ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମ-ଦ ପିଉଥିଲେ ନିଶ୍ଚୟ ଦେଖନ୍ତୁ,କେତେ ମ-ଦ ପିଇଲେ ହୋଇଥାଏ ଲିଭର୍ ଫେଲ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ।ଏହି ଦେଶରେ କଳାକାର ମାନଙ୍କୁ ବହୁତ୍ ସମ୍ମାନ ମିଳେ।କିନ୍ତୁ କଳାକାରମାନଙ୍କର ସ୍ବାସ୍ଥ୍ୟ ଖରାପ ହେବା ଫଳରେ ସମସ୍ତଙ୍କ ମନରେ ଦୁଃଖର ଲହରୀ ଖେଳାଇ ଦେଇଥାଏ।ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁ ଏବେ ସମସ୍ତଙ୍କୁ ଡ଼ରାଇ ଦେଇଛି।
ଜଣାଶୁଣା ଅଭିନେତା ହେଇ ମଧ୍ୟ ସେ ତାଙ୍କ ଜୀବନ ବଞ୍ଚାଇ ପାରିଲେ ନାହିଁ।ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଯୋଗାଡ ହେଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପରିଲେନାହ୍ନି।ଆଉ ଯଦି ଲିଭର୍ ମିଳୁଥିଲା ତାହା ର-କ୍ତ ଗ୍ରୁପ୍ ସହ ମିଶୁନଥିଲା।ଆଉ ସେପଟେ ପିଣ୍ଟୁ ନନ୍ଦଙ୍କ ଲିଭର୍ ସମ୍ପୂର୍ଣ୍ଣ ଫେଲ୍ ହେଇଗଲା ଏବଂ ତାଙ୍କ ଜୀବନ ଚାଲିଗଲା।ତେବେ ପିଣ୍ଟୁଙ୍କ ପାଖ ବନ୍ଧୁ କହିଛନ୍ତି ସେ ଅତ୍ୟଧିକ ମ-ଦ୍ୟ-ପା-ନ କରୁଥିଲେ।ଆଉ ସେ ଜାଣିପାରୁନଥିଲେ ତାଙ୍କ ଲିଭର୍ ଦିନକୁ ଦିନ ଏଭଳି ଖରାପ ହେଇଯାଉଛି।
ତେବେ ଶେଷରେ ତାଙ୍କର ଲିଭର୍ ଫେଲ୍ ହେଇଗଲା ଏବଂ ତାଙ୍କର ମୃ-ତ୍ୟୁ ଘଟିଲା।ତେବେ କିଛି ଏକ୍ସପର୍ଟ ଏବଂ କିଛି ଡାକ୍ତର କହିଛନ୍ତି ଅତ୍ୟଧିକ ମ-ଦ୍ୟ ପାନ କଲେ ଲିଭର୍ ଖରାପ ହେଇଯାଏ ଯାହା ଏବେ ପିଣ୍ଟୁଙ୍କ କ୍ଷେତ୍ରରେ ଦେଖାଗଲା।ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ,କିନ୍ତୁ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃ-ତ୍ୟ ଘଟିଥିଲା।
ତେବେ ତାଙ୍କର ମୃ-ତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଚକିତଯେ କେତେ ମ-ଦ ପିଇଲେ ଲିଭର୍ ଖରାପ ହେଇଯାଉଛି। ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯେଉଁ ବୋତଲରେ ୪୦% ରୁ ଅଧିକ ଆଲ୍କହଲ ରହିଥାଏ ସେହିପରି ମ-ଦକୁ କମ୍ ପରିମାଣରେ ପିଇବା ଆବଶ୍ୟକ। ତେବେ ଏତେ ଅଧିକ ପରିମାଣରେ ଆଲ୍କହଲ ପିଇଲେ ଅଧିକ ପରିମାଣରେ ଲିଭର୍ ଖରାପ ହେଇଥାଏ।ତେବେ ଅଧିକ ଆଲ୍କହଲ ଥିବା ମ-ଦକୁ କମ୍ ପରିମାଣରେ ପିଇବା ଆବଶ୍ୟକ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।