ଜାଣନ୍ତୁ ଅନୁଭବଙ୍କ ସବୁଠୁ ବଡ଼ ଦୁଃଖ । ଯାହା ପ୍ରଥମଥର ପାଇଁ କ୍ୟାମେରା ଆଗରେ ଖୁଲାସା କଲେ ଅନୁଭବ ମହାନ୍ତି। 

 

 ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଜାଣନ୍ତୁ ଅନୁଭବଙ୍କ ସବୁଠୁ ବଡ଼ ଦୁଃଖ । ଯାହା ପ୍ରଥମଥର ପାଇଁ କ୍ୟାମେରା ଆଗରେ ଖୁଲାସା କଲେ ଅନୁଭବ ମହାନ୍ତି।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏବଂ ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତିଙ୍କର ଏକ ଭିଡ଼ିଓ ଦେଖିବାକୁ ମିଳିଛି । ସାଂସଦ ଅନୁଭବ ମହାନ୍ତି କହିଛନ୍ତି ଯେ, ଦୁନିଆଁର ସବୁ ପୁଅ ଝିଅଙ୍କର କିଛି ନା କିଛି ସ୍ବପ୍ନ ରହିଥାଏ । ଆଉ ଜୀବନରେ ବାପା ମାଆଙ୍କ ଠାରୁ ବଡ଼ କିଛି ବି ନାହିଁ । ବାପା ମାଆଙ୍କର ଇଚ୍ଛା ପୂରଣ କରିବା ହେଉଛି ସବୁଠୁ ବଡ଼ କାମ । ଆଉ ବାପା ମାଆଙ୍କ ଇଚ୍ଛାକୁ ସମ୍ମାନ ଜଣାଇବା ସବୁ ପିଲା ମାନଙ୍କର କର୍ତ୍ତବ୍ୟ । 

ସାଂସଦ ଅନୁଭବ ମହାନ୍ତି ଦୁଇଟି ପାସପୋର୍ଟ କରିଛନ୍ତି । ସେ ଦୁଇଟି ପାସପୋର୍ଟ ହେଉଛି ତାଙ୍କ ମାଆ ବାପାଙ୍କ ପାଇଁ । ଦେ ତାଙ୍କ ବାପା ମାଆଙ୍କୁ ବିଦେଶର କିଛି ଜାଗା ବୁଲାଇବାକୁ ଚାହୁଁଛନ୍ତି । ସାଂସଦ ଅନୁଭବ ମହାନ୍ତି କହିଛନ୍ତି ଯେ ସେ ତାଙ୍କ ବାପା ମାଆଙ୍କର ଇଚ୍ଛା କେତେ ଦୂର ପୂରଣ କରିଛନ୍ତି ସେ ଜାଣି ନାହାନ୍ତି ହେଲେ ଆଜି ସେ ଦୁଇଟି ପାସପୋର୍ଟ କରି ପାରିଛନ୍ତି । ଆଉ ଫ୍ଲାଇଟ୍ ସେ ତାଙ୍କ ବାପା ମାଆଙ୍କୁ ଦେଶ ବାହାରର କିଛି ଭଲ ଜାଗା ବୁଲେଇବାକୁ ଚାହୁଁଛନ୍ତି ।

ସେ କହିଛନ୍ତି ଯେ ପ୍ରଥମ ଥର ଯେବେ ଫ୍ଲାଇଟରେ ତାଙ୍କ ବାପା ମାଆ ବାହାରକୁ ଯାଇଥିଲେ ସେତେବେଳେ ସେ ତାଙ୍କ ସହିତ ନଥିଲେ । କିଛି ବ୍ୟକ୍ତିଗତ କାରଣ ପାଇଁ ସେ ତାଙ୍କ ବାପା ମାଆଙ୍କ ସହିତ ଯାଇ ପାରି ନଥିଲେ । ଆଉ ସେ କାରଣ ପଚାରିବା ପାଇଁ ସାଂସଦ ଅନୁଭବ ମହାନ୍ତି ତାଙ୍କର ପ୍ରିୟ ଦର୍ଶକ ମାନଙ୍କୁ ମନା କରିଛନ୍ତି । ଆଉ କହିଛନ୍ତି ଯେ ସେ କଥା ମୋତେ ପଚାରନ୍ତୁନି କାହିଁକି ନା ସେ କଥା ମୁଁ କହି ପାରିବି ନାହିଁ । ଯଦି କହିବି ମୋ ନିଜ ଲୁହକୁ ମୁଁ ରୋକି ପାରିବି ନାହିଁ । 

ସମସ୍ତଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଥାଏ ଯାହାକୁ କାହା ଆଗରେ କହି ହୁଏ ନାହିଁ । ଆଉ ସେମିତି କିଛି କଥା ସାଂସଦ ଅନୁଭବ ମହାନ୍ତିଙ୍କ ଛାତି ଭିତରେ ଚାପି ରହିଛି ଯାହାକୁ ସେ କାହାକୁ ଜଣାଇବାକୁ ଚାହୁଁ ନାହାନ୍ତି । ସେ ପାସପୋର୍ଟ ଆଣି ତାଙ୍କ ବାପା ମାଆଙ୍କ ହାତରେ ଧରି ଦେଇଛନ୍ତି । ଆଉ ତାଙ୍କ ବାପା ମାଆ ବହୁତ୍ ଖୁସୀ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ବାପାଙ୍କ ଦେହ ଅସୁସ୍ଥ ରହିଛି ତାଙ୍କର ଲିଭର ଟ୍ରାନ୍ସ୍ ପ୍ଲାଣ୍ଟ ଅପରେସନ କରାଯିବ । ଆଉ ଅପରେସନ ସରିବା ପରେ ସେ ବାହାରକୁ ବୁଲିବାକୁ ଯିବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *