ମ-ରି-ବା ପରେ ପିଣ୍ଟୁ ନନ୍ଦ ମୋ ସ୍ବପ୍ନରେ ଆସିଥିଲା । ଏଭଳି ପ୍ରତିକ୍ରିୟା ରଖିଲେ ଅଭିନେତା ବୁଦ୍ଧାଦିତ୍ୟ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମ-ରି-ବା ପରେ ପିଣ୍ଟୁ ନନ୍ଦ ମୋ ସ୍ବପ୍ନରେ ଆସିଥିଲା । ଏଭଳି ପ୍ରତିକ୍ରିୟା ରଖିଲେ ଅଭିନେତା ବୁଦ୍ଧାଦିତ୍ୟ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତମାନ ସମୟରେ ନୀରବି ଯାଇଛି ଓଡ଼ିଆ ଚଳଚ୍ଚିତ୍ର ଜଗତ । ଶୁଭା ଯାଉନାହିଁ ଆଉ ସେ ଉଚ୍ଚ ସ୍ୱର । ଆଉ ସମସ୍ତଙ୍କ ମନରେ ଖାଲି ଭରି ରହିଛି କୋହ । କାହା ପାଖରେ କିଛି କହିବାକୁ ଶବ୍ଦ ନାହିଁ କି କିଏ କଣ କହିବ ଜାଣି ପାରୁ ନାହିଁ । ସମସ୍ତେ ନିଜ ମନରେ ଚାପି ରଖିଥିବା ଅନେକ କୋହକୁ ବ୍ୟକ୍ତ କରି ପାରୁ ନାହାଁନ୍ତି । କାହିଁକି ନା ହଠାତ୍ ଏପରି ହୋଇଯିବ ବୋଲି କେହି ଜାଣି ନଥିଲେ । ସମସ୍ତେ ଭାବି ଥିଲେ ଦିନେ ନା ଦିନେ ସୁସ୍ଥ ହୋଇ ଘରକୁ ଫେରି ଆସିବେ ପିଣ୍ଟୁ ନନ୍ଦ । 

 

କିନ୍ତୁ କିଏ ବି ଜାଣି ନଥିଲେ ହଠାତ୍ ସେ ଆମ ସମସ୍ତଙ୍କୁ ଏକୁଟିଆ କରି ଦେଇ ଚାଲିଯିବେ । ଆଉ ନାହାଁନ୍ତି ଅଭିନେତା ପିଣ୍ଟୁ ନନ୍ଦ । ଅଫେରା ରାଇଜକୁ ସବୁ ଦିନ ପାଇଁ ଚାଲି ଯାଇଛନ୍ତି ପିଣ୍ଟୁ ନନ୍ଦ । ଯାହା କେହି କେବେ ସ୍ବପ୍ନରେ ବି ଭାବି ନଥିଲେ, ତାହା ସତ ହୋଇଗଲା । ଦୀର୍ଘଦିନ ଧରି ଲିଭର୍ ସିରୋସିସ୍ ରୋଗରେ ପୀଡିତ ଥିବା ପିଣ୍ଟୁ ନନ୍ଦଙ୍କ ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃ-ତ୍ୟୁ ଘଟିଛି । 

 

ତେବେ ଏହି ଦୁଃଖ ଖବର ପାଇବା ପରେ ସ୍ତବ୍ଧ ହୋଇଯାଇଛନ୍ତି ସମ୍ପୂର୍ଣ ଓଡିଆ କଳାକାର ମାନେ । ପିଣ୍ଟୁ ନନ୍ଦଙ୍କ ମୃତ୍ୟୁକୁ ନେଇ ତାଙ୍କର ସହ-କାଳକାର ତଥା ବନ୍ଧୁ ଅଭିନେତା ବୁଦ୍ଧାଦିତ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ଆଜି ମୁଁ ବସିଛି ଗୋଟିଏ ଯାଗାରେ ଯାଇଁକି ରାତି ୪ ଟା ବେଳେ ଶୋଇଲି । ମୁଁ ଶୋଇକି ପିଣ୍ଟୁ ଭାଇଙ୍କ ସ୍ଵପ୍ନ ଦେଖୁଛି ଯେ ସେ ଯେଉଁ ନୂତନ ପିଣ୍ଟୁ ନନ୍ଦ ଯିଏ ଯୁବକ କାଳରେ ଆସିଥିଲେ ସେ ମୋ ସହିତ କଥା ହେଉଛନ୍ତି ଆଉ ମୋତେ ଡାକୁଛନ୍ତି । 

 

ଏଇଟା ମୁଁ ରାଣ ପକାଉଛି ଆଉ କହିଛି ମଧ୍ୟ ଗୋଟେ ଦୁଇଟା ଯାଗାରେ । କାରଣ ମୋତେ ବହୁତ୍ ଗଭୀର ଭାବରେ ଏଇଟା ଆଘାତ କଲା ତୋ ସେଇଟା ମୁଁ ଜାଣି ପାରିଲି । କଣ କହିଲେ ସେ ହଠାତ୍ ନିକଟରେ ଆପଣ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ । ଜନତା ଜନାର୍ଦ୍ଦନ ମଧ୍ୟ ଶୁଣିଲେ ଆଶ୍ଚର୍ୟ୍ଯ ହେବେ । ସେ କହିଲେ ବୁଦ୍ଧ ମୁଁ ଆଉ ମାତ୍ର ବର୍ଷେ କିମ୍ଵା ଦେଢ଼ ବର୍ଷ ବଞ୍ଚିବି । ମୁଁ କହିଲି କାଇଁ ଏମିତି କହୁଛ ଯେମିତି ସାଙ୍ଗ ଭିତରେ କୁହନ୍ତି । ଜାଣିଲେ ରୋମ ଟାଙ୍କୁରି ଉଠୁଛି” ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *