Hardhik Pandya ଙ୍କ କ୍ରିକେଟ କ୍ୟାରିୟର ଶେଷ ! ଫସିଗଲେ ବଡ଼ କେସରେ ପାଣ୍ଡ୍ୟା…

 

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଙ୍କ ସହିତ ବାଧ୍ୟ ବାଧକତାରେ ଶାରୀରିକ ସ-ମ୍ପ-ର୍କ ରଖୁ ଥିବାର ଅଭିଯୋଗ ଆଣିଲେ ମହିଳା । ହାର୍ଦ୍ଦିକ ପାଣ୍ଡ୍ୟା ନିଶା ସେବନ କରି ନିଜ ସାଙ୍ଗ ମାନଙ୍କ ସହ ମିଶି କରୁଥିଲେ ଅପ୍ରାକୃତିକ ଯୌ-ନ କ୍ରିୟା ଏବଂ ଗ୍ରୁପ୍ ସେ-କ୍ସ ।ଏହି ଲିଷ୍ଟରେ ରହିଛନ୍ତି କ୍ରିକେଟର ମୁନାଫ ପଟେଲ୍ ଆଉ ପୂର୍ବତନ BCCI ଚେୟାର ମ୍ୟାନ ରାଜୀବ ଶୁକ୍ଳା ଏବଂ ଏମାନଙ୍କ ସହ ଅନେକ ବଡ ବଡ ହାଇ ପ୍ରୋଫାଇଲ ନାଁ । ମୁମ୍ବାଇ ସାଣ୍ଟାକୃଜ ପୋ-ଲି-ସ ଷ୍ଟେ-ସ-ନ ରେ ରେହେନୁମା ଭଟ୍ଟି ନାମକ ମହିଳା ଆଣିଲେ ସଙ୍ଗୀନ ଅ-ଭି-ଯୋ-ଗ ।

 

ବିଭିନ୍ନ ଡିଲ କରିବା ନେଇ ରେହେନୁମା ଭଟ୍ଟି ଙ୍କ ସ୍ବାମୀ ଗା-ଙ୍ଗ-ଷ୍ଟ-ର ରୀୟାଜ୍ ଭଟ୍ଟି ନିଜର ସ୍ତ୍ରୀ ଙ୍କୁ ୧୫ ରୁ ୨୦ ଜଣ ପୁରୁଷ ଙ୍କ ସହ ଶାରିରୀକ ସ-ମ୍ପ-ର୍କ ରଖିବା ପାଇଁ ବାଧ୍ୟ କରୁଥିଲେ ବୋଲି ରେହେନୁମା ଭଟ୍ଟି ବର୍ତ୍ତମାନ ଅ-ଭି-ଯୋ-ଗ ଆଣିଛନ୍ତି ଏବଂ ଏ ନେଇ ନିଜ ଅ-ଭି-ଯୋ-ଗ ମଧ୍ୟ ଦା-ଖ-ଲ କରିଛନ୍ତି । ବର୍ତ୍ତମାନ ଏ ସବୁ ଘଟଣା ପରେ ପାଟି ରେ ଏବେ ତୁଣ୍ଡି ବାନ୍ଧି ବସିଛନ୍ତି କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟା ଙ୍କ ସମେତ ମୁନାଫ୍ ପଟେଲ ଏବଂ ରାଜୀବ ଶୁକ୍ଳା ।ତେବେ ଆସନ୍ତୁ ଜାଣିବା ଏହି ରିୟାଜ୍ ଭଟ୍ଟି କିଏ । ଏହି ରିୟାଜ୍ ଙ୍କ ବିରୋଧ ରେ ଅଭିଯୋଗ ଆଣିଛନ୍ତି ଏନ-ସି-ବି ନେତା ନବାବ ମଲିକ ।

 

 ନବାବ ମଲିକ ଙ୍କ ଏହା କହିବା କଥା ଯେ ମହାରାଷ୍ଟ୍ର ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଙ୍କ ଛତ୍ରଛାୟା ତଳେ ରୀୟାଜ ଭଟ୍ଟି ଟଙ୍କା ଆଦାୟ କରନ୍ତି । ଏଭଳିକି ମୁମ୍ବାଇ ର ପୂର୍ବତନ ପୋ-ଲି-ସ କମିଶନର ପରମ ବିର ସିଂହ ଙ୍କ ପାଇଁ ସେ ବଟି ଆଦାୟ କରୁଥିଲେ । ଏହା ସହିତ ମଧ୍ୟ ଡନ ଦାଉଦ୍ ଇବ୍ରାହିମ୍ ଙ୍କ ସହ ସ-ମ୍ପ-ର୍କ ରହିଛି । ଏହି ରିୟାଜ ଭଟ୍ଟି ନିଜ ସ୍ତ୍ରୀ ଙ୍କୁ ଅନେକ ପୁରୁଷ ମାନଙ୍କ ସହିତ ଶାରିରୀକ ସ-ମ୍ପ-ର୍କ ରଖିବା ପାଇଁ ବାଧ୍ୟ କରୁଥିଲା ଏବଂ ଯାହା ପ୍ରତି ବଦଳ ରେ ବଡ ବଡ଼ ଡିଲ୍ କୁ ନିଜ ହାତକୁ ଆଣୁଥିଲା । ଏ ନେଇ ବର୍ତ୍ତମାନ ଅ-ଭି-ଯୋ-ଗ ଆଣିଛନ୍ତି ତାଙ୍କର ସ୍ତ୍ରୀ ରେହେନୁମା ଭଟ୍ଟି । ଯେତେବେଳେ ତାଙ୍କର ସ୍ତ୍ରୀ ଏ ସବୁ କୁ ବି-ରୋ-ଧ କରୁଥିଲେ ସେତେବେଳେ ମଧ୍ୟ ତାଙ୍କ ସ୍ତ୍ରୀ ର ନ-ଗ୍ନ ଭି-ଡି-ଓ କୁ ଭାଇରାଲ କରିବାର ଧ-ମ-କ ମଧ୍ୟ ଦେଉଥିଲେ ରୀୟାଯ ଭଟ୍ଟି । ଆଉ ବର୍ତ୍ତମାନ ସମୟ ରେ ରିୟାଯ ଙ୍କ ସ୍ତ୍ରୀ ତାଙ୍କ ବି-ରୋ-ଧ ରେ ମୁହଁ ଖୋଲିଛନ୍ତି ।

 

କ୍ରିକେଟ ରୁ ଆରମ୍ଭ କରି ଅନେକ ଗୁଡ଼ିଏ ବ୍ୟବସାୟ ଭିତ୍ତିକ ଲୋକ ମାନଙ୍କ ସହ ତାଙ୍କୁ ଶାରିରୀକ ସ-ମ୍ପ-ର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ତେବେ ବର୍ତ୍ତମାନ ଏହି ଆ-ରୋ-ପ ପରେ କ୍ରିକେଟ ଜଗତ ରେ ସେ-କ୍ସ୍ ସ୍କା-ଣ୍ଡ-ଲ କୁ ନେଇ ଏକ ଝ-ଡ ସୃଷ୍ଟି ହୋଇଛି ।ରେହନୁମା ଏହା କହିଛନ୍ତି ଯେ ହାର୍ଦ୍ଧିକ ପାଣ୍ଡ୍ୟା , ମୁନାଫ ପଟେଲ ଏବଂ ରାଜୀବ ଶୁକ୍ଳା ଙ୍କ ଭଳି ବ୍ୟକ୍ତି ମାନେ ତାଙ୍କୁ ଅପ୍ରାକୃତିକ ଯୌ-ନ କ୍ରିୟା କରିବା ପାଇଁ ବାଧ୍ୟ କରୁଥିଲେ । ଏହା ସହିତ ମଧ୍ୟ ସେ କହିଛନ୍ତି ୨୦୧୦ ରୁ ୨୦୧୨ ପର୍ଯ୍ୟନ୍ତ ସେ ମୁନାଫ୍ ପଟେଲ ଙ୍କ ସହ ବାଧ୍ୟ ହୋଇ ଶାରୀରିକ ସ-ମ୍ପ-ର୍କ ରଖୁଥିଲେ ଏବଂ ଏହା ପରେ ୨୦୧୫ ପର୍ଯ୍ୟନ୍ତ ହାର୍ଦ୍ଧିକ ପାଣ୍ଡ୍ୟା ତାଙ୍କ ସହ ଶାରିରୀକ ସ-ମ୍ପ-ର୍କ ରଖିବା ପାଇଁ ବାଧ୍ୟ କରୁଥିଲେ ।

 

 ଏମିତିକି ବିସିସିଆଇ ର ପୂର୍ବତନ ଚେୟର୍ମ୍ୟାନ ରାଜୀବ ଶୁକ୍ଳା  ତାଙ୍କ ସାମ୍ନା ନ-ଗ୍ନ ହୋଇ ନାଚିବା ପାଇଁ ବାଧ୍ୟ କରୁଥିଲେ ଏବଂ ତାଙ୍କୁ ମା-ଡ ମାରିବା ସହିତ ତାଙ୍କ ସାଙ୍ଗ ମାନଙ୍କ ସହିତ ତାଙ୍କୁ ଶାରିରୀକ ସ-ମ୍ପ-ର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ତେବେ ବର୍ତ୍ତମାନ ଏହି ଆ-ରୋ-ପ ଟି ଲଗାଯିବା ପରେ ଏହି ସମସ୍ତ ଲୋକ ମାନଙ୍କ ବ୍ୟକ୍ତିଗତ ସେକ୍ରେଟାରୀ ଙ୍କୁ ଫୋନ୍ କରା ଯାଇଥିଲା କିନ୍ତୁ ଆ-ଶ୍ଚ-ର୍ଯ୍ୟ ଜନକ କଥା ଯେ କେହି ବି ଏହାର ଉତ୍ତର ଦେଇ ନଥିଲେ ।ବର୍ତ୍ତମାନ ମୁମ୍ବାଇ ର ସାଣ୍ଟାକୃଜ ପୋ-ଲି-ସ ଏହା କହିଛନ୍ତି ଯେ ଏ ନେଇ ତାଙ୍କ ପାଖରେ ଅଧିକ କୌଣସି ତଥ୍ୟ ନାହିଁ କେବଳ ମହିଳା ଙ୍କ ଅ-ଭି-ଯୋ-ଗ ହିଁ ତାଙ୍କର ହସ୍ତଗତ ହୋଇଛି ।

 

 

 ତେବେ ଏହାପରେ ବର୍ତ୍ତମାନ ପୋ-ଲି-ସ ନିଜର ଅନୁସନ୍ଧାନ ଜାରି ରଖିବା ବୋଲି କହିଛି । ତେବେ ଏହି ଅ-ଭି-ଯୋ-ଗ ଟି ୨୪ ସେପ୍ଟେମ୍ବର ୨୦୨୧ ରେ ଦାଖଲ କରାଯାଇଥିଲା । ଯେହେତୁ ଏହି ଘଟଣା ରେ ବଡ ବଡ ବ୍ୟକ୍ତି ଙ୍କ ନାମ ଅଛି ସେଥିପାଇଁ କାହା ଦେହ ରେ ହାତ ମା-ରି-ବା ପାଇଁ ପୋ-ଲି-ସ କୁ ବର୍ତ୍ତମାନ ସହେ ଥର ଚିନ୍ତା କରିବାକୁ ପଡ଼ୁଛି । ଏହି ଘଟଣା କୁ ନେଇ ବର୍ତ୍ତମାନ ସମୟ ରେ ଏହି ପ୍ରଶ୍ନ ଉଠୁଛି କଣ ହାର୍ଦ୍ଧିକ ପାଣ୍ଡ୍ୟା ସତରେ ଏଭଳି କରିଛନ୍ତି , ଆଉ ଯଦି ଏହି ଅ-ଭି-ଯୋ-ଗ ସତ ହୁଏ ତାହେଲେ ହାର୍ଦ୍ଧିକ ପାଣ୍ଡ୍ୟା ଙ୍କ ଖେଳ ଜୀବନ ଶେଷ ହୋଇଯିବ ବୋଲି ଅନୁମାନ କରାଯାଉଛି ।

 

Leave a Reply

Your email address will not be published. Required fields are marked *