ରିଲ୍ସ କରିବା ପାଇଁ ଲୁଗା ଟେକି ଡେଇଁଲେ ମହିଳା, ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରାଲ୍।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରିଲ୍ସ କରିବା ପାଇଁ ଲୁଗା ଟେକି ଡେଇଁଲେ ମହିଳା, ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରାଲ୍।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଧୁନିକତା ଏବେ ମୁଣ୍ଡରେ ଚଢ଼ି ନାଚ କରିବାରେ ଲାଗିଛି।ବେଳେ ବେଳେ ଆମ ଆଖ ପାଖ ରେ ଏମିତି ସବୁ ଘଟଣl ଦେଖିବା କୁ ମିଳେ କି ଯାହା ଆମେ କେବେ ଭାବି ନ ଥିବୁ କି ଦେଖି ନ୍ ଥିବୁ। ଆଉ ଆମ ସମାଜ ରେ ଏମିତି କିଛି ଲୋକ ରହୁଛନ୍ତି । ଯୋଉ ମାନଙ୍କ ପାଖରେ ସାଧାରଣ ମଣିଷ ଯାହା କରି ପାରନ୍ତି ନାହିଁ ସେଇଟା ସେମାନେ କରି ଦେଖେଇ ଦିଅନ୍ତି।ଯାହାକୁ ବିଶ୍ୱାସ କରିବା ବିଷ୍ମୟ ଜନକ ଅଟେ।

 

ଆଜି କାଲି ରିଲସ୍ ର ଜମାନା ଚାଲିଛି।ଯଦି ଆପଣ ଘରେ ବସି ରିଲ୍ସ ରେ ଗୋଟିଏ ଭିନ୍ନ ଢଙ୍ଗରେ ଭିଡିଓ କରି ତାକୁ ସୋସିଆଲ ମିଡିଆରେ ଛାଡ଼ି ରାତା ରାତି ଫେମସ ବା ଫିଲ୍ମ ଷ୍ଟାର ଓ ଆଲବମ ଷ୍ଟାର ହୋଇପାରିବେ।ତେବେ ଆଜି କାଲି ରିଲସ କରୁଥିବା ଯୁବକ ଯୁବତୀଙ୍କ ମୁଣ୍ଡରେ ଏହି କଥାଟି ଫିକ୍ସ ହୋଇସାରିଛି।ତେଣୁ ରିଲ୍ସ ପାଇଁ ଲୋକେ ଏମିତି ହେଉଛନ୍ତି ଯେ କିଏ କିଏ ପଡିଯାଉଛନ୍ତି ତ ଆଉ କିଏ ଦୁ-ର୍ଘ-ଟ-ଣାର ଶିକାର ହେଉଛନ୍ତି।

 

ତେବେ ଦର୍ଶକ ବନ୍ଧୁ ସେହିପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଜଣେ ଭଉଣୀ ରାତା ରାତି ଫେମୋସ ହେବା ପାଇଁ ସେ ମାଙ୍କଡ ପରି ଲୁଗଟେକି ନାଚୁଛନ୍ତି।ଯେପରି ସେ ରାତା ରାତି ଫେମୋସ ହେଇଯିବେ।ଭଉଣୀ ଜଣକ ରିଲସ ରେ ଏତେ ବ୍ୟସ୍ତ ଯେ ସେ ଆଖ ପାଖରେ କଣ ହେଉଛି କିଛି ଜାଣିପାରୁ ନାହାନ୍ତି।

 

ସେ ଫକ ଫକ ହେଇ ଡେଇଁବାରେ ବ୍ୟସ୍ତ।ଭଉଣୀଙ୍କ ରିଲ୍ସ ଶଦ୍ଧ ଶୁଣି ଜଣେ କୁନି ପିଲାଟି ଘରୁ ବାହାରକୁ ଆସି ଦେଖିଲା।ଦେଖିଲାକୁ ଭଉଣୀ ରିଲ୍ସ୍ କରୁଛନ୍ତି।ଦର୍ଶକ ବନ୍ଧୁ ଭଉଣୀ ଜଣକ ଜାଣି ଶୁଣି ଏମିତି ରିଲ୍ସ କରୁଛନ୍ତି।ଆମ ମୁହଁରେ ଟିକେ ହସ ଫୁଟାଇବା ପାଇଁ କରିଛନ୍ତି।ଆଉ ଏହି ଭଉଣୀଙ୍କ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *