନ୍ତି ସମସ୍ତଙ୍କ ଲାଇଫ ରେ ବାହାଘର ଏକ ସ୍ପେସିଆଲ ହୋଇଥାଏ। ସମସ୍ତେ ଏହି ଦିନକୁ ଚାହିଁ ବସିଥାନ୍ତି।ଆଉ ଏକ ଭଲ ପୁଅକୁ ବାହା ହେବା ସମସ୍ତଙ୍କ ଇଚ୍ଛା ଥାଏ।ସେ ଆକାଶଙ୍କୁ ବାହା ହୋଇ ପୁରା ଖୁସିରେ ଅଛନ୍ତି।ତାଙ୍କ ଖୁସି କହିଲେ ନସରେ।ସେ ଆହୁରି କହିଛନ୍ତି ଯେ ଯେତେ ସିନେମା ବା ସିରିଏଲ୍ ରେ ବାହା ହେଇଥାନ୍ତୁ।କିନ୍ତୁ ପ୍ରକୃତ ବାହାଘର ରେ ଟିକେ ଡର ଲାଗେ ଆଉ ଖୁସି ଲାଗେ।
ରିଅଲ ବାହାଘର ରିଅଲ ବାହାଘର ହୋଇଥାଏ।ତାଙ୍କ ସ୍ଵାମୀ ବିଷୟରେ ସେ କହିଛନ୍ତି ଯେ ସେ ବହୁତ୍ ଭଲ ଆଉ ମଜାକିଆ।ଲିପ୍ସା ମିଶ୍ର କହିଛନ୍ତି ଯେ ତାଙ୍କ ସ୍ବାମୀ ରିଅଲ ଲାଇଫ ର ତାଙ୍କ ହିରୋ ଆଉ ସେ ତାଙ୍କ ରିଅଲ ଲାଇଫ ର ହିରୋହିନ।ତାଙ୍କ ସ୍ଵାମୀ ପୁରା ତାଙ୍କ ସିନେମା ଠାରୁ ଅଲଗା ଅଛନ୍ତି।ସେ ସିନେମା ଜଗତରେ ନାହାନ୍ତି।ଆଉ ତାଙ୍କୁ ପାଈ ଲିପ୍ସା ପୁରା ଖୁସ।ଆଉ ସେ ସମସ୍ତଙ୍କ ନିଜ ନୂଆ ଜୀବନ ଆରମ୍ଭର ଆଶୀର୍ବାଦ ଲୋଡିଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।