ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶିକ୍ଷକ ସ୍କୁଲ୍ ଛାତ୍ରୀ ମାନଙ୍କ ସହ କରୁଛନ୍ତି ଖରାପ ବ୍ୟବହାର।ଆସନ୍ତୁ ଜାଣିବା ଏହି ସମ୍ପର୍କରେ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦୁନିଆରେ ବିଭିନ୍ନ ପ୍ରକାର ମଣିଷ ବାସ କରନ୍ତି।ଏହି ମଣିଷ ମାନଙ୍କୁ ନେଇ ସମାଜ ଗଠିତ।ସମାଜ ରେ ବଞ୍ଚିବା ପାଇଁ ହେଲେ ସମାଜ ର କିଛି ନୀତି ନିୟମ ରହିଛି ଯାହାକୁ ମାନିବାକୁ ପଡ଼ିଥାଏ।ସମାଜରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ କାମ କରିଥାନ୍ତି।କିଛି ଲୋକ ଅଛନ୍ତି ଯେଉଁମାନଙ୍କ କାମରେ ସମାଜ ଗର୍ବିତ ଅନୁଭବ କରିଥାଏ।କିନ୍ତୁ ଆହୁରି ଏମିତି ଲୋକ ଅଛନ୍ତି ଯେଉଁମାନଙ୍କ କାମ ପାଇଁ ସମାଜରେ କଳଙ୍କର କଳା ଦାଗ ଲାଗିଯାଏ।
ଆଜିକାଲି ଏପରି ଘଟଣା ମାନ ଘଟୁଛି ଯାହାକୁ ଶୁଣିଲେ ବିଶ୍ବାସ କରିହୁଏ ନାହିଁ କି ଆଜିର ଦୁନିଆରେ ଲୋକ ମାନେ ଏପରି କାମ କରୁଛନ୍ତି।ସମାଜରେ ଲୋକମାନଙ୍କ ସହ ଆମ୍ଭମାନଙ୍କର ଭିନ୍ନ ଭିନ୍ନ ସମ୍ପର୍କ ଗଢ଼ିଉଠିଥାଏ। ସେହି ସବୁ ସମ୍ପର୍କ ଗୁଡ଼ିକ ମଧ୍ୟରୁ ଶିକ୍ଷକ-ଛାତ୍ରୀ ସମ୍ପର୍କ ଅନ୍ୟତମ।ଏହି ସମ୍ପର୍କ ଏକ ପବିତ୍ର ସମ୍ପର୍କ ଅଟେ।କିନ୍ତୁ ଆଜିକାଲି ଏହି ପବିତ୍ର ସମ୍ପର୍କକୁ କଳୁଷିତ କରିବାରେ ଲାଗିଛନ୍ତି କିଛି ଲୋକ।ଛାତ୍ରୀ ମାନେ ଯାଇଥାନ୍ତି ସ୍କୁଲକୁ ପାଠ ପଢ଼ିବା ପାଇଁ। ସ୍କୁଲରୁ ବହୁତ କିଛି ଶିକ୍ଷା ଗ୍ରହଣ କରିଥାନ୍ତି।
କିନ୍ତୁ କିଛି ଶିକ୍ଷକ ଛାତ୍ରୀମାନଙ୍କ ସହ ଖରାପ ବ୍ୟବହାର କରୁଛନ୍ତି।ଏମିତି କିଛି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଧୂଷୁରୀ ଅଞ୍ଚଳରେ।ସେହି ଅଞ୍ଚଳର ସରକାରୀ ଉଛ ବିଦ୍ୟାଳୟ ର ଏକ ଶିକ୍ଷକ ସେହି ବିଦ୍ୟାଳୟ ର କିଛି ଛାତ୍ରୀ ଙ୍କ ସହ ଖରାପ ବ୍ୟବହାର କରିଛନ୍ତି।ଏହି ବିଷୟ ରେ ଜଣେ ଛାତ୍ରୀ ଙ୍କୁ ପଚାରିବାରୁ ସେ କହିଲେ କି ତପନ ସାର ନାମକ ଏକ ଶିକ୍ଷକ ପାଖାପାଖି ୧୫ ଜଣ ଛାତ୍ରୀଙ୍କ ସହ ଖରାପ ବ୍ୟବହାର କରିଛନ୍ତି।ସେହି ସାର୍ ଜଣଙ୍କ ସେମାନଙ୍କର ପିଠିକୁ ଆଉଁଶୁଛନ୍ତି।
କିଛି କହିଲେ ପୋଲ ତଳକୁ ଠେଲିଦେବେ ବୋଲି ଧମକ ଦେଉଛନ୍ତି।ଯେଉଁ ବିଷୟ ପଢ଼ା ହୋଇନାହିଁ ,ସେହି ବିଷୟକୁ ଜୋର୍ ପାଟି କରି ପଢ଼ିବା ପାଇଁ କହୁଛନ୍ତି। ପଢ଼ିସାରିଲା ପରେ ଛାତ୍ରୀ ମାନଙ୍କୁ ପାଖକୁ ଡାକି କିସ୍ କରିବା ପାଇଁ କହୁଛନ୍ତି।ଛାତ୍ରୀ ଜଣଙ୍କ ଆହୁରି କହିଛନ୍ତି କି ସେହି ଶିକ୍ଷକ ଜଣଙ୍କ ସ୍କୁଲକୁ ମ-ଦ ଧରି ଆସି ପିଉଛନ୍ତି। ଏହି ବିଷୟ ରେ ଛାତ୍ରୀମାନେ ଯାଇ ତାଙ୍କ ବାପା ମା ଙ୍କୁ କହିବା ପରେ।ସେମାନେ ଯାଇ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଙ୍କୁ ଏହି ବିଷୟରେ ଜଣାଇଥିଲେ।ଏବଂ ପରେ ଥା-ନାକୁ ଯାଇଥିଲେ ଅ-ଭି-ଯୋ-ଗ କରିବା ପାଇଁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।