ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଖଣି ପାଇଁ ନବ ଦାସଙ୍କୁ ପ୍ଲାନିଂ କରି ମା-ରିଦେଲା ମନ୍ତ୍ରୀ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ଦେଶ ଭାରତ ସମୃଦ୍ଧି ର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।କିନ୍ତୁ ସେଥି ମଧ୍ୟରେ ଏମିତିକିଛି ଘଟଣା ଘଟିଛି ଯାହା ଆପଣ ଶୁଣିଲେ ବିଶ୍ୱାସ କରିପାରିବେନି। ଜଣେ ବରିଷ୍ଟ ମନ୍ତ୍ରୀ କୁ ଗୁ-ଳି କରି ରାସ୍ତା ମଝିରେ ମା-ରି-ଦେବା ଘଟଣା ଓଡ଼ିଶା ବାସୀଙ୍କୁ ଚକିତ କରିଦେଇଛି। ସମସ୍ତଙ୍କୁ ଜଣାଥିବା ଏବେ ବିଧାନ ସଭା ଚାଲିଛି ।
ଏହି ବିଧାନ ସଭା ର ଶୂନ୍ୟ କାଳରେ କଂଗ୍ରେସ ବିଧ୍ୟକ ତାର ବାହିନୀ ପତି ପୁଣି ଏହି ହ-ତ୍ୟା କାଣ୍ଡ ଘଟଣାକୁ ସଭାରେ ଉଠାଇଛନ୍ତି। କଂଗ୍ରେସ ଏହି ଘଟଣାକୁ ବହୁତ୍ ନିନ୍ଦା କରିବା ସହିତ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛି। ବିଧାୟକ ତାରା ବାହିନୀ ପତି ସଭା ମଝିରେ ଏହା ହେଉଛି ଏକ ସୁ ଚିନ୍ତିତ ମୋଡର ବୋଲି କହିବା ସହିତ ବହୁତ୍ ବଡ଼ ବଡ଼ ଲୋକ ଏହି ଘଟଣା ରେ ସଂପୃକ୍ତ ଥିବାର କହିଛନ୍ତି।
ମନ୍ତ୍ରୀ ନବଦାସ ହ-ତ୍ୟା କାଣ୍ଡକୁ ୧ ମାସ ପରିବାକୁ ଯାଉଛି ।କିନ୍ତୁ ଆରକ୍ଷୀ ର ତଦନ୍ତ କେବଳ ଗୋପାଳ ପାଖରେ ସୀମିତ ବୋଲି କହିଛନ୍ତି ଉଭୟ ବିଜେପି ଏବଂ କଂଗ୍ରସ ।ଏହି ଘଟଣା ପାଇଁ ଆଜି ଶୂନ୍ୟ କାଳରେ ବିଧାନ ସଭା ବହୁତ୍ ହୁଲୁଷ୍ଟୁଲ ଥିଲା। ଏପଟେ ଏହି ଘଟଣାରେ ପ୍ରଥମ ଥର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଜବାବ ରଖିଛନ୍ତି । ମୁଖ୍ୟ ମନ୍ତ୍ରୀ ଏହି ଘଟାଳରେ ତଦନ୍ତର ଦିଗ ଠିକ୍ ଥିବାର ନେଇ ଲିଖିତ ଆକାରରେ ଉତ୍ତର ରଖିଛନ୍ତି ।
କିନ୍ତୁ ଉଭୟ ବିରୋଧୀ ଦଳ ଏହି କଥାକୁ ମାନିବାକୁ ରାଜି ନୁହନ୍ତି ।ବିରୋଧୀ ବିଧାୟକ ମାନେ ଏମିତିବି କହୁଛନ୍ତି , ପୋଲିସ ତାର ନିଜ ତଦନ୍ତ କିପରି ନିଜେ କରିପାରିବ ସେଥିପାଇଁ ଉଚ୍ଚ ସ୍ତରୀୟ ତଦନ୍ତ ହେଉ । ଏବେ ସମସ୍ତଙ୍କର ନଜର ରହିଛି ଆରକ୍ଷୀ ଅଧିକାରୀ କଣ କରୁଛି? ଆରକ୍ଷୀ ଅଧିକାରୀ ର ତଦନ୍ତ ଗୋପାଳ ପାଖରେ ସୀମିତ ରହିଯାଉଛି ନ ଆଉ କିଛି ଆଗକୁ ଯାଉଛି?
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।