ସରକାର କଲେ ବଡ଼ ଘୋଷଣା, ଇ-ଶ୍ରମ କାର୍ଡ ଥିଲେ ଏବେ ହିଁ ଦେଖନ୍ତୁ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସରକାର କଲେ ବଡ଼ ଘୋଷଣା, ଇ-ଶ୍ରମ କାର୍ଡ ଥିଲେ ଏବେ ହିଁ ଦେଖନ୍ତୁ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ବନ୍ଧୁ ଗଣ ଆଜି କାଲି ସରକାର ଲୋକ ମାନଙ୍କର ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି।ଯାହା ଫଳରେ ଲୋକେ ମନେ ବିଭିନ୍ନ ସୁବିଧା ସୁଯୋଗ ଲାଭ କରିଛନ୍ତି।କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଶ୍ରମିକ ମାନଙ୍କ ପାଇଁ ଇଶ୍ରମ କାର୍ଡର ଶୁଭାରମ୍ଭ କରାଜାଇ ଥିଲା।

 

ତେବେ ଇଶ୍ରମ କାର୍ଡରେ ଆସୁଛି ଅନେକ ସୁବିଧା ସୁଜଗ ଯେଉଁଥିପାଇଁ ଲୋକେ ଆଉ କିଛି ବଡ ଅପଡେଟ ଦେଶର ସଂଙ୍ଗଠିତ କ୍ଷେତ୍ରରେ ଶ୍ରମିକ ମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡିବା ପାଇଁ କେନ୍ଦ୍ର ସରକାର ଇଶ୍ରମ କାର୍ଡ ର ଯୋଜନା ର ଆରମ୍ଭ କରିଛନ୍ତି ।ଏହି ସ୍କିମ୍ ରେ ଯୋଡି ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଶ୍ରମିକ ମାନଙ୍କୁ ଅନେକ ପ୍ରକାର ଫାଇଦା ମିଳିଥାଏ।

 

ଏଥି ସହିତ ମାଗଣା ରେ ବୀମାର ସୁବିଧା ମଧ୍ୟ ମିଳିଥାଏ।ଏହି ସ୍କିମ୍ ଗରିବ ବର୍ଗର ଏବଂ ସାଧାରଣ ଲୋକଙ୍କ ପାଇଁ ଅନେକ ସୁବିଧା ସୁଜଗ ଆଣିବ।ଏହି ସ୍କିମ୍ ରେ ଶ୍ରମିକ ମାନେ ନିଜ ନିଜର ରେଜିଷ୍ଟେସନ ଇଶ୍ରମ କାର୍ଡ ପୋର୍ଟାଲ କରିସାରିବା ପରେ ରେଜିଷ୍ଟେସନ କରିବା ପରେ ଶ୍ରମିକ ମାନଙ୍କୁ ସରକାର ଙ୍କ ତରଫ ରୁ ଯୋଜନା ର ଲାଭ ପ୍ରଦାନ କରାଯିବ। ତେବେ ଏହି ବୀମା ଯୋଜନା ରେ ଶ୍ରମିକ ମାନଙ୍କୁ 2 ଲକ୍ଷ ଟଙ୍କାର ଦୂ-ର୍ଘ-ଟ-ଣା ଜିନିତ ବୀମା ପ୍ରଦାନ କରାଜାଇ ଥାଏ। 

 

ତେବେ ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ରେ ଶ୍ରମିକ ଙ୍କୁ ବିମା ସୁବିଧା ଯୋଗେଇ ଦିଆଯିବ।ଯଦି କୈଣସି କାରଣରୁ ଶ୍ରମିକ ଦୂ-ର୍ଘ-ଟ-ଣା ରେ ମୃ-ତ୍ୟୁ ହୁଏ କିମ୍ବା ସେ ପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ ପାଲଟି ଜାଇଥାନ୍ତି ତେବେ ତାଙ୍କୁ ଦୁଇ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯିବ।ଯଦି ଜଣେ ପିଏମ୍ କିଶାନ ଯୋଜନାରେ ଲାଭବାନ ହୋଇଥିବେ ତେବେ ତାଙ୍କୁ ଇଶ୍ରମ ସ୍କିମ୍ ରେ ଅର୍ଥ ମିଳିବ ନାହିଁ।16 ରୁ 59 ବର୍ଷର ଅସଂଙ୍ଗଠିତ କ୍ଷେତ୍ରରେ ଲୋକ ମାନେ ଇଶ୍ରମ କାର୍ଡ ପୋର୍ଟାଲ ରେ ରେଜିଷ୍ଟେସନ କରି ପାରିବେ ।ଯାହା ଫଳରେ ସାଧାରଣ ବର୍ଗର ଲୋକେ ମଧ୍ୟ ଉପକୃତ ହେବେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *