ଏହି ଅସଲ କାରଣ ପାଇଁ ମନ୍ତ୍ରୀ ଙ୍କୁ ମାରିଦେଲେ ଗୋପାଳ…!

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଖଣି ପାଇଁ ନବ ଦାସ ଆଉ ମନ୍ତ୍ରୀଙ୍କ ଝଗଡ଼ା କାରଣରୁ ଗୋପାଳକୁ ସୁପାରି ଦେଇ ନବ ଦାସଙ୍କୁ ରାସ୍ତାରୁ ହଟାଇଦେଲେ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ବନ୍ଧୁଗଣ ଦିନ ଦ୍ବିପହରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହ-ତ୍ୟା ଘଟଣାକୁ ଏହାରି ଭିତରେ ୩୦ ଦିନ ପୂରିଛି । ଏହି ମାମଲାରେ ଅଭିଯୁକ୍ତ ଗୋପାଳକୁ ଆରକ୍ଷୀ ଅଧିକାରୀ ଗି-ର-ଫ କରିଛି । ମାମଲାର ତଦନ୍ତ କ୍ରା-ଇ-ମ-ବ୍ରାଂ-ଚ କରୁଥିବା ବେଳେ ତାକୁ ନେଇ ଉଠିଛି ଅସମାହିତ ପ୍ରଶ୍ନ । ଗୋପାଳ କାହିଁକି ନବ ଦାସଙ୍କୁ ହ-ତ୍ୟା କଲା? ସେନେଇ କିଛି ସ୍ପଷ୍ଟ କରିନାହିଁ । ଏହା ବ୍ୟକ୍ତିଗତ ଶତ୍ରୁତା ନା ସୁପାରି କିଲିଂ? ହ-ତ୍ୟା ପଛରେ କିଛି ବ୍ୟବସାୟିକ ଅଥବା ରାଜନୈତିକ ଲିଙ୍କ ରହିଛି କି? 

 

ଅଭିଯୁକ୍ତ ଗୋପାଳକୁ ଆରକ୍ଷୀ ଅଧିକାରୀ ଗି-ର-ଫ କରିବା ପରେ କ୍ରା-ଇ-ମ-ବ୍ରାଂ-ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । କିନ୍ତୁ ଏପର୍ଯ୍ୟନ୍ତ କ୍ରା-ଇ-ମ-ବ୍ରାଂ-ଚ ମଧ୍ୟ ତଦନ୍ତକୁ ନେଇ ଉଠୁଥିବା ପ୍ରଶ୍ନ ଉପରୁ ପରଦା ଉଠାଇ ପାରିନାହିଁ । ତେଣୁ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘନ ଘନ ଆ-କ୍ର-ମ-ଣ କରୁଛନ୍ତି । ତେବେ ଏହାରି ମଧ୍ୟରେ ପୁଣି ବିଜେଡି଼ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହ-ତ୍ୟା ମାମଲାରେ ଆସିଛି ଏକ ନୂଆ ମୋଡ଼ । 

 

ବିଧାନ ସଭାରେ ପୁଣି ଉଠିଲା ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ । ହ-ତ୍ୟା-କା-ଣ୍ଡ ଉପରୁ ଏବେ ପରଦା ହଟାଇବାକୁ ଦାବି କରିଲେ ବିଧାୟକ । କହିଲେ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ହେଉଛି ଏକ ପ୍ଲାନ୍ କରି କରାଯାଇଥିବା ମର୍ଡର । ଶୂନ୍ୟକଲାରେ ନବ ଦାସଙ୍କ ହ-ତ୍ୟା ପ୍ରସଙ୍ଗ ଉଠାଇବା ସହିତ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଜେପି କହୁଛି ସିବିଆଇ କିନ୍ତୁ ଆମେ କହୁଛୁ ଏସଆଇଟି ତଦନ୍ତ ହେଉ । ଗୃହରେ ଯାହା ସରକାର ଉତ୍ତର ରଖୁଛନ୍ତି ତାହା କ୍ରା-ଇ-ମ-ବ୍ରା-ଞ୍ଚର ତଦନ୍ତ ହେଉଛି ତାହା ଆମ ମନକୁ ଛୁଉଁନି। 

 

ବିରୋଧୀଙ୍କ ଘନ ଘନ ଚାପ ପରେ ବଦଳିଛି ରାଜ୍ୟ ସରକାରଙ୍କ ସ୍ବର ।  ନବ ଦାସ ହ-ତ୍ୟା ତଦନ୍ତରେ ଷଡ଼ଯନ୍ତ୍ର ଓ ଶତ୍ରୁତା ଦିଗକୁ ସାମିଲ କରାଯାଇଛି ବୋଲି ବିଧାନସଭାରେ ବିବୃତ୍ତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ । ତେବେ ଜନ ଅସନ୍ତୋଷକୁ ଚାପିବା ପାଇଁ ଏହା ରାଜ୍ୟ ସରକାରଙ୍କ ଆଉ ଏକ ଚାଲ ନୁହେଁ ତ । ତାହାଲେ କାହିଁକି ଏଯାଏ ଲଗାଯାନି ଷଡ଼ଯନ୍ତ୍ର ଦଫା ଏସବୁ ଆସିଛି ସମ୍ନାକୁ । ତେବେ ଶେଷରେ ତଦନ୍ତ ପେଶାଦାର ଓ ପାରଦର୍ଷ୍ୟ ଢଙ୍ଗରେ କରାଯାଉଅଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *