ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସରକାର କଲେ ବଡ଼ ଘୋଷଣା । ରାସନ୍ କାର୍ଡ ଥିଲେ କରନ୍ତୁ ଏହି ଜିନିଷ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ପ୍ରତିଦିନ ଦୁନିଆ ରେ ଅନେକ ପ୍ରକାର ର ଘଟଣା ମାନ ଘଟିଥାଏ।କିଛି ଭଲ ଘଟଣା ଥାଏ ଆଉ କିଛି ଖରାପ।ତେବେ ବର୍ତ୍ତମାନ ଖବର ଗୁଡ଼ିକ ବିଷୟରେ ଜାଣିବା ଅତି ସହଜ ହେଇଗଲାଣି।ଆଜି ଦିନ ରେ ଛୋଟ ରୁ ବଡ଼ ସମସ୍ତଙ୍କ ପାଖରେ ଗୋଟିଏ ଗୋଟିଏ ଫୋନ୍ ରହିଛି।ଯାହା ଦ୍ଵାରା ଖବର ସଂଚାର ଅତି ସହଜ ହୋଇପଡିଛି। ତେବେ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।
ପାଠକବନ୍ଧୁ ପ୍ରଥମ ବଡ ଖବର ଟି ହେଲା ରାଜ୍ୟ ସରକାର ଙ୍କ ବଡ ପଦକ୍ଷେପ ନେଇଛନ୍ତି। ହଟିବେ ସବୁ ନକଲି ଡାକ୍ତର । ଯାଞ୍ଚ ହେବ ଡାକ୍ତରୀ ପ୍ରମାଣ ପତ୍ର ଆଜିର ସମୟ ରେ ରାଜ୍ୟରେ ବହୁତ ନକଲି ଡାକ୍ତର ଚିହ୍ନଟ ହେଉଛନ୍ତି । ନକଲି ଡାକ୍ତର ଙ୍କ ଦ୍ୱାରା ଚିକିତ୍ସିତ ହେବା ପରେ ରୋଗୀ ଙ୍କର ଅବସ୍ଥା ବିଗୁଡୁ ଥିବା ବେଳେ ସ୍ୱାସ୍ଥ୍ୟ ସେବା ବିପର୍ଯିତ ହୋଇଛି । ଏହି ସମସ୍ୟା ର ସମାଧାନ ସହିତ ଗୁଣାତ୍ମକ ସ୍ୱାସ୍ଥ ସେବା ଯୋଗେଇ ଦେବା ନେଇ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ।ଏଲୋପାଥି ଡାକ୍ତର ମାନଙ୍କ ଡାକ୍ତରୀ ସାର୍ଟି ଫିକେଟ ଯାଞ୍ଚ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷ ରୁ ପକ୍ରିୟା ଆରମ୍ଭ ହୋଇଛି ।
ତେବେ ନିସ୍ପତି ଅନୁସାରେ ବିଭାଗ ପକ୍ଷ ରୁ ରାଜ୍ୟ ଡାକ୍ତରୀ ଶିକ୍ଷା ଏବଂ ତାମିଲ ନିର୍ଦ୍ଧାଳୟ , ଓଡିଶା ଆଇନ ବିଜ୍ଞାନ ପଞୀକରଣ ପରିଶଦ ଓ ସମସ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଚିଠି ଲେଖା ଜାଇଛି । ତେବେ ତେବେ ଉଭୟ ସରକାରୀ ଏବଂ ପ୍ରାଇଭେଟ ଡାକ୍ତର ଙ୍କ ସାର୍ଟିଫକେଟ ଯାଞ୍ଚ ହେବ ।ପରବର୍ତ୍ତୀ ଖବର ହେଲା ରାଜ୍ୟ ରେ ଆସନ୍ତା ସପ୍ତାହ ରୁ ବଢିବ ଖରା କୁହୁଡି ନେଇ ଜାରି ହେଲା ୟୋଲ ୱାର୍ଣ୍ଣିଂ । ଆଗାମୀ ତିନି ରୁ ଚାରି ଦିନ ମଧ୍ୟରେ ଦିନର ତାପମାତ୍ରା ରେ ବିଶେଷ ପରିବର୍ତନ ହେବ ନାହିଁ । ଦିନ ତାପମାତ୍ରା ସର୍ବଚ୍ଛ ଠାରୁ ସାମାନ୍ୟ ଅଧିକ ରହିବ ।
ମାତ୍ର ପରବର୍ତି ସମୟ ରେ ରାଜ୍ୟ ରେ ଅନେକ ସ୍ଥାନରେ ଦିନର ତାପମାତ୍ରା ଦୁଇରୁ ଚାରି ଡୀଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ।ଫେବୃଆରୀ 27 ଏବଂ 28 ତାରିଖ ତଥା ଆସନ୍ତା ସପ୍ତାହ ଠାରୁ ଭୁବନେଶ୍ୱର ସମତେ ପଶ୍ଚିମ ଓଡିଶା ର ଅଧିକାଶଂ ସହର ରେ ଦିନର ତାପମାତ୍ରା 38 ଡୀଗ୍ରି ରୁ 40 ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଜାଇଛି । ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ମୂଖ୍ୟତଃ ସୁଖିଲା ରହିବ ଅର୍ଥାତ ଫେବୃଆରୀ ମାସରେ ବର୍ଷା ହେବାର ସମ୍ଭାବନା ନାହିଁ । ମାତ୍ର ଭୋର ସମୟ ରେ କୁହୁଡି କଲ ବଲ କରିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।