ଟିପି ଟିପି ବର୍ଷା ପାନି ଗୀତରେ ଷ୍ଟେଜରେ ନାଚିଲେ ନିଶା ମହାରଣା, ସୋସିଆଲ ମିଡିଆରେ ଭା-ଇ-ରା-ଲ ହେଲା ହଟ ଡାନ୍ସ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଟିପି ଟିପି ବର୍ଷା ପାନି ଗୀତରେ ଷ୍ଟେଜରେ ନାଚିଲେ ନିଶା ମହାରଣା, ସୋସିଆଲ ମିଡିଆରେ ଭା-ଇ-ରା-ଲ ହେଲା ହଟ ଡାନ୍ସ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ବନ୍ଧୁଗଣ ଆପଣ ମାନଙ୍କ ମଧ୍ୟରୁ ବହୁତ୍ ଜଣ ଯାତ୍ରା ପ୍ରେମୀ ଥିବେ। ଏବେ ଯାତ୍ରା ଜଗତରେ ଆଇଟମ ଗାର୍ଲ ମାନଙ୍କର ଆଚାର ଦ୍ୟାବହାରରେ କେହି ଖୁସି ନୁହନ୍ତି। ଏବେକାର ଆଇଟମ ଗାର୍ଲ ମାନେ ନିଜ ନିଜର ଇଜତ୍ ନିଜେ ହିଁ ନଷ୍ଟ କରୁଛନ୍ତି। ଷ୍ଟେଜ ଉପରେ ଆଇଟମ ଗାର୍ଲ ମାନେ ଏମିତି ହଟ୍ ନାଚ ନାଚୁଛନ୍ତି ଯାହାକୁ ଓଡ଼ିଶାର ସଂସ୍କୃତି ଉପରେ ଖରାପ ପ୍ରବାଭ ପକାଉଛି।ବନ୍ଧୁଗଣ ଏବେ ଆପଣ ମାନେ  ସମସ୍ତେ ଜାଣିଥିବା ଆଇଟମ ଗାର୍ଲ ନିଶା ମହାରଣା କୁ। 

 

ଯାତ୍ରା ମଞ୍ଚରେ ନିଶା ଗାଧେଇଲେ ଆଉ ଦର୍ଶକଙ୍କୁ ବି ଗାଧେଇ ଦେଲେ । ଟିପି ଟିପି ବର୍ଷା ପାଣି ଗୀତରେ ନିଶା ନାଚିଲେ ଷ୍ଟେଜ ଧୋହଲାଇ ଦେଲେ । ଦର୍ଶକ ମଧ୍ୟ ନିଜକୁ ସମ୍ଭାଳି ପାରିଲେ ନାହିଁ । କିଏ କହୁଥିଲେ ନିଶା ତ ଆଉ କିଏ କହୁଥିଲେ ଝୁନା କିଏ କହୁଥିଲେ ନିଶା ମହାରଣା ତ ଆଉ କିଏ କହୁଥିଲେ ନିଶା ମଲ୍ଲିକ ।ହେଲେ ଏ ସବୁ ଭିତରେ ନିଶା ମହାରଣା କାହା କଥାକୁ ନ ଶୁଣି ଷ୍ଟେଜ ଉପରକୁ ଗଲେ ଆଉ ଷ୍ଟେଜ ଉପରେ ନାଚିଲେ ସମସ୍ତଙ୍କୁ ନଚାଇଲେ । ଯାତ୍ରା ସ୍ୱର୍ଣ୍ଣ ମନ୍ଦିରର ଅପେରା ଉପରକୁ ଉଠିଛନ୍ତି ନିଶା ମହାରଣା । 

 

ଟିପି ଟିପି ବର୍ଷା ପାଣି ଗୀତରେ ନିଜେ ନାଚିଲେ ଭିଜିଲେ ଆଉ ଦର୍ଶକଙ୍କୁ ମଧ୍ୟ ଭିଯାଇଲେ । ନିଶା ଯେତେ ଜୋରେ ନାଚୁଥିଲେ ଦର୍ଶକ ସେତେ ଜୋରେ କହୁଥିଲେ ମ୍ୟାଡ଼ମ ନାଚନ୍ତୁ ଆହୁରି ଜୋରେ ନାଚନ୍ତୁ । ଯେମିତି ଇଚ୍ଛା ହେଉଛି ସେମିତି ନାଚନ୍ତୁ । ନାଚି ନାଚି ଷ୍ଟେଜ ଫଟାଇ ଦିଅନ୍ତୁ।ଆଉ ଶେଷରେ ନିଶାଙ୍କ ଏଭଳି ଅଶାଳୀନ ମନ୍ତବ୍ୟ ପାଇଁ ଲୋକ ଲଜ୍ୟା ଭୟରେ ନିଶାଙ୍କ ବାପା ମା ଗାଁ ଛାଡି ଥିବା ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଲା । ନିଶାଙ୍କୁ ନେଇ ଅନେକ ଲୋକେ ଅନେକ ମନ୍ତବ୍ୟ ଦେଲେ । 

 

ହେଲେ ନିଶା କିନ୍ତୁ କାହା କଥାକୁ ନ ଶୁଣି ଆଗେଇ ଚାଲିଲେ । କହିଲେ ମୋ ସଫଳତା ପଛରେ ମୋ ବୟଫ୍ରେଣ୍ଡଙ୍କ ହାତ ଅଛି । ଆଉ ଏହା ପରେ ନିଶାଙ୍କୁ ଏବେ ଦେଖିବାକୁ ମିଳିଛି ଯାତ୍ରାରେ ।ନିଶାଙ୍କ ନାଚ କୁଆଡେ ଯାତ୍ରା ପେଣ୍ଡାଲ ରେ ଖୁବ ଚିତା କର୍ଷକ ଥିଲା । ଯିଏ ଦେଖୁଥିଲା ସେ ନାଚୁଥିଲା ଯିଏ ଦେଖୁ ଥିଲା ସେ ଝୁମୁ ଥିଲା । ସମସ୍ତେ କହୁଥିଲେ ନାଚିବ ତ ଠିକ ଏମିତି ଭାବରେ । ନିଶା ଅଣ୍ଟା ହଲେଇଲେ ଦର୍ଶକ କରତାଳିରେ ଷ୍ଟେଜ କମ୍ପାଇ ଦେଉଥିଲେ । ଗୀତ ର ତାଳେ ତାଳେ ପାଦରେ ପାଦ ମିଶାଇ ନିଶା ଷ୍ଟେଜ କୁ ହଲାଇ ଦେଉଥିଲେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *