ବଡ଼ ଠକେଇର ଶିକାର ହେଲେ ସିଙ୍ଗର ମଣ୍ଟୁ ଛୁରିଆ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଠକେଇର ଶିକାର ହେଲେ ସିଙ୍ଗର ମଣ୍ଟୁ ଛୁରିଆ। ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିକାଲି ବହୁତ ସୋସିଆଲ ମିଡିଆ ପ୍ଲାଟଫର୍ମ ଆସିଲାଣି ଲୋକମାନେ ଏଥିରେ ବହୁତ ଯୋଡି ମଧ୍ୟ ହେଲେଣି ଏଥିରେ ବହୁତ ଶିଖିବା ବୁଝିବାର ଜିନିଷ ଥିବାବେଳେ ଏଥିରୁ ଠକିବାର ଜିନିଷ ମଧ୍ୟ ବହୁତ ରହିଛି। ତେବେ କଥାରେ ଅଛି ନା ଗୋଟିଏ ଜିନିଷର ଭଲ ଗୁଣ ଅଛି ମାନେ ତାହାର ଖରାପ ଗୁଣ ମଧ୍ୟ ଅଛି ସେହିପରି ସୋସିଆଲ ମିଡିଆରୁ ଅନେକ ଲୋକ ରୋଜଗାରର ପନ୍ଥା ପାଉଥିବା ବେଳେ ଆଉକିଛି ଏଥିରୁ କିଛି ଲୋକ ଠକେଇର ଶିକାର ମଧ୍ୟ ହେଉଛନ୍ତି।

 

ଆମେମାନେ ଅନେକ ସମୟରେ ଶୁଣିବାକୁ ପାଇଥିବା ଯେ ସାଇବର ଠକେଇର ଅନେକ ଲୋକମାନେ ଶିକାର ହେଉଛନ୍ତି ଯାହାଦ୍ଵାରା କି ଲୋକମାନଙ୍କ ଆକାଉଣ୍ଟରେ ଥିବା ଟଙ୍କା ସବୁ ଅଚାନକ୍ ଗାଏବ ହୋଇଯାଉଛି। ଏମିତି ଅନେକ ଆପ୍ ରହିଛି ଯାହା ସମ୍ପର୍କରେ ଆମେ କିଛି ଜାଣିନେ ଯାହାକୁ ପ୍ରଥମ ପ୍ରଥମ ବ୍ୟବହାର କରିବାରେ ଲୋକମାନେ ଏହି ଠକେଇର ଶିକାର ହେଉଛନ୍ତି। ତେବେ ଏବେ ସେହି ସାଇବର ଠକେଇର ଶିକାର ହୋଇ ଶେଷରେ ଆରକ୍ଷୀ ଅଧିକାରୀର ଦ୍ବାରସ୍ଥ ହୋଇଛନ୍ତି ଓଲିଉଡ଼ର ବହୁତ ହିଁ ଫେମସ୍ ସିଙ୍ଗର୍ ମଣ୍ଟୁ ଛୁରିଆ। 

 

ମଣ୍ଟୁଙ୍କ କହିବା ଅନୁଯାୟୀ, ପବ୍ଜୀ ଖେଳରେ ଜଣେ ଲୋକ ତାଙ୍କ ନାମକୁ ବ୍ୟବହାର କରି ଆକାଉଣ୍ଟ ଖୋଲିଥିଲେ ଏବଂ ତାଙ୍କ ନାମରେ ହିଁ ଅନେକ ଲୋକଙ୍କ ସହ ଖେଳିବା ସହ ଅନେକ ଚାଟିଂ ମଧ୍ୟ କରିଥିଲେ। ତେବେ ମଣ୍ଟୁଙ୍କ କହିବା ଅନୁଯାୟୀ ସେ କେବେବି ପବ୍ଜୀ ଖେଳି ନାହାଁନ୍ତି ଏବଂ ତାଙ୍କ ନାମରେ ଏପରି ଆକାଉଣ୍ଟ ଅଛି କିଏ ଜଣେ ତାଙ୍କ ନାମକୁ ବ୍ୟବହାର କରି ଲୋକଙ୍କ ସହ କଥା ହେଉଛି ବୋଲି ସେ କିଛି ବି ଜାଣିନଥିଲେ,ସେ ଅନେକ ଷ୍ଟେଜ୍ ସୋକୁ ଗଲେ ଲୋକମାନେ ତାଙ୍କୁ ସେହି ସମ୍ପର୍କରେ କୁହନ୍ତି ସେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି।

 

ଏହାପରେ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଇନ୍ଷ୍ଟାରେ ଏକ ଭିଡିଓ କରି କହିଥିଲେ କି ଏହା ଫେକ୍ ଅଟେ ଏବଂ ଏଥିରୁ ଦୂରେଇ ରହିବାକୁ। ଏହା ସହ ସେ କହିଥିଲେ କି କିଛି ବି ଯଦି ତଥ୍ୟ ଅଛି କାହା ପାଖରେ ଏହି ସମ୍ପର୍କରେ ତେବେ ତାଙ୍କୁ କମେଣ୍ଟ କରି ଜଣାଇବାକୁ, ଏବଂ ଲୋକମାନେ କିଛି ନମ୍ବର କମେଣ୍ଟ କରି ଜଣାଇଥିଲେ ଯେଉଁ ନମ୍ବରରେ ଏହି ସବୁ କଥା ହୋଇଥିଲା।ଏହାପରେ ଆହୁରି ବି କିଛି ଘଟିଥିବା ମଣ୍ଟୁଙ୍କ ସହ,ତେବେ ଆଗକୁ ଯେପରି କିଛି ନଘଟୁ କି କିଛି ଅସୁବିଧା ନହେଉ ବୋଲି ସେ ଥା-ନାର ଦ୍ଵାରସ୍ଥ ହୋଇଥିଲେ ଏବଂ ସାଇବର ଥା-ନାରେ ଏନେଇ ଅଭିଯୋଗ କରିଥିଲେ। ଏଥିରେ ଜଣେ ଲୋକକୁ ଆରକ୍ଷୀ ଅଧିକ୍ଷକ ଆ-ରେ-ଷ୍ଟ କରି କୋର୍ଟରେ ହାଜର କରିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *