ଦେହ ସୁଖ ମେଣ୍ଟାଇବା ପାଇଁ ଜଙ୍ଗଲ କୁ ଯାଇ ହଟହଟା ହେଲେ ଯୁବକ ଯୁବତୀ।ଆସନ୍ତୁ ଜାଣିବା ଏହା ସମ୍ପର୍କ ରେ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦେହ ସୁଖ ମେଣ୍ଟାଇବା ପାଇଁ ଜଙ୍ଗଲ କୁ ଯାଇ ହଟହଟା ହେଲେ ଯୁବକ ଯୁବତୀ।ଆସନ୍ତୁ ଜାଣିବା ଏହା ସମ୍ପର୍କ ରେ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

            

ବନ୍ଧୁଗଣ ଆଜିକାଲି ଦୁନିଆ ସବୁକିଛି ବଦଳି ଯାଇଛି। ବାପା ମା ମାନେ ପୁଅ ଝିଅ ଙ୍କ ଉପରେ ଭରସା ରଖିଥାନ୍ତି କିନ୍ତୁ ପୁଅ ଝିଅ ମାନେ ସିଏ ଭରସା କୁ ନିଜ ଦେହ ସୁଖ ମେଣ୍ଟାଇବା ପାଇଁ ଭଙ୍ଗିଦେଇଥାନ୍ତି।ଆଜିକାଲି ଅନେକ ପ୍ରକାର ର ବାଟ ରହିଛି।ସହର ରେ ଜାଗା ଜାଗା ରେ ଓୟୋ କିମ୍ବା ହୋଟେଲ ରହିଛି।ସରକାର ଏହାକୁ ନେଇ କିଛି ନିୟମ ମଧ୍ୟ କରିନାହାନ୍ତି।

 

ତେବେ ଯେଉଁ ପୁଅ ଝିଅ ନିଜ ଦେହ ସୁଖ ମେଣ୍ଟାଇବା ନିମନ୍ତେ ନିରୋଳା ସ୍ଥାନ କିମ୍ବା ଜଙ୍ଗଲ କୁ ଯାଇଥାନ୍ତି ସମୟ ସମୟ ରେ ସେମାନେ ହଟହଟା ହୋଇଥାନ୍ତି।ଏପରି ଅନେକ ଖବର ଶୁଣିବାକୁ ମିଳିଥାଏ।କିନ୍ତୁ ଆଜି ଆମେ ଆପଣ ଙ୍କୁ ଏକ ଭାଇରାଲ୍ ଭିଡିଓ ବିଷୟରେ କହିବାକୁ ଯାଉଛି ଯେଉଁଥିରେ ପୁଅ ଝିଅ ଏପରି ଏକ ଅବସ୍ଥା ରେ ଧରାପଡ଼ି ହଟହଟା ହୋଇଛନ୍ତି।ଆସନ୍ତୁ ଜାଣିବା ସେ ସମ୍ପର୍କ ରେ।

             

ପାଠକ ବନ୍ଧୁ ଆପଣ ମାନେ ତୋ ନିହାତି ଏଭଳି ଖବର କେବେ ନା କେବେ ଶୁଣି ଥିବେ ଯେ ଯୁବକ ଯୁବତୀ ଅସଂଜତ ଅବସ୍ଥା ରେ ଜଙ୍ଗଲ ଭିତରୁ ଧରା ପଡ଼ିଲେ। ସେପରି ଏକ ଭିଡିଓ ଏବେ ଖୁବ୍ ଭା-ଇ-ରା-ଲ୍ ହେବାରେ ଲାଗିଛି ଯେଉଁଥିରେ ଏକ ଯୁବତୀ ଜଣକ କାନ ଧରି କହିଛନ୍ତି ଏପରି କାମ ଆଉ କରିବୁନି ଆମେ ଆମକୁ ଛାଡ଼ିଦିଅ।ବାପା ଜାଣିଲେ ରାଗିବେ।

 

ଯାହା କହିବ କରିବି କିନ୍ତୁ ଏପରି କର ନାହିଁ।ବନ୍ଧୁଗଣ କଥା ଟି ଏପରି ଯେ ଏକ ଯୁବକ ଜଙ୍ଗଲ ରେ ଯୁବତୀ ଓ ଯୁବକ ଙ୍କୁ ଅସଂଜତ ଅବସ୍ଥା ଦେଖିନେଲେ।ତାପରେ ଯୁବକ ଜଣକ ସେଇ ଝିଅ ର ଭିଡିଓ କରିବା ଆରମ୍ଭ କରିଦେଲେ।ସେହି ଭିଡିଓ ରେ ଯୁବତୀ ଜଣକ କାନ ଧରି ଏପରି ଆଉ କରିବେନି କେହି କ୍ଷମା ମାଗୁଥିବାର ଦେଖାଯାଇଛି।ତେବେ ଏହି ଭିଡିଓ ଟି ବର୍ତ୍ତମାନ ଭା-ଇ-ରା-ଲ୍ ହେବାରେ ଲାଗିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *