ଟ୍ରେନ ପଛରେ କଣ ପାଇଁ ଥାଏ ବଡ଼ ଚିହ୍ନ ? ଏହା ପଛରେ କଣ ରହିଛି ବଡ଼ କାରଣ ?

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଟ୍ରେନ ପଛରେ କଣ ପାଇଁ ଥାଏ ବଡ଼ ଚିହ୍ନ ? ଏହା ପଛରେ କଣ ରହିଛି ବଡ଼ କାରଣ ?ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ଟ୍ରେନ ରେ ବସିଥିବେ କିନ୍ତୁ ଟ୍ରେନ ବିଷୟରେ କିଛି ରୋଚକ କଥା ବା ଗୁରୁତ୍ବପୁର୍ଣ୍ଣ ତଥ୍ୟ ବିଷୟରେ ଜାଣି ନଥିବେ । ଆଜି ଆମେ ଆଅଅଁ ଙ୍କୁ ଏହିପରି ଟ୍ରେନ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଜଣାଇବୁ । ଆପଣ ମାନେ ଜାଣିଛନ୍ତି କି ଟ୍ରେନ ପଛରେ ବା ଶେଷ ଡବା ପଛରେ କାହିଁକି କ୍ରସ ବା ଛକି ଚିନ୍ହ ଥାଏ । ତେବେ ଆସନ୍ତୁ ଏହା ବିଷୟ ରେ ଜାଣିବା  । 

 

ସମସ୍ତେ ଜାଣନ୍ତି କି ଟ୍ରେନର ସବୁ ଡବା ଗୁଡିକ ପରସ୍ପର ସହ ଯୋଡି  ହୋଇଥାଏ । ଯଦି ଏହି ଯୋଡ଼ାରେ କୌଣସି ବି ଅସୁବିଧା ହୁଏ ତେବେ ବହୁତ ବଡ଼ ଦୁର୍ଘଟଣା ହୋଇପାରେ । ଟ୍ରେନ ବହୁତ ଦୂର କୁ ଯାତ୍ରା କରିଥାଏ ଏହି ସମୟରେ ଯଦି ଟ୍ରେନର ଗୋଟିଏ ଡବା ପଛରେ ରହିଯାଏ ତେବେ ଏହା ଟ୍ରେନ ଡ୍ରାଇଭରକୁ ଜଣା ପଡେ ନାହିଁ । ଏହି ସ୍ଥିତି ରେ ଅନ୍ୟ ଟ୍ରେନକୁ ଏହି ରାସ୍ତାରେ ଯିବାକୁ ଅନୁମତି ମିଳେ ନାହିଁ । 

 

ଏହି କାରଣରୁ ଟ୍ରେନର ଶେଷ ଡବାରେ କ୍ରସ ଚିନ୍ହ କରାଯାଇଥାଏ କି ଟ୍ରେନ କର୍ମଚାରୀଙ୍କୁ ଜଣା ପଡେ କି ଟ୍ରେନ ତାର ସବୁ ଡବା ସହ ଗତି କରିଛି ଏବଂ ଟ୍ରେନର କୌଣସି କ୍ଷତି ନ ହୋଇ ଗୋଟିଏ ଷ୍ଟେସନରୁ ଆଉ ଗୋଟିଏ ଷ୍ଟେସନ ରେ ପହଁଚି ପାରିଛି । ଏଥି ପାଇଁ ଟ୍ରେନ କର୍ମଚାରୀ ସବୁ ଷ୍ଟେସନ ରେ ଟ୍ରେନ କୁ ଚେକିଂ କରିଥାନ୍ତି କି ଟ୍ରେନ ସହ ସବୁ ଡବା ଠିକ ଭାବରେ ଷ୍ଟେସନ ରେ ପହଁଚିଛି । ଏହା ଛଡା ଟ୍ରେନରେ ଏପରି ବହୁତ ସାଙ୍କେତିକ ଚିନ୍ହ ରହିଛି । ଟ୍ରେନ ପଛରେ ଏକ ବିଜୁଳି ର ଲେମ୍ପ ଥାଏ । କାହିଁକି ନା ରାତି ସମୟରେ ଏହି କ୍ରସ ଚିନ୍ହ ଦେଖା ଯାଏ ନାହିଁ । 

 

ଏହି ବିଜୁଳି ର ୩ କୁ ଦେଖି ଟ୍ରେନ ବିଷୟ ରେ ଜାଣି ହୁଏ କୁ ଟ୍ରେନ ର ସବୁ ଡବା ଠିକ ଭାବରେ ଷ୍ଟେସନ ରେ ଆସିଛି । ଏହା ବାଦ ଟ୍ରେନ ପଛ ରେ ସାଙ୍କେତିକ ଭାଷାରେ ଏଲ୍-ଭି ଲେଖା ଥାଏ ଅର୍ଥାତ ଲାଷ୍ଟ ଭେହିକିଲ ଏହାର ଅର୍ଥ ଏହା ଟ୍ରେନ ର ଶେଷ ଡବା ହୋଇଥାଏ । ଯଦି ଟ୍ରେନ ଶେଷ ଦେବାରେ ଏହି ସବୁ ସାଙ୍କେତିକ ଚିନ୍ହ ନଥାଏ ତେବେ ଜଣା ପଡେ କି ଟ୍ରେନ ସମ୍ପୂର୍ଣ୍ଣ ଭାବେ ଷ୍ଟେସନ ରେ ପହଁଚି ନାହିଁ ଓ ତାର କିଛି ଡବା କେଉଁଠାରେ ରହିଯାଇଛି । ଏଥି ପାଇଁ ଟ୍ରେନ କର୍ମଚାରୀ ଆପାତ କାଳୀନ ବ୍ୟବସ୍ଥା ଗ୍ରହଣ କରିଥାଆନ୍ତି ଓ ପଛରେ ରହି ଯାଇଥିବା ଟ୍ରେନ ଡବାକୁ ଖୋଜିଥାନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *