ପିଣ୍ଟୁ ନନ୍ଦଙ୍କ ପରଲୋକକୁ ସହି ପାରୁ ନାହାଁନ୍ତି ଭଉଣୀ, କାନ୍ଦି କାନ୍ଦି ଗଡିଲେ ପରିବାର ଲୋକେ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପିଣ୍ଟୁ ନନ୍ଦଙ୍କ ପରଲୋକକୁ ସହି ପାରୁ ନାହାଁନ୍ତି ଭଉଣୀ, କାନ୍ଦି କାନ୍ଦି ଗଡିଲେ ପରିବାର ଲୋକେ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦିନେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା, ଏଇ ଭୁବନେଶ୍ଵର ରେ ତାଙ୍କର ଚିକିତ୍ସା ଚାଲୁଥିଲା ଆଉ ଯେତେବେଳେ ଭୁବନେଶ୍ଵର ଫେଲ୍ ମା-ରି-ଲା ସେତେବେଳେ ତାଙ୍କୁ ଦିଲ୍ଲୀ ରେଫର୍ କରାଗଲା। ଦିଲ୍ଲୀ ର ଏକ ବେସରକାରୀ ହସ୍ପିଟାଲ ରେ ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ଚାଲିଥିଲା ଏବଂ ଦିଲ୍ଲୀ ବି ଫେଲ୍ ମା-ରି-ବା ପରେ ତାଙ୍କର ଅଧିକ ଚିକିତ୍ସା ଉନ୍ନତ ମାନର ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ କୁ ଅଣା ଯାଇଥିଲା।

 

ପିଣ୍ଟୁଙ୍କ ଅଧିକ ଚିକିତ୍ସା ପାଇଁ ପିଣ୍ଟୁ ଙ୍କ ନିକଟରେ ଅର୍ଥ ର ମଧ୍ୟ ଅଭାବ ଥିଲା ଏଥିପାଇଁ ସେ ଓଡିଶା ବାସୀ ମାନଙ୍କୁ ହାତ ଯୋଡି ନେହୁରା ମଧ୍ୟ ହୋଇଥିଲେ କି ତାଙ୍କୁ ସାହାଯ୍ୟ କରିବାକୁ ତାଙ୍କୁ ବଞ୍ଚାଇ ଦେବାକୁ କାରଣ ସେ ମରିବାକୁ ଚାହୁଁ ନଥିଲେ ବଞ୍ଚିବାକୁ ଚାହୁଁଥିଲେ। ଏହାପରେ ଅନେକ ଲୋକ ତାଙ୍କ ପାଇଁ ସାହାଯ୍ୟ ର ହାତ ବଢ଼ାଇଥିଲେ,ସମସ୍ତେ ନିଜର ସକ୍ଷମ ଅନୁଯାୟୀ ତାଙ୍କୁ ସାହାଯ୍ୟ କରିଥିଲେ। ଅନେକ ବଡ ବଡ ଅଭିନେତା ମାନେ ବି ପିଣ୍ଟୁଙ୍କୁ ସାହାଯ୍ୟ କରିବା ପାଇଁ ଓଡ଼ିଶାବାସୀ ଙ୍କୁ ଅନୁରୋଧ କରିଥିଲେ। 

 

ସବୁକିଛି ହେଲା ଟଙ୍କା ଯୋଗାଡ଼ ହେଲା ଅଧିକ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ରୁ ହାଇଦ୍ରାବାଦ ମଧ୍ୟ ଅଣାଗଲା ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହେଲା ହେଲେ ପିଣ୍ଟୁ ଆଉ ଏତେ କଷ୍ଟ ଯନ୍ତ୍ରଣା ସବୁକୁ ସହି ପାରିଲେନି ହାର୍ ମାନିଗଲେ ଆଉ ହାଇଦ୍ରାବାଦ ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଖି ବୁଜି ଦେଇଥିଲେ। ବୁଧବାର ଦିନ ରାତି ୧୧.୨୫ ମିନିଟ୍ ସମୟରେ ସେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପିଣ୍ଟୁ ଲିଭର୍ ସିରୋସିସ୍ ଭଳି ଏକ ଭୟାନକ ରୋଗରେ ପୀଡିତ ହୋଇଥିଲେ,।

 

ଏହା ହେଉଛି ଲିଭର୍ ଜନିତ ଏକ ରୋଗ ଯାହାର ଶେଷ ଷ୍ଟେଜ୍ ହେଉଛି ଲିଭର୍ ସିରୋସିସ୍, ଏହି ରୋଗରେ ପୀଡିତ ହୋଇ ପିଣ୍ଟୁ ନନ୍ଦ ମୃ-ତ୍ୟୁ ବରଣ କରିଲେ ଆଉ ମୃ-ତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୭ ବର୍ଷ ବୟସ ହୋଇଥିଲା। ଗୁରୁବାର ରାତିରେ ଯେତେବେଳେ ତାଙ୍କର ମର ଶରୀର ତାଙ୍କ ଘରେ ପହଞ୍ଚିଥିଲା ସେତେବେଳେ ତାଙ୍କର ଭଉଣୀ ନିଜକୁ ସମ୍ଭାଳି ପାରି ନଥିଲେ ତାଙ୍କ ପୁଅମାନେ ମଧ୍ୟ ନିଜ ବାପାଙ୍କ ର ମ-ର ଶରୀରକୁ ଦେଖି ପୂରା ଭାଙ୍ଗି ପଡିଥିଲେ ଆଉ ଏହି ଦୃଶ୍ୟ ବହୁତ ହୃଦୟ ବିଦାରକ ଥିଲା।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *