ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ଲିପ୍ସା ମିଶ୍ର । ହେଲେ କଣ କରନ୍ତି ଲିପ୍ସାଙ୍କ ସ୍ଵାମୀ ଆକାଶ ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ବନ୍ଧୁଗଣ ବିବାହ କଲେ ଓଲିଉଡ ର ଜବରଦସ୍ତ ଅଭିନେତ୍ରୀ ଲିପ୍ସା ମିଶ୍ର । ଆଜ୍ଞା ହଁ ଆକାଶଙ୍କ ହାତ ଧରିଲେ ଅଭିନେତ୍ରୀ ଲିପ୍ସା ମିଶ୍ର । ତେବେ ବନ୍ଧୁଗଣ ଆପଣ ମାନେ ଲିପ୍ସା ମିଶ୍ରଙ୍କୁ ତୋ ବହୁତ ଭଲ ଭାବେ ଜାଣିଥିବେ । ବହୁତ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀରେ ଅଭିନୟ କରି ଆସିଛନ୍ତି ଲିପ୍ସା । ତାହାଲେ ଲିପ୍ସା ମିଶ୍ର ଓଲିଉଡ ସିନେମାରେ ଅଭିନୟ କରିବା ସହିତ ସେ ୱେବସିରିଜ୍ ଏବଂ ଆଲବମ୍ ମାନଙ୍କରେ ବି ଅଭିନୟ କରନ୍ତି । ତେବେ ଏବେ ଲିପ୍ସା ମିଶ୍ରଙ୍କ ବିବାହ ହୋଇ ଯାଇଛି ।
ଏହି ବିବାହଟି ବହୁତ ଧୁମ ଧାମ୍ ରେ ହୋଇଥିଲା ଆଉ ଏହିଥିରେ ଓଲିଉଡର ପ୍ରାୟ ବହୁତ ସାରା ସେଲିବ୍ରେଟି ମାନେ ଯୋଗ ଦେଇଥିବାର ନଜର ଆସିଥିଲେ । ତେବେ ଲିପ୍ସା ମିଶ୍ରଙ୍କ ବିବାହ ହୋଇ ସାରିଛି । ମାତ୍ର ୩୬ ବର୍ଷ ବୟସରେ ଏବଂ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଲିପ୍ସା ମିଶ୍ର ଓଲିଉଡର ସେଲିବ୍ରେଟି ମାନଙ୍କୁ ବହୁତ ସାରା ଭଲ ପାଆନ୍ତି । ତାଙ୍କର ବାହାଘରରେ ବି ସମସ୍ତ ସେଲିବ୍ରେଟି ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲେ ।
ତେବେ ଖାସ କରି ଓଲିଉଡର ଆଗ ଧାଡିର କଳାକାର ମାନେ ବି ତାଙ୍କ ବାହାଘରରେ ଉପସ୍ଥିତ ରହି ବହୁତ ମଜା ମସ୍ତି କରିଥିଲେ । ତେବେ ବାହାଘରଟି ବହୁତ ଧୁମ ଧାମ୍ ରେ ହୋଇଥିଲା । ଯେଉଁଠାରେ ସମସ୍ତେ ବହୁତ ଏନଜୟ କରିଥିବାର ନଜର ଆସିଛନ୍ତି । ଲିପ୍ସା ମିଶ୍ର ୩୬ ବର୍ଷ ବୟସରେ ବିବାହ କରିଛନ୍ତି । ଏବେ ସମସ୍ତଙ୍କ ମନରେ ପ୍ରବଳ ଆଗ୍ରହ ଯେ ଲିପ୍ସାଙ୍କ ସ୍ୱାମୀ କଣ କରନ୍ତି । ତାହେଲେ ଏଠାରେ ଆମେ ଆପଣ ମାନଙ୍କୁ କହି ରଖୁଛୁ ଯେ ଲିପ୍ସା ମିଶ୍ରଙ୍କ ସ୍ୱାମୀ ହେଲେ ଜଣେ ବହୁତ ବଡ ବିଜନେସ ମେନ ସେ ଇଂଞୀନିୟରିଂ ମଧ୍ୟ କରିଛନ୍ତି ।
ତେହେଲେ ଲିପ୍ସା ମିଶ୍ରଙ୍କ ବାହାଘର ଏବେ ସରି ଯାଇଛି । ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ମିଶ୍ରଙ୍କୁ ଜୀବନ ସାଥୀ କରିଛନ୍ତି ଲିପ୍ସା । ସୋମବାର ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଆଉ ଏବେ ଶାଶୁ ଘରକୁ ଚାଲି ଜାଇଛନ୍ତି ଲିପ୍ସା ମିଶ୍ର । ଅଭିନୟ କରିବା ସହିତ ସେ ବହୁତ ସାରା ସୋସିଆଲ ୱାର୍କ ମଧ୍ୟ କରିଥାନ୍ତି । ତାହାଲେ ଲିପ୍ସା ମିଶ୍ର ଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।