ଅଷ୍ଟ୍ରେଲିଆ କିପର Mathew Wade ପାକିସ୍ତାନ ଠାରୁ ମ୍ୟାଚ ଜିତେଇବା ପରେ Ms Dhoni ଙ୍କ ବିଷୟରେ ଦେଲେ ବଡ ବୟାନ…

 

ଦର୍ଶକ ବନ୍ଧୁ ଗତ ନଭେମ୍ବର ୧୧ ତାରିଖ ରେ ହୋଇଥିବା ପାକିସ୍ତାନ ଓ ଅଷ୍ଟ୍ରେଲିଆର ମ୍ୟାଚ କୁ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ମ୍ୟାଚ୍ ଟି ଟ-କ୍କ-ର ର ହେବା ସହିତ ମ୍ୟାଚ୍ ପୁରା ରୋ-ମା-ଞ୍ଚ-କ ପୂର୍ଣ୍ଣ ହୋଇଥିଲା । ସେହି ମ୍ୟାଚ୍ ରେ ଅଷ୍ଟ୍ରେଲିଆ ର କ୍ରିକେଟର ମାଥୱେ ୱେଡ ଏକ ରୋ-ମା-ଞ୍ଚ-କ ପୂର୍ଣ୍ଣ ବ୍ୟାଟିଙ୍ଗ ପ୍ରଦର୍ଶନ କରିଥିଲେ ଏବଂ ନିଜ ଟିମ୍ କୁ ଜିତାଇବା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 

 

ଏହା ସହିତ ମଧ୍ୟ ସେହି ମ୍ୟାଚ୍ ରେ ସେ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ ।କିନ୍ତୁ ଆ-ଶ୍ଚ-ର୍ଯ୍ୟ ର କଥା ଏହା ଯେ ମ୍ୟାଚ୍ ପରେ ମାଥୱେ ୱେଡ ପଦର୍ଶନର ସମସ୍ତ ଶ୍ରେୟ ଦେଇଛନ୍ତି ମହେନ୍ଦ୍ର ସିଂହ ଧୋନୀଙ୍କୁ । ତେବେ ଏହି ବିଷୟ ଟି ଉପରେ ମାଥୱେ ୱେଡ ଦେଇଥିବା ବଡ ବ-ୟା-ନ ଟି ବିଷୟରେ ଆସନ୍ତୁ ଜାଣି ନେବା ।

 

ଗତ ମ୍ୟାଚ୍ ରେ ପାକିସ୍ତାନ ଟିମ ପ୍ରଥମ ପର୍ଯ୍ୟାୟରେ ବ୍ୟାଟିଂ କରି ଏକ ଜବରଦସ୍ତ ବ୍ୟାଟିଙ୍ଗ ର ପ୍ରଦର୍ଶନ କରିଥିଲେ ଏବଂ ଅଷ୍ଟ୍ରେଲିଆ ଟିମ୍ ବିପକ୍ଷ ରେ ୧୭୭ ରନ୍ ସଂଗ୍ରହ କରିଥିଲେ । ଏହା ପରେ ଦ୍ଵିତୀୟ ପର୍ଯ୍ୟାୟ ରେ ଅଷ୍ଟ୍ରେଲିଆ ଟିମ୍ ବ୍ୟାଟିଂ କରିଥିଲା ଏବଂ ଅଷ୍ଟ୍ରେଲିଆ ର ଏକ କ୍ରିକେଟର ମାଥୱେ ୱେଡ ଙ୍କ ଜବରଦସ୍ତ ବ୍ୟାଟିଙ୍ଗ କାରଣ ରୁ ଅଷ୍ଟ୍ରେଲିଆ ଟିମ୍ ଜିତି ପାରିଥିଲା। କିନ୍ତୁ ଆ-ଶ୍ଚ-ର୍ଯ୍ୟ ଜନକ କଥା ଏହା ଯେ ମ୍ୟାଚ୍ ସରିବା ପରେ ମାଥୱେ ୱେଡ ପଦର୍ଶନର ସମସ୍ତ ଶ୍ରେୟ ଦେଇଛନ୍ତି ମହେନ୍ଦ୍ର ସିଂହ ଧୋନୀଙ୍କୁ ।

 

 

 

ତେବେ ଇଣ୍ଟର୍ବ୍ୟୁରେ ରେ ମାଥୱେ ୱେଡ କହିଥିଲେ କି , ଏହି ବର୍ଷ ଆମ ଟିମ୍ ଭଲ ପ୍ରଦର୍ଶନ କରିଥିବା କାରଣ ରୁ ଆଜି ଆମେ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିଛୁ । ଏହା ପରେ ସେ ନିଜ ଟିମ୍ ର ସମସ୍ତ ଖେଳାଳି ମାନଙ୍କୁ ଶୁଭେଛା ଜଣାଇଥିଲେ । ଏହା ପରେ ସେ କହିଥିଲେ ଯେ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଙ୍କ ଠାରୁ ମୁଁ ଅନେକ କଥା ଶିଖିଛି । କଠିନ ପରିସ୍ଥିତିରେ ମଧ୍ୟ କିଭଳି ଭାବରେ ନିଜର ମୁଣ୍ଡ କୁ ଥଣ୍ଡା ରଖି କିଭଳି ଭାବରେ ଖେଳିବାକୁ ହୁଏ ତାହା ମୁଁ ମହେନ୍ଦ୍ର ସିଂହ ଧୋନି ଙ୍କ ଠାରୁ ଶିଖିଛି ।

 

ଏହା ପରେ କହିଲେ ଯେ ଯଦି ଏହି ବିଶେଷ କଥା କୁ ସେ ମହେନ୍ଦ୍ର ସିଂହ ଧୋନି ଙ୍କ ଠାରୁ ଶିଖି ନଥାନ୍ତେ ତାହେଲେ ହୁଏତ କମ ସମ୍ଭାବନା ରହିଥାନ୍ତା ଆମର ମ୍ୟାଚ୍ ଜିତିବାର । ତେବେ ଦର୍ଶକବନ୍ଧୁ ଏଭଳି ଭାବରେ ନିଜ ପ୍ରଦର୍ଶନ ର ସମସ୍ତ ଶ୍ରେୟ ସେ ମହେନ୍ଦ୍ର ସିଂହ ଧୋନି ଙ୍କୁ ଦେଇଛନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *