ପିଣ୍ଟୁ ନନ୍ଦଙ୍କ ଶେଷ ଭିଡିଓ । ବଞ୍ଚେବାକୁ ଏମିତି ଶେଷ ଥର ପାଇଁ ଚେଷ୍ଟା କରୁଥିଲେ ଡାକ୍ତର। ଭାଇରାଲ ଭିଡିଓ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପିଣ୍ଟୁ ନନ୍ଦଙ୍କ ଶେଷ ଭିଡିଓ । ବଞ୍ଚେବାକୁ ଏମିତି ଶେଷ ଥର ପାଇଁ ଚେଷ୍ଟା କରୁଥିଲେ ଡାକ୍ତର ।  ଭାଇରାଲ ହେଉଛି ହସପିଟାଲରୁ ମୃ-ତ୍ୟୁ ପରର ଏହି ଭିଡିଓ । ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏବେ ଆଉ ଆମ ଗହଣରେ ନାହାଁନ୍ତି ଅଭିନେତା ପିଣ୍ଟୁ ନନ୍ଦ । ହାଇଦ୍ରାବାଦର ଯଶୋଦା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦଙ୍କର ପ-ର-ଲୋ-କ ଘଟିଛି । ସୂଚନାଯୋଗ୍ୟ ମାସେ ଉପରେ ହେବ ସେ ଲିଭର ଜନିତ ସମସ୍ୟାରେ ଆକ୍ରାନ୍ତ ଥିଲେ ତାଙ୍କୁ ପ୍ରଥମେ ଭୁବନେଶ୍ୱର ସ୍ଥିତ କିମ୍ସ ଏବଂ ତାପରେ ଦିଲ୍ଲୀର ଆଇଏଲବିଏସ ଏବଂ ପରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ବୁଧବାର ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ଚିକିତ୍ସା ହେଉଥିବା ବେଳେ ପିଣ୍ଟୁ ନନ୍ଦଙ୍କର ପ-ର-ଲୋ-କ ଘଟିଛି ବୋଲି ଖବର ଆସିଛି । 

 

ତେବେ ତାଙ୍କ ମୃ-ତ୍ୟୁ ବେଳର ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଚାଲି ଆସିବ । ସମସ୍ତଙ୍କୁ ମନରଞ୍ଜନ ଦେଉ ଥିବା ପିଣ୍ଟୁ ନନ୍ଦଙ୍କୁ ରିଲ କି ରିଏଲ ଲାଇଫରେ ଆଉ ଦେଖିବା ପାଇଁ ମିଳିବ ନାହିଁ । ଓଡ଼ିଆ ଆଲବମ ହେଉ କି ଫିଲ୍ମ କମେଡିଆନ ହେଉ କି ଖଳନାୟକ ଭୂମିକା ପିଣ୍ଟୁ ନନ୍ଦଙ୍କ ଅଭିନୟ ସବୁବେଳେ ଦର୍ଶକଙ୍କ ମନକୁ ବେସ ଛୁଇଁ ଯାଇଛି । ନିଜର ନିଆଁରା ଠାଣି ପାଇଁ ଚର୍ଚ୍ଚିତ ପିଣ୍ଟୁ ନନ୍ଦ ସବୁବେଳେ ସମସ୍ତ ଙ୍କର ଦୃଷ୍ଟି ଆକର୍ଷଣ କରିଥାନ୍ତି । 

 

ତେବେ ବର୍ତମାନ ବନ୍ଧୁମାନେ ପୁଣି ଏକ ଦୁଃଖଦ ଖବର ଆସିଚି ଅଲିଉଡ଼ ଇଣ୍ଡଷ୍ଟ୍ରୀ ପାଇଁ । ପିଣ୍ଟୁ ଙ୍କର ମୃ-ତ୍ୟୁର ଖବର ଆସି ପହଁଚିଛି । ଯେଉଁ ଖବର ଶୁଣିବା ପରେ ସବୁଠି ଶୋକର ଛାୟା ଖେଳି ଯାଇଛି । ଏହା ବ୍ୟତୀତ ମୃ-ତ୍ୟୁ ପୂର୍ବରୁ ପିଣ୍ଟୁଙ୍କର ଅବସ୍ଥା କେମିତି ଥିଲା ଓ ସେ କଣ ଥିଲେ ସେ ନେଇ ଏକ ଭିଡ଼ିଓ ସମ୍ନାକୁ ଆସିଛି । ଆପଣ ମାନେ ଏଜି କଥା ଜାଣିଥିଲେ କି ପିଣ୍ଟୁ ଲିଭର ସିରୋସିସ୍ ନାମକ ଏକ ରୋଗରେ ପୀଡ଼ିତ ଥିଲେ । ଆଉ ରୋଗର ଚିକିତ୍ସା ପାଇଁ ସେ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । 

 

ହେଲେ ପରବର୍ତ୍ତୀ ସମୟରେ ତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ପଡିଥିଲା । ତେବେ ସୂଚନା ଅନୁଯାୟୀ କି ଯେତେବେଳେ ଦିଲ୍ଲୀରେ ପିଣ୍ଟୁଙ୍କର ଚିକିତ୍ସା ମଧ୍ୟ ଠିକରେ ହେଇ ପରି ନଥିଲା ସେତେବେଳେ ତାଙ୍କୁ ହାଇଦ୍ରାବାଦ ନିଆ ଯାଇଥିଲା । ଆଉ ସେଠାରେ ସେ ଯଶୋଦା ମେଡ଼ିକାଲରେ ଏଡମିଟ ହୋଇଥିଲେ କିନ୍ତୁ ଏହାପରେ ବି ପିଣ୍ଟୁଙ୍କ ପରିସ୍ଥିତିରେ କିଛି ବି ସୁଧାର ଆସି ନଥିଲା ଓ ପରବର୍ତ୍ତୀ ସମୟରେ ଚିକିତ୍ସିତ ଆବସ୍ତାରେ ତାଙ୍କର ମୃ-ତ୍ୟୁ ଘଟିବାର ସୂଚନା ମିଳିଛି । ଜଣା ପଡ଼ିଛି ମୃ-ତ୍ୟୁ ବେଳକୁ ପିଣ୍ଟୁଙ୍କୁ ମାତ୍ର ୪୭ ବର୍ଷ ବୟସ ହେଇଥିଲା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *