ଆସନ୍ତୁ ଜାଣିବା କ’ଣ ଥିଲା ପିଣ୍ଟୁ ନନ୍ଦ ଙ୍କ ଶେଷ ଇଚ୍ଛା କଣ ଥିଲା।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସନ୍ତୁ ଜାଣିବା କ’ଣ ଥିଲା ପିଣ୍ଟୁ ନନ୍ଦ ଙ୍କ ଶେଷ ଇଚ୍ଛା କଣ ଥିଲା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଏହି ଧରା ପୃଷ୍ଠ ରେ ଯିଏ ଜନ୍ମ ଗ୍ରହଣ କରିଛି ଦିନେ ନା ଦିନେ ତାର ମୃ-ତ୍ୟୁ ନିଶ୍ଚିତ।ମୃ-ତ୍ୟୁ ହିଁ ହେଉଛି ମନୁଷ୍ୟ ଜୀବନ ର ସବୁ ଠାରୁ ବଡ଼ ସତ।କିନ୍ତୁ ମନୁଷ୍ୟ ଏହି ସତ କୁ ଆପଣେଇବାକୁ ଇଚ୍ଛା କରେ ନାହିଁ।ମନୁଷ୍ୟ ନିଜ ଜୀବନ ରେ ଯେତେ ସଫଳ ହେଲେ ମଧ୍ୟ କିଛି ନା କିଛି ଇଚ୍ଛା ସବୁବେଳେ ବାକି ରହିଥାଏ।ମୃ-ତ୍ୟୁ ପର୍ଯ୍ୟନ୍ତ ମଧ୍ୟ ମଣିଷ ର ଇଚ୍ଛା ପୁରାଣ ହୋଇନଥାଏ।ତେବେ ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ବିୟୋଗ ରେ ଶୋକ ର ଛାୟା ଖେଳିଯାଇଛି।

 

ସମସ୍ତ ଙ୍କ ଆଖି ଲୁହ ଯେ ତାଙ୍କ ପ୍ରିୟ ର ପିଣ୍ଟୁ ଆଉ କେବେ ବି ଫେରିବେନି।ହଁ ଆଜ୍ଞା ବନ୍ଧୁଗଣ ପିଣ୍ଟୁ ନନ୍ଦ ଆଉ ଆମ ଗହଣରେ ନାହାନ୍ତି। ସେ ଆଉ କେବେ ବି ଫେରିବେନି।ତେବେ ଆସନ୍ତୁ ଜାଣିବା କ’ଣ ଥିଲା ପିଣ୍ଟୁ ନନ୍ଦ ଙ୍କ ଶେଷ ଇଚ୍ଛା।ପାଠକ ବନ୍ଧୁ ପିଣ୍ଟୁ ନନ୍ଦ ଆଉ ଆମ ଗହଣ ରେ ନାହାନ୍ତି।ସେ ବୁଧବାର ରାତି ୧୧:୨୫ ମିନିଟ୍ ରେ ହାଇଦରାବାଦ ଯଶୋଦା ହସ୍ପିଟାଲ୍ ମୃ-ତ୍ୟୁ ବରଣ କରିଛନ୍ତି।

 

ଏହି ଖବରଟି ସମସ୍ତଙ୍କୁ ଆଚମ୍ବିତ କରିଦେଇଛି।କାରଣ ପିଣ୍ଟୁ ନନ୍ଦ ଅବେଳରେ ଛାଡି ଚାଲିଗଲେ।ମାତ୍ର ୪୫ ବର୍ଷ ବୟସ ରେ ପିଣ୍ଟୁ ଆରପାରିକୁ ଚାଲିଗଲେ। ଦୁଇ ମାସ ଧରି ଲିଭର୍ ସିରୋସିସ୍ ରୋଗ ରେ ପୀଡ଼ିତ ଥିଲେ ପିଣ୍ଟୁ।ପ୍ରଥମେ ଭୁବନେଶ୍ୱର ର ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧିନ ଥିଲେ ତାପରେ ଦିଲ୍ଲୀ ହସ୍ପିଟାଲକୁ ଗଲେ।ତେବେ ଡକ୍ଟର ତାଙ୍କ ଯଥା ଶୀଘ୍ର ଲିଭର୍ ଟ୍ରାନ୍ସପ୍ଲାଣ୍ଟ୍ କରିବାକୁ ପରାମର୍ଶ ଦେଇଥିଲେ ନଚେତ୍ ତାହା ତାଙ୍କ ପାଇଁ ଘାତକ ସାଜିବ ବୋଲି କହିଥିଲେ।

 

ତେଣୁ ପିଣ୍ଟୁ ଙ୍କୁ ଫେବୃଆରୀ ୭ ତାରିଖ ରେ ଦିଲ୍ଲୀ ରୁ ହାଇଦରାବାଦ କୁ ନିଆ ଯାଇଥିଲା।କିନ୍ତୁ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥା ରେ ଆରପାରି କୁ ଚାଲିଗଲେ।ତେବେ ପିଣ୍ଟୁ ନନ୍ଦ ଙ୍କ ଏକ ଶେଷ ଇଚ୍ଛା ଥିଲା।ପିଣ୍ଟୁ ଙ୍କ ଦୁଇଟି ପୁଅ ଅଛନ୍ତି।ସେ ସେମାନଙ୍କୁ ବହୁତ୍ ଭଲ ପାଉଥିଲେ।ତାଙ୍କର ଇଚ୍ଛା ଥିଲା ସେ ସମ୍ପୂର୍ଣ ଠିକ୍ ହେବା ପରେ ଘରେ ନିଜ ପତ୍ନୀ ଓ ଦୁଇ ପୁଅ ଙ୍କ ସହ ଏକାଠି ଜୀବନ ବିତାଇବେ। କିନ୍ତୁ ତାଙ୍କର ଶେଷ ଇଛା ଇଚ୍ଛା ହୋଇ ରହିଗଲା।ଶେଷ ଇଚ୍ଛା ପୂରଣ ହେବା ପୂର୍ବରୁ ସେ ଆରପାରି କୁ ଚାଲିଗଲେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *