ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଜିଓର ଏହି ଗୋଟିଏ ରିଚାର୍ଜ ବର୍ଷେରୁ ଅଧିକ ଦିନ ପର୍ଯ୍ୟନ୍ତ ଦେବ ପୂରା ଫାଇଦା । ଡାଟା ସହିତ କଲିଂ ବ୍ୟବସ୍ଥା ସବୁ ମଧ୍ୟ ହେବ ଅନଲିମିଟେଡ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜିର ଦୁନିଆରେ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ଆଉ ସ୍ମାର୍ଟଫୋନ୍ ପାଇଁ ଡାଟାର ବହୁତ ଆବଶ୍ୟକ ପଡିଥାଏ । ବର୍ତ୍ତମାନ ସମୟରେ ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀମାନେ ମଧ୍ୟ ନୂଆ ନୂଆ ପ୍ଲାନ୍ ଆଣିବାରେ ବ୍ୟସ୍ତ । ତେବେ ଏହା ମଧ୍ୟରେ ଦେଶର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ୟୁଜର୍ସଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ୟୁଜର୍ସଙ୍କୁ ବହୁତ ଶସ୍ତା ପ୍ଲାନ ଅଫର କରିଥାଏ ।
ୟୁଜର୍ସ ବି କମ୍ ଦାମରେ ଅଧିକ ବେନିଫିଟ୍ସ ଥିବା ପ୍ଲାନ୍ ସନ୍ଧାନରେ ଥାଆନ୍ତି । ବର୍ତ୍ତମାନ ଜିଓ ଏକ ଶସ୍ତା ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନରେ ଆପଣମାନେ ଡାଟା, କଲିଂ ଓ ଏସଏମଏସ୍ କ୍ଷେତ୍ରରେ ବହୁତ ଫାଇଦା ପାଇପାରିବେ । ଆପଣ ନିଜ ସ୍ମାର୍ଟଫୋନ୍ ପାଇଁ ରିଚାର୍ଜ କରୁଥିବେ ନିଶ୍ଚିତ । କିନ୍ତୁ ଦିନକୁ ଦିନ ଟେକ୍ନୋଲଜି ବଦଳିବାରେ ଲାଗିଛି । ପୁଣି ଏହା ସହିତ ଟେଲିକମ୍ କମ୍ପାନୀ ମଧ୍ୟ ନିଜ ନିଜର ରିଚାର୍ଜ ରିହାତି ବଢ଼ାଇବାରେ ଲାଗିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ ଯାହାକି ଖୁବ୍ ଶସ୍ତା ।
ରିଲାଏନ୍ସ ଜିଓ ଏହାର ସମସ୍ତ ବ୍ୟବହାରକାରୀ ମାନଙ୍କ ପାଇଁ ନୂଆ ଅଫର୍ ଘୋଷଣା କରିଛି । କମ୍ପାନୀର ଏହି ନୂଆ ରିଚାର୍ଜ୍ ଯୋଜନା ଦୀର୍ଘ କାଳୀନ ବୈଧତା ସହିତ ଆସିବ । ଏହି ଯୋଜନାରେ ଉପଭୋକ୍ତା ମାନେ ୫ଜି ଡାଟା ପାଇପାରିବେ । ଏହାକୁ ଜିଓର ସବୁଠାରୁ ଶସ୍ତା ୫ଜି ରିଚାର୍ଜ ବୋଲି ଆପଣ କହି ପାରିବେ । ଏହି ସର୍ଭିସ୍ ତଥ୍ୟରେ କମ୍ପାନୀ କହିଛି ଯେ ଏହି ଯୋଜନା ଗୁଡିକ ୫ଜି ନେଟୱର୍କ ପାଇଁ ଯୋଗ୍ୟ । ଏହି ଅଫର୍ ଅନୁସାରେ ଉପଭୋକ୍ତା ମାନେ ମାତ୍ର ୨୦୨୩ ଟଙ୍କା ରୀଚାର୍ଜ୍ କରି ୨୫୨ ଦିନ ପର୍ଯ୍ୟନ୍ତ ଲାଭ ଉଠାଇ ପାରିବେ ।
ଏଥିରେ ଦୈନିକ ଅଢେ଼ଇ ଜିବି ଡାଟା ପାଇବେ । ଯଦି ଆପଣଙ୍କୁ ଅତିରିକ୍ତ ଡାଟା ଦରକାର ତ ଆପଣ ଭାଉଚର୍ କିଣିପାରିବେ । ଏହି ରିଚାର୍ଜ ପ୍ଲାନ୍ରେ ଜିଓ ଆପ୍ଗୁଡ଼ିକର ଆକ୍ସେସ୍ ବି ମିଳିବ । ଏଥିରେ ବ୍ୟବହାରକାରୀ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଏବଂ ଜିଓ କ୍ଲାଉଡ୍ ସେବାର ଲାଭ ଉଠାଇ ପାରିବେ । କେବଳ କଲିଂ ଓ ଏସ୍ଏମ୍ଏସ୍ ସେବା ଆବଶ୍ୟକ କରୁଥିବା ବ୍ୟବହାରକାରୀଙ୍କ ପାଇଁ ଏହି ପ୍ଲାନ୍ ବେଶ୍ ଲାଭକାରୀ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।